ବଦଳିଗଲେ ଭାରତର ଅଧିନାୟକ! ଏସିଆ କପରୁ ବିଦା ହେବା ପରେ ଏମିତି ନିଷ୍ପତ୍ତି ନେଲା ମ୍ୟାନେଜମେଣ୍ଟ
ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଏବେ ଏସିଆ କପ୍-୨୦୨୨ରୁ ବିଦା ହୋଇ ସାରିଛି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପରାଜୟ ପରେ ଦଳ ଟୁର୍ଣ୍ଣାମେଣ୍ଟରେ ନିଜ ସ୍ଥାନ ହରାଇଛି । ଫଳରେ ଭାରତକୁ ଏକ ଶକ୍ତ ଝଟକା ଲାଗିଛି । ତେଣୁ ଟିମ…