ଆଜି ରାଜ୍ୟରେ କରୋନାରେ ଜଣେ ମୃତ:ସେପଟେ କମୁନି ୧୮ ବର୍ଷରୁ କମ ସଂକ୍ରମଣ…
ଭୁବନେଶ୍ୱର: ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ତଳକୁ ଖସିଛି କରୋନା ଗ୍ରାଫ । ଏହା ସହିଲା ୨୪ ଘଣ୍ଟା ରେ ଜଣ ଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…