ଦିଲ୍ଲୀ ପୋଲିସକୁ ବଡ଼ ସଫଳତା: ୨ ଆଫଗାନିସ୍ତାନ ନାଗରିକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଧଳା ଜହର ଜବତ

ନୂଆଦିଲ୍ଲୀ: ନିଶା କାରବାର ବିରୋଧରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦୁଇ ଆଫଗାନିସ୍ତାନ ନାଗରିକଙ୍କ ଠାରୁ ୧୨୦୦ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ କରିଛି। ଆନ୍ତର୍ଜାତୀୟ…

ପଗଡିର ତୂଳନା ହିଜାବ ସହ କରାଯାଇ ପାରିବ ନାହିଁ, ଏମିତି କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଗଡି ହିଜାବର ବରାବର ନୁହେଁ ଏବଂ ଏହା ଧାର୍ମିକ ନୁହେଁ। ଏହାର ତୂଳନା ହିଜାବ ସହ କରାଯାଇ ପାରିବ ନାହିଁ। ହିଜାବ ବିବାଦ ଉପରେ ଶୁଣାଣି ସମୟରେ ଏହା କହିଛନ୍ତି ସୁପ୍ରିମକୋର୍ଟ। ବିଚାରପତି ହେମନ୍ତ ଗୁପ୍ତା…

ଗଣମାଧ୍ୟମ ଆଗରେ ବଡ ଖୁଲାସା କରିଲେ ଗଡକରୀ ଆଉ କହିଲେ ଏମିତି ଭୁଲ କରନ୍ତୁ ନାହିଁ

ଓଡିଶା ଭାଷ୍କର : ଆମେ ଆମ ଜୀବନରେ ଅନେକ ଭୁଲ କରିଥାଉ ଆଉ ବେଳେ ବେଳେ ସେହି କଥା ଯେତେବେଳେ ମନେ ପଡି ଯାଏ ହସ ମଧ୍ୟ ଲାଗି ଥାଏ । କିଛି ଦିନ ତଳେ ଏହିଭଳି ଏକ ଘଟଣା ଘଟିଛି ଯାହା କୁ ଭାବିଲେ ଆଚାର୍ଯ୍ୟ ଲାଗୁଛି ।…

୧୦ ଦିନରେ ଲଭ୍ ଜିହାଦର ୩ ଚାଞ୍ଚଲ୍ୟକର ମାମଲା, ପ୍ରଥମେ ଯୌନ ଶୋଷଣ ପରେ …

ଝାଡ଼ଖଣ୍ଡ: ଦଶ ଦିନ ମଧ୍ୟରେ ଲଭ୍ ଜିହାଦର ତିନୋଟି ଚାଞ୍ଚଲ୍ୟକର ଘଟଣା ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଛି। ଏନେଇ ବିଜେପି ଏବଂ ହିନ୍ଦୁତ୍ୱ ସଂଗଠନ ସରକାରଙ୍କୁ ଖୁଲମଖୁଲା ଟାର୍ଗେଟ କରିଛନ୍ତି। ଲଭ୍ ଜିହାଦର ତୃତୀୟ ମାମଲା…

ପର୍ଯ୍ୟଟକଙ୍କ ନିକଟକୁ ଆସିବାକୁ ଦେଲାନାହିଁ ମା’: ଶୁଣ୍ଢରେ ଅଟକାଇଦେଲା ଛଆକୁ…

ମଣିଷ ହେଉ କିମ୍ବା ପଶୁ, ନିଜ ସନ୍ତାନର ସୁରକ୍ଷା ପାଇଁ ସବୁ ମା' ଚିନ୍ତିତ ଥାନ୍ତି । ନିଜ ସନ୍ତାନ ପାଇଁ କିଛି କରିବାକୁ ପ୍ରସ୍ତୁତ ଥାଏ ମା' । ପଶୁମାନେ ମଧ୍ୟ ନିଜ ଛୁଆ ପାଇଁ ବେଶ୍ ଚିନ୍ତିତ ଥାନ୍ତି । ତେବେ…

ଏହି ସ୍ଥାନରେ ଅଛି ପୃଥିବୀର ସ୍ୱର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ଓଡିଶା ଭାସ୍କର: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ, ବିଚିତ୍ର ତାର ପରିକଳ୍ପନା । ଏହି ପୃଥିବୀରେ ଲୁଚି ରହିଛି ଅନେକ ରହସ୍ୟମୟୀ ଘଟଣା । କେଉଁଠି ରହିଛି ପ୍ରଚୀନ ସମୟର କଳା,ଐତିହ ଏବଂ ମନ୍ଦିର । ତ ଆଉ କେଉଁଠି ରହିଛି ସବୁଜ…

ନବଜାତକକୁ ବୁଦାକୁ ଫିଙ୍ଗିଦେଲେ ଏକାଦଶ ଶ୍ରେଣୀର ଛାତ୍ରୀ: ବାଥରୁମରେ ଦେଇଥିଲେ ଜନ୍ମ…

ନୂଆଦିଲ୍ଲୀ: ଅବିକଶିତ ନବଜାତକର ଜନ୍ମ ପରେ ବୁଦାକୁ ଫିଙ୍ଗିଦେଲେ ଏକାଦଶ ଶ୍ରେଣୀର ଛାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ । ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେବା ପରେ ତାକୁ ଏକ…

ପ୍ରଥମ ଥର ଲସ୍କର ଆତଙ୍କବାଦୀକୁ ନିଜର ବୋଲି ମାନିଲା ପାକିସ୍ତାନ, ଗ୍ରହଣ କଲା ମୃତଦେହ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ଏବଂ ଆତଙ୍କଙ୍କ ଅନୁଗତ ଭାବେ ପରିଚିତ ପାକିସ୍ତାନ। ତେବେ ଆମର ଏହି ପଡୋଶୀ ଦେଶ ଏହି କଥାକୁ ବାରମ୍ବାର ଏଡାଇ ଆସିଛି। ବିଶ୍ଵର ଅନେକ ସ୍ଥାନରେ ଆତଙ୍କବାଦ ଘଟଣା…

ହାଇକୋଲେଷ୍ଟ୍ରଲ କାରଣରୁ ହାତରେ ହୋଇଥାଏ ଏହି ସମସ୍ୟା: ଅଣଦେଖା କରିଲେ ଯାଇପାରେ ଜୀବନ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଶୈଳୀ ଏବଂ ଖରାପ ଖାଦ୍ୟଅଭ୍ୟାସ କାରଣରୁ ଅନେକ ସମସ୍ୟା ଦେଖାଦେଇଥାଏ । ଯେଉଁ କାରଣ ରୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି । ତେବେ ଖାଇବା ପିଇବାରେ ବାରମ୍ବାର…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ରୈନା, ଆଇପିଏଲରେ ଆଉ ଦେଖିବାକୁ ମିଳିବ ନାହିଁ

ନୂଆଦିଲ୍ଲୀ: ଭାରତୀୟ ଦଳର ବାମହାତୀ ବ୍ୟାଟସମ୍ୟାନ ସୁରେଶ ରୈନା ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଲିଗ୍ କ୍ରିକେଟ୍ ଖେଳିବା ପାଇଁ ରୈନାଙ୍କୁ କ୍ରିକେଟରୁ ଅବସର ଘୋଷଣା କରିବାକୁ ପଡିଛି।…