fbpx

ଓଡ଼ିଶା ଫୁଟଶାଲ ଦଳର ଜର୍ସି ଉନ୍ମୋଚିତ, ରାଜ୍ୟରୁ ଭାଗନେଇଛନ୍ତି ୧୨ ପ୍ରତିଯୋଗୀ

ମହାରାଷ୍ଟ୍ର ନାସିକ ସ୍ଥିତ ଡିଭିନାଲ ସ୍ପଟ୍ସ କମ୍ପ୍ଲେକ୍ସ ପରିସରରେ ଆସନ୍ତା 26ରୁ 19 ପର୍ଯ୍ୟନ୍ତ ଇଣ୍ଡୋର ୟୁ ରି୍ପିୟାନ ଗେମ ର ପଞ୍ଚମ ଫୁଟଶାଲ ଜାତୀୟ ଚାମ୍ପିୟନସିପ୍ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଓଡ଼ିଶାର 12ଜଣ  ଅଂଶ ଗ୍ରହଣ କରିବାକୁ ମୋନନୀତ ହୋଇଛନ୍ତି ।

ଟିଟିଲାଗଡ଼ ଓମ ଭ୍ୟାଲି ପରିସର ସଭାଗୃହରେ ସ୍କୁଲ ପରିଚାଳକ ବିଭା ଗୁପ୍ତା ଜର୍ସି ଉନ୍ମୋଚନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫୁଟଶାଲ ଆସୋସିଏସନ ଅଫ୍ ଓଡ଼ିଶାର ସମ୍ପାଦକ ଡାନିଏଲ ବାରିକ, ଟିମ୍ ମ୍ୟାନେଜର ଦାମ କବାଟ ପ୍ରମୁଖ ଆସନ୍ତା 24 ତାରିଖ ଦିନ ଦଳ ସହ ନାସିବ ଅଭିମୁଖେ ବାହାରିବେ ।

 

Get real time updates directly on you device, subscribe now.