fbpx

ରାଷ୍ଟ୍ର ଉଦ୍ଦେଶ୍ୟରେ “ହୋମୀ ଭାଭା କ୍ୟାନ୍ସର ହସ୍ପିଟାଲ’ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ, ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୬୬୦ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମୋହଲୀର ମୁଲ୍ଲାପୁର ରେ “ହୋମୀ ଭାଭା କ୍ୟାନ୍ସର ହସ୍ପିଟାଲଏବଂ ଅନୁସନ୍ଧାନ କେନ୍ଦ୍ର’ ର ଉଦଘାଟନ କରିବେ । ଏହି ହସ୍ପିଟାଲ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ୬୬୦ କୋଟି ଟଙ୍କା ରୁ ଅଧିକ ବ୍ୟୟରେ ତିଆରି କରାଯାଇଛି ।

ଏହି କ୍ୟାନ୍ସ ହସ୍ପିଟାଲରେ ୩୦୦ ବେଡ୍ କ୍ଷମତା ରହିଛି । ଏହି ହସ୍ୱିଟାଲରେ ଅତ୍ୟାଧୁନିକ ସୁବିଧା ଯେମିତିକି ଏମଆରଆଇ, ସିଟି, ଡିଜିଟାଲ ରେଡିଓଗ୍ରାଫୀ ଭଳି ସୁବିଧା ରହିଛି । କେନ୍ଦ୍ରରେ ସବୁ ପ୍ରକାର କ୍ୟାନ୍ସର ଚିକିତ୍ସା ହୋଇପାରିବ ।

Get real time updates directly on you device, subscribe now.