ଦିଲ୍ଲୀ ପୋଲିସକୁ ମିଳିଲା ବଡ ସଫଳତା: ଜବତ ହେଲା ୨୦୦୦ ଅଫୁଟା ଗୁଳି

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଅଗଷ୍ଟ ୧୫ ପୂବର୍ବରୁ ପୋଲିସକୁ ମିଳିଛି ବଡ ସଫଳତା । ୨୦୦୦ ଅଫୁଟା ଗୁଳି ସହିତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସୂଚନା ଅନୁଯାୟୀ ଦିଲ୍ଲୀର ଇଷ୍ଟ ଡିଷ୍ଟ୍ରକ୍…

ହିରାକୁଦର ଖୋଲିଲା ଆଉ ୬ଟି ଗେଟ୍: ମୋଟ ୨୦ଟି ଗେଟ୍ ଦେଇ …

ସମ୍ବଲପୁର: କିଛି ଦିନ ହେବ ଉପର ମୁଣ୍ଡରେ ଲାଗାଣ ବର୍ଷା କାରଣରୁ ହିରାକୁଦର ଜଳ ଭଣ୍ଡାର ବଢିବାର ଲାଗିଛି । ତେବେ ଆଜି ସକାଳେ ହିରାକୁଦର ୪ଟି ଗେଟ୍ ଖୋଲାଯାଇଥିବା ବେଳେ ବର୍ତ୍ତମାନ ଆଉ ୬ ଟି ଗେଟ୍ ପୁଣି ଖୋଲା ଯାଇଛି ।…

ବିବାହ ପୂର୍ବରୁ ଦେବାକୁ ବାଧ୍ୟ virginity ସାର୍ଟିଫିକେଟ, ନହେଲେ ଭାଙ୍ଗିଯିବ ଆପଣଙ୍କ ବିବାହ

ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ଶାରୀରିକ ସମ୍ପର୍କ ରଖିବା ସାଧାରଣରେ ସାଧାରଣ ହୋଇଗଲାଣି । ବହୁ ଲୋକ ବର୍ତ୍ତମାନ ଲିଭ ଇନ ରିଲେସନସିପରେ ରହିବାକୁ ଚାହୁଁଛନ୍ତି । ତେବେ ଏହାକୁ ନେଇ କୌଣସି ପ୍ରତିବନ୍ଦକ ମଧ୍ୟ ନାହିଁ ।…

ଜନ୍ମାଷ୍ଟମୀ ପୂର୍ବରୁ ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ: ଏହି ୪ ରାଶିର ବ୍ୟକ୍ତିମାନେ ହେବେ ଭାଗ୍ୟଶାଳୀ ।

ତିଥି ,ବାର ନକ୍ଷେତ୍ର ଅନୁଯାୟୀ ଗ୍ରହମାନେ ସେମାନଙ୍କ ରାଶି ଓ ଗତିପଥ ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ବ୍ୟକ୍ତିମାନଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇ ଥାଏ । ତେବେ ଆଗକୁ ଜନ୍ମାଷ୍ଟମୀ ଥିବାରୁ ସୂର୍ଯ୍ୟ ମଧ୍ୟ…

ନବୀନ ଦୂର କଲେ ମୟୁରଭଞ୍ଜବାସୀଙ୍କ ଦୁଃଖ

ମୟୁରଭଞ୍ଜ: ଦୂର ହେଲା ମୟୁରଭଞ୍ଜବାସୀଙ୍କ ଦୁଃଖ । ଦୁଇଟି ବୃହତ ଜଳ ସେଚନ ପ୍ରକଳ୍ପର ଭେଟି ଦେଲେ ନବୀବ । ମୟୁରଭଞ୍ଜରେ ବିଜେଡିର ବଡବାବୁ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୟୁରଭଞ୍ଜର ଦୁଇଟି ବୃହତ୍ତ ଜଳ…

ଭାଇରାଲ ହେବା ଆଶାରେ ଅଡୁଆରେ ପଡିଲେ ଯୁବକ, ଏବେ ଭୋଗିବେ ଦଣ୍ଡ

ନୂଆଦିଲ୍ଲୀ:ଲୋକଙ୍କର ସୋସିଆଉ ମିଡିଆରେ କିଛି ଅନୁସରକଣକାରୀ ବୃଦ୍ଧି ପାଇବା ମାନେ ସେମାନେ ନିଜକୁ ବହୁତ ବଡ ବୋଲି ଭାବନ୍ତି । ନିଜ ଇଚ୍ଛା ମୁତାବକ କାମ କରନ୍ତି ।ଆଉ ଭୁଲି ଯାଆନ୍ତି ସେମାନେ କଣ କରୁଛନ୍ତି । ଏଭଳି…

ସୋସିଆଲ ମିଡ଼ିଆରେ ପୋଷ୍ଟ ଉପରେ ପୋଷ୍ଟ କରୁଛନ୍ତି ଏହି ଯୋଡି ,ପରସ୍ପରକୁ ବଦନାମ କରୁଛନ୍ତି ନା ଆଉ କିଛି ରହିଛି …

ମୁମ୍ବାଇ :ଉର୍ବଶୀ ରୋଟେଲା ଏବଂ କ୍ରିକେଟର ରିଷଭ ପନ୍ତଙ୍କ ମଧ୍ୟ ରେ ବର୍ତ୍ତମାନ ଯେଉଁ ଶୀତଳ ଯୁଦ୍ଧ ଚାଲିଛି ତାହା ବର୍ତ୍ତମାନ ପଦାରେ ପଡ଼ିଲାଣି। କିଏ ଛୋଟ ଭାଇ କହିଲାନି ତ ପୁଣି କିଏ ପ୍ରତି ଉତ୍ତର ଦେଇ ଭଉଣୀ ବୋଲି…

ଭାରତୀୟ ବଜାରକୁ ଜନସନ୍ କମ୍ପାନୀର ଝଟକା:ବନ୍ଦ ହେବ ବେବି ପାଉଡର ବିକ୍ରି

ନୂଆଦିଲ୍ଲୀ: ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ (Johnson &Johnson) ୨୦୨୩ ମସିହାରେ ସାରା ଦୁନିଆରେ ବେବି ପାଉଡର ବିକ୍ରିକୁ ବନ୍ଦ କରିବାକୁ ଯାଉଛି । ଏହାକୁ ନେଇ ବର୍ତ୍ତମାନ ଭାରତୀୟ ବଜାରରେ ଚର୍ଚ୍ଚ ଜୋର…

ମନ ଜିତିଲେ ସୁପରଷ୍ଟାର ଅଲୁ ଅର୍ଜୁନ: କୋଟି କୋଟି ଟଙ୍କାର ବିଜ୍ଞାପନକୁ କରିଲେ ମନା

ମୁମ୍ବାଇ: ପୁଷ୍ପା ଚଳଚିତ୍ର ପରେ ପୁଣି ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ । ଏଥର କିନ୍ତୁ ସିନେମାର ନାୟକ ହିସାବରେ ନୁହେଁ ବରଂ ବାସ୍ତବ ଜୀବନରେ ଫ୍ୟାନ୍ସମାନଙ୍କ ମନ ଜିତିଛନ୍ତି ଏହି ହ୍ୟାଣ୍ଡସମ୍ ହଙ୍କ ।…

ଧୀରେ ଧୀରେ କମୁଛି କରୋନା ସଂକ୍ରମଣ

ଭୁବନେଶ୍ୱର: ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ତଳକୁ ଖସିଛି କରୋନା ଗ୍ରାଫ । କ୍ରମଶଃ କରୋନା ଗ୍ରାଫ ରେ ପରିବର୍ତ୍ତନ ଦେଖା ଦେଇଛି । ରାଜ୍ୟ ରେ କରୋନା ସ୍ଥିତି ରେ ବର୍ତମାନ ଟିକେ ଆଶ୍ବସ୍ତି ମିଳିଛି । ଗତ…