ଅଭିଯୋଗ କରିବାକୁ ଆସିଥିବା ବୃଦ୍ଧଙ୍କୁ ତଳେ ବସାଇଦେଲେ ଅଧିକାରୀ ! ଡିଏମ କହିଲେ ଭିନ୍ନ କାହାଣୀ
ନୂଆଦିଲ୍ଲୀ: ବରିଷ୍ଠ ନାଗରିକ ତଥା ବୃଦ୍ଧ ଲୋକଙ୍କ ପାଇଁ ଅନେକ କାନୁନ୍ ରହିଛି । ବୃଦ୍ଧ ବ୍ୟକ୍ତିମାନଙ୍କୁ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ସରକାରୀ ସ୍ତରରେ ଅନେକ ବ୍ୟବସ୍ଥା ମଧ୍ୟ ରହିଛି । ଅନେକ ସମୟରେ ସାଧାରଣ…