କେତେ ଦକ୍ଷ କେନ୍ଦ୍ରମନ୍ତ୍ରୀ ! ଟିଫିନ୍ ବୈଠକ ପରାମର୍ଶ କେତେ ଦୂର କାର୍ଯ୍ୟକାରୀ ହୋଇଛି : ରିିପୋର୍ଟ କାର୍ଡ ମାଗିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ନିଜ ସହ କେନ୍ଦ୍ର ସରକାରଙ୍କ ଦକ୍ଷତା ବୃଦ୍ଧି ପାଇଁ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପରାମର୍ଶ କେତେଦୂର କାର୍ଯ୍ୟକାରୀ କରାଯାଇଛି ସେ ସମ୍ପର୍କରେ ଅବଗତ ହେବା ପାଇଁ ସମସ୍ତ…