Breaking News ଦୁଇଦିନିଆ ଓଡିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ Abinash Kumar Dhal Sep 5, 2022 ଭୁବନେଶ୍ୱର:ବିଜେପିର ନବ ନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂସଲ ସୋମବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ବିଜେପି ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଧ୍ୟାହ୍ନ ସମୟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ…
Breaking News ସୌର ଜଗତ ବାହାରେ ରହିଛି ଗ୍ରହ: ଜେମ୍ସ ୱେବ ପଠାଇଲା ଫଟୋ Abinash Kumar Dhal Sep 4, 2022 ନୂଆଦିଲ୍ଳୀ: ସୌର ଜଗତ ବାହାରେ ଠାବ ହେଲା ଗ୍ରହ । ନାସାର ଜେମ୍ସ ୱେବ ଟେଲିସ୍କୋପ ସାହଯ୍ୟରେ ବୈଜ୍ଞାନିକମାନେ ସୌର ଜଗତ ବାହାରେ କୌଣସି ଗ୍ରହର ସ୍ପଷ୍ଟ ଫଟୋ ଉଠାଇଛି । ଏହି ଗ୍ରହକୁ "ଏଚଆଇପି ୬୫୪୨୬' ନାମ ଦିଆଯାଇଛି…
Breaking News ରାଜଧାନୀରେ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଝୁଲନ୍ତା ଅବସ୍ଥାରେ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହ Abinash Kumar Dhal Sep 4, 2022 ଭୁବନେଶ୍ୱର: ରାଜଧାନୀର ଘରୋଇ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁଣି ଜଣେ ନର୍ସିଂ ଛାତ୍ରୀ ହାରିଛନ୍ତି ଜୀବନ । ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ କଲେଜ ହଷ୍ଟେଲରୁ ମିଳିଛି ଛାତ୍ରୀଙ୍କ ମୃତଦେହ ।…
Breaking News ଚିଲିକା ଡଙ୍ଗାବୁଡି ଘଟଣା: ୨ ମୃତଦେହ ଉଦ୍ଧାର Abinash Kumar Dhal Sep 4, 2022 ବ୍ରହ୍ମଗିରି: ଚିଲିକାରେ ଡଙ୍ଗାବୁଡ଼ି ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧରା ହୋଇଛି । ରବିବାର ସନ୍ଧ୍ୟାରେ ଭୋଜି ସାରି ଫେରୁଥିବାବେଳେ ଗମ୍ଭାରୀଗାଁ ନିକଟ କାଳିଜାଈକୁଦାରେ ବୁଡ଼ିଯାଇଥିଲା ଡଙ୍ଗା । ଡଙ୍ଗାରେ ୧୩ ଜଣ ଥିଲେ…
Breaking News ଷ୍ଟ୍ରେସ ନେବା ଦ୍ୱାରା ହୋଇଥାଏ କି’ ମିସକ୍ୟାରେଜ୍? ଜାଣନ୍ତୁ ଗର୍ଭବସ୍ଥାରେ ଚିନ୍ତା ଦୂର କରିବାର ଟିପ୍ସ Abinash Kumar Dhal Sep 4, 2022 ଗର୍ଭବସ୍ଥା ସମୟରେ ମହିଳାଙ୍କ ଜୀବନରେ କେବଳ ଶାରୀରିକ ପରିବର୍ତ୍ତନ ହୋଇନଥାଏ ବରଂ ଭାବନାତ୍ମକ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଏଥିପାଇଁ ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏଭଳି ଏକ…
Breaking News ୪୮ ଘଣ୍ଟାରେ ୧୩୮ ଥର ବନ୍ଦ ହେଲା ଦୃଦସ୍ପନ୍ଦନ, Apple Watch ବଞ୍ଚାଇଦେଲା ଯୁବକଙ୍କ ଜୀବନ Abinash Kumar Dhal Sep 4, 2022 ଆପଲ ୱାଚ୍ ସାହାଯ୍ୟରେ ଜଣେ ୟୁଜରଙ୍କ ଜୀବନ ବଞ୍ଚିଯାଇଛି । ଜଣେ ୟୁଜରଙ୍କ ହାର୍ଟରେ ବ୍ଲକେଜ୍ ଥିଲା, ଆଉ ଯାହାକୁ ସେ ଆପଲ ୱାଚରୁ ଜାଣିବାକୁ ପାଇଥିଲେ । ଫଳରେ ଠିକ୍ ସମୟରେ ଅପରେସନ କରିବା ପରେ ତାଙ୍କର ଜୀବନ…
Breaking News ବାଇକ୍ ଚାଳକ ସାବଧାନ! ୧୦୦୦ ଲୋକଙ୍କ ଲାଇସେନ୍ସ କ୍ୟାନ୍ସଲ, କରନ୍ତୁନି ଏହି ଭୁଲ୍… Abinash Kumar Dhal Sep 4, 2022 ନୂଆଦିଲ୍ଲୀ: ଯଦି ଆପଣ ଦୁଇ ଚକିଆ ଯାନରେ ଯାତ୍ରା କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଗୋଟିଏ ଭୁଲ୍ ଆପଣଙ୍କ ଲାଇସେନ୍ସ ରଦ୍ଧ ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ଜରିମାନା ଲାଗିପାରେ । ପ୍ରକୃତରେ ରାଜ୍ୟରେ…
Breaking News ଚିଲିକାରେ ଡଙ୍ଗା ବୁଡ଼ି ୩ ନିଖୋଜ: ଜାରି ରହିଛି ଉଦ୍ଧାର କାର୍ଯ୍ୟ Abinash Kumar Dhal Sep 4, 2022 ବ୍ରହ୍ମଗିରି: ପୁଣି ଚିଲିକାରେ ବୁଡ଼ିଲା ଡଙ୍ଗା । ଗମ୍ଭାରୀ ଗାଁ ନିକଟ କାଳିଜାଈକୁଦରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ ହୋଇଯାଇଥିବା ସୂଚନା । ତେବେ ବର୍ତ୍ତମାନ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର…
Breaking News ଅନଲାଇନରେ ମଗାଇଥିଲେ ଖାଦ୍ୟ, ବାଟରେ ଖାଇଦେଲା ଡିଲିଭରୀ ବଏ: ତା’ପରେ…. Abinash Kumar Dhal Sep 4, 2022 ଆଜିକାଲିକା ସମୟରେ ଅନଲାଇନରେ ଖାଦ୍ୟ ଅର୍ଡର କରିବା ଏକ ସାଧାରଣ କଥା । ଯେତେବେଳେକି କିଛି ଖାଇବାକୁ ଇଚ୍ଛା କରିଥାନ୍ତି ଏବଂ ଘରେ ତିଆରି କରିବାକୁ ଇଚ୍ଛା ନଥାଏ, ଆମେ ଅନଲାଇନ ଦ୍ୱାରା ଖାଦ୍ୟ ମଗାଇଥାଉ । ଆଉ କିଛି ସମୟ…
Breaking News ସ୍ୱାମୀର ଅମାନବୀୟ କାଣ୍ଡ: ସ୍ତ୍ରୀ’ କୁ ମାରି ପୋତିଦେଲା ପାଇଖାନା ଟାଙ୍କିରେ Abinash Kumar Dhal Sep 4, 2022 କୋରାପୁଟ: ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ସ୍ତ୍ରୀର ମୃତଦେହ । ମୃତ ମହିଳାଙ୍କ ନାମ ଗୌରୀ ବୋଲି ଜଣାପଡ଼ିଛି । ଆଉ ତାଙ୍କୁ ହତ୍ୟା କରିଛି ଖୋଦ୍ ତାଙ୍କ ସ୍ୱାମୀ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୋରାପୁଟ…