ବଦଳିଲା ଟିମ ଇଣ୍ଡିଆର ଟାଇଟଲ ସ୍ପନସର: ରାତାରାତି ବଡ ନିଷ୍ପତ୍ତି ନେଲା BCCI

ନୂଆଦିଲ୍ଲୀ: ରାତାରାତି ବଦଳି ଯାଇଛି ଭାରତୀୟ କ୍ରିକେଟ ଟିମର ସ୍ପନସରସିପ । ଆଗକୁ ଭାରତ ଖେଳୁଥିବା ଯେକୌଣସି ଘରୋଇ ସିରିଜରେ ଦେଖିବାକୁ ମିଳିବନି ପେଟିଏମର ବିଜ୍ଞାପନ । ବିସିସିଆଇର ଟାଇଟଲ ସ୍ପନସରସିପ ଏବେ ପେଟିଏମ…

ତାଲିବାନଙ୍କ ହିନ୍ଦୁଙ୍କୁ ଅପିଲ୍, ଆଫଗାନିସ୍ତାନ ଫେରି ଆସନ୍ତୁ, ପୂରା ସୁରକ୍ଷା ଗ୍ୟାରେଣ୍ଟି ଆମର

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କବଜା ପରଠୁ ସେଠାକାର ଲୋକଙ୍କ ଅବସ୍ଥା ଦୟନୀୟ ହୋଇ ପଡିଛି। ଏମିତି ସ୍ଥିତିରେ ହଜାର ସଂଖ୍ୟକ ହିନ୍ଦୁ ଏବଂ ଶିଖ ସମୁଦାୟର ଲୋକେ ଆଫଗାନିସ୍ତାନ ଛାଡି ସ୍ଵଦେଶ ଫେରି ଆସି…

ସମୁଦ୍ରରେ କାଳର ରୂପ ନେଇ ବୋଟକୁ ଡେଇଁଲା ବିଶାଳ ହ୍ୱେଲ: ଦେଖନ୍ତୁ ଛାତିଥରା ଭିଡିଓ

ଓଡିଶା ଭାସ୍କର: ବୋଟରେ ସମୁଦ୍ର ଭିତରକୁ ଯିବାର ମାନେ ବିପଦକୁ ହାତଠାରି ଡାକିବା ସହ ସମାନ । ବିଭିନ୍ନ ପ୍ରକାର ସାମୁଦ୍ରିକ ଜୀବମାନଙ୍କର ଆକ୍ରମଣକୁ ନେଇ ସବୁବେଳେ ଭୟ ଲାଗି ରହିଥାଏ । ଏହାର ଏକ ଉଦାହରଣ ଦେଖିବାକୁ…

CWG 2022 ପାଇଁ ବର୍ମିଂହାମରେ ପହଞ୍ଚିଲା ଭାରତୀୟ ଦଳ, ଜାଣି ରଖନ୍ତୁ ଟିମ୍ ଇଣ୍ଡିଆର କ୍ରୀଡାସୂଚୀ

ନୂଆଦିଲ୍ଲୀ: ରବିବାର ବିଳମ୍ଵିତ ରାତ୍ରିରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ବର୍ମିଂହାମ ଯାତ୍ରା କରିଥିବା ଭାରତୀୟ କ୍ରିକେଟ୍ ଦଳ ସୋମବାର ବିଳମ୍ଵିତ ରାତ୍ରିରେ ୟୁକେରେ ପହଞ୍ଚି ଯାଇଛନ୍ତି। ବର୍ମିଂହାମରେ ପହଞ୍ଚିବା…

ସୋନିଆଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଧାରଣା ଦେଉଥିଲେ ରାହୁଲ, ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଦ୍ଵିତୀୟ ଦିନ ପଚରା ଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପହଞ୍ଚିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ହେଲେ ଇଡିର ଏହି କାର୍ଯ୍ୟାନୁଷ୍ଠାନ…

ସ୍ତନ କର୍କଟର ବଢିଥାଏ ଆଶଙ୍କା: ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ନୂଆଦିଲ୍ଲୀ: ମହିଳାମାନଙ୍କଠାରେ ଦେଖାଯାଉଥିବା ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସର୍ ଅନ୍ୟ ସାଧାରଣ କର୍କଟଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଏହି କ୍ୟାନସର ଡିଏନ୍ଏର କ୍ଷତି କିମ୍ବା ଜେନେଟିକ୍ ପରିବର୍ତ୍ତନ କାରଣରୁ…

ଭାରତକୁ ଶକ୍ତ ଝଟକା, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରୁ ବାଦ୍ ପଡିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ବର୍ମିଂହାମରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି। ଟୋକିଓ ଅଲିମ୍ପିକର ସ୍ଵର୍ଣ୍ଣ ପଦକ ବିଜେତା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା…

ଆଜି କାର୍ଗିଲ ବିଜୟ ଦିବସ: ମୁଁ କାର୍ଗିଲ କହୁଛି

ମୁଁ କାର୍ଗିଲ.... ୧୯୯୯ ର ସେ ଶୀତ ମୋ ପାଇଁ ପୂର୍ବ ଶୀତ ଠାରୁ ଥିଲା ଖୁବ ଭିନ୍ନ । ସୀମାର ଅନ୍ୟପାଶ୍ୱର୍ରୁ ଲଗାତାର ଅନେକ ଅଜଣା ଚେହେରା ମାଡି ଆସୁଥିଲେ । ସେମାନଙ୍କ ହାତରେ ଥିଲା ଆଧୁନିକ ଅସ୍ତ୍ର ଶସ୍ତ୍ର ଏବଂ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଟୁଇଟ୍ ସହିଦଙ୍କ ନାମରେ, କାରଗିଲ ବିଜୟ ଦିବସରେ ଦେଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ: କାରଗିଲ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ସମ୍ଭାଳିବା ପରେ ମୁର୍ମୁଙ୍କ ପକ୍ଷରୁ ପ୍ରଥମ ଟୁଇଟ୍ ସହିଦଙ୍କ…

ଏମିତି ଆଖି ଥିବା ଲୋକ ହୋଇଥାନ୍ତି ଖୁବ ହୁସିୟାର: ଚକ୍ଷୁର ରଙ୍ଗରୁ ଜାଣନ୍ତୁ ମଣିଷର ବ୍ୟକ୍ତିତ୍ୱ

ଓଡିଶା ଭାସ୍କର: ମଣିଷର ଆଖି ଏବଂ ଏହାର ରଙ୍ଗରୁ ତାଙ୍କ ବ୍ୟକ୍ତିତ୍ୱ ପଢାଯାଇପାରେ । ହୁଏତ ଏହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ ଅବିଶ୍ୱାସ ଲାଗିପାରେ । ୨୦୦୭ ମସିହାରେ ଓବ୍ରୋଏ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଅଲଗା…