ଭୁଲରେ ପାକିସ୍ତାନରେ ପଡିଲା ମିସାଇଲ: ଭାରତର ୩ ଜଣ ଏୟାରଫୋର୍ସ ଅଫିସର ସସପେଣ୍ଡ
ନୂଆଦିଲ୍ଲୀ: ଏୟାରଫୋର୍ସର ୩ ଜଣ ଅଫିସରଙ୍କୁ ସସପେଣ୍ଡ କରିଛି ଭାରତ । ବ୍ରହ୍ମୋସ ମିସାଇଲ ପାକିସ୍ତାନରେ ପଡିବା ପରେ ଏ ନେଇ ଦୋଷୀ ସାବ୍ୟସ୍ତ ହେବା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ଏୟାରଫୋର୍ସ । ଗତ ମାର୍ଚ୍ଚରେ…