fbpx
BJD SKY
BJD SKY

ଚିଲିକାରେ ଡଙ୍ଗା ବୁଡ଼ି ୩ ନିଖୋଜ: ଜାରି ରହିଛି ଉଦ୍ଧାର କାର୍ଯ୍ୟ

BJD

ବ୍ରହ୍ମଗିରି: ପୁଣି ଚିଲିକାରେ ବୁଡ଼ିଲା ଡଙ୍ଗା । ଗମ୍ଭାରୀ ଗାଁ ନିକଟ କାଳିଜାଈକୁଦରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ ହୋଇଯାଇଥିବା ସୂଚନା । ତେବେ ବର୍ତ୍ତମାନ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Get real time updates directly on you device, subscribe now.