ରାଜସ୍ଥାନରେ ମିଳିଲା ବଡ଼ ୟୁରାନିୟମ ଖଣିର ସନ୍ଧାନ: ୩ହଜାର କୋଟିର ନିବେଶ ଯୋଜନା, ସୃଷ୍ଟି ହେବ ନିଯୁକ୍ତି

ରାଜସ୍ଥାନ:ଝାରଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନରେ ମିଳିଛି ଏକ ବଡ଼ ୟୁରାନିୟମ ଖଣିର ସନ୍ଧାନ । ସିକର ନିକଟ ଖଣ୍ଡେଲା ତହସିଲର ରାହିଲଠାରେ ଖନନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏଠାରେ ୧୦୮୬.୪୬ ହେକ୍ଟର…

ଉତ୍ତରାଖଣ୍ଡରେ ‘ନିର୍ଭୟା’ କାଣ୍ଡର ପୁନରାବୃତ୍ତି: ଚଳନ୍ତା କାର୍‌ରେ ମା’,ନାବାଳିକା ଝିଅକୁ ଗଣଦୁଷ୍କର୍ମ, କେନାଲ୍ କଡ଼ରେ ଫିଙ୍ଗି ଚାଲିଗଲେ…

ରୁର୍‌କୀ : ଗତ କିଛି ବର୍ଷ ତଳେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଘଟିଥିବା ‘ନିର୍ଭୟା’ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା ଲୋକଙ୍କ ମନରୁ ଲିଭିନଥିବାବେଳେ ଉତ୍ତରାଖଣ୍ଡରେ ପୁଣି ସେହି ଧରଣର ଏକ ଲଜ୍ଜାଜନକ ଘଟଣା ଲୋକଲୋଚନକୁ…

ଭାରତୀୟ କ୍ରିକେଟ ଦଳକୁ ସତର୍କ କଲା ବିସିସିଆଇ, କରୋନା ପାଇଁ ଖେଳାଳିଙ୍କୁ ଅଧିକ ସମୟ ବାହାର ବୁଲାବୁଲି ନ କରିବା କଲା ବାରଣ

ନୂଆଦିଲ୍ଲୀ: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଅଧିକ ସମୟ ବାହାର ବୁଲାବୁଲି ନ କରିବା ପାଇଁ ବିସିସିଆଇ ସତର୍କ କରି ଦେଇଛି । କାରଣ ଅଧିନାୟକ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହେବା ପରେ ବିସିସିଆଇ…

ଆସାମ ବନ୍ୟାର ବିଭୀଷିକା :୨୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ଗଲାଣି ୧୨୬ ଜୀବନ

ଗୌହ୍ୱାଟି: ଆସାମ ବନ୍ୟାରେ ଏପର୍ଯ୍ୟନ୍ତ ୧୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ନିଖୋଜ ଅଛନ୍ତି । ବନ୍ୟାଯୋଗୁଁ ରାଜ୍ୟର ୨୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । କଚ୍ଛାର ଜିଲ୍ଲାର ସିଲଚର ସହରରେ ଏବେ ବି ସ୍ଥିତି…

ୟୁକ୍ରେନ ଉପରେ ହେଲା ମିଶାଇଲ ଆଟାକ: ୧୦ ମୃତ, ୫୦ ଜଣ ଗୁରୁତର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାୟ ୪ ମାସ ପୁରିବାକୁ ବସିଲାଣି । କିନ୍ତୁ ଯୁଦ୍ଧ ଏବେ ବି ଲାଗିରହିଛି । ଉଭୟ ଦେଶ ମଧ୍ୟରେ ତିକ୍ତତା ଦିନକୁ ଦିନ ଉଗ୍ର ରୂପ ନେଉଛି । ପ୍ରତିଦିନ ଗୋଳାବାରୁଦ ସାଙ୍ଗକୁ ବୋମା…

ପୁଣି ଚର୍ଚ୍ଚାରେ ଜନି ଡେପ୍‌, ‘ଜ୍ୟାକ୍‌ ସ୍ପେରୋ’ ଚରିତ୍ରରେ ଅଭିନୟ ପାଇଁ ମିଳିଲା ୨,୫୩୫କୋଟି ଟଙ୍କାର ଅଫର୍

ମୁମ୍ବାଇ: ହଲିଉଡର ଜଣାଶୁଣା ଅଭିନେତା ଜନି ଡେପ୍‌ ଗଲା କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ପୂର୍ବତନ ପତ୍ନୀ ଅମ୍ବର ହାର୍ଡ ଆଣିଥିବା ମାନହାନୀ ମକଦ୍ଦମାରେ ଜନି ଡେପ୍‌ ଜିତିବା…

ଦୁବାଇରେ ମୁଖ୍ୟମନ୍ତ୍ରୀ: ୨୯ରେ ପୁଞ୍ଜିପତି ଓ ନିବେଶକାରୀଙ୍କ ସହ ଆଲୋଚନ କରିବେ ନବୀନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଇଟାଲୀ ଗସ୍ତ ଶେଷ କରି ରବିବାର ରାତିରେ ଦୁବାଇରେ ପହଞ୍ଚିଛନ୍ତି । ସେଠାରେ ମେକ୍‌ ଇନ୍‌ ଓଡ଼ିଶା…

ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଓ ଦୁଷ୍କର୍ମ ଅଭିଯୋଗ : ଯୁବକଙ୍କୁ କୋର୍ଟ୍‌ ଚାଲାଣ କଲା ପୁଲିସ

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌) : ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ଜଣେ ଯୁବତିଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ସହ ତାର ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ହୋଇଛି। ଏହି ମାମଲାରେ କୋରାପୁଟ ଜିଲ୍ଲା…

ରଥଯାତ୍ରା ପାଇଁ ବସ୍‌ ଧର୍ମଘଟ ସ୍ଥଗିତ, ଦାବି ପୂରଣ ପାଇଁ ସରକାରଙ୍କୁ ଏକ ମାସ ସମୟ ଦେଲେ ବସ୍‌ ମାଲିକ ସଂଘ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ବିଭିନ୍ନ ଦାବି ନେଇ ଜୁଲାଇ ୧ ତାରିଖରୁ ବସ୍‌ ଧର୍ମଘଟ ଡାକରା ଦେଇଥିବା ଓଡ଼ିଶା ବସ୍‌ ମାଲିକ ସଂଘ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବସ୍‌ ଧର୍ମଘଟ ଜୁଲାଇ ୩୧ ତାରିଖ…

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ ଚଳାଚଳ ବ୍ୟବସ୍ଥା: ଚାଲିବ ୨୦୫ ଟେନ୍ 

ପୁରୀ: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଆଉ ରହିଛି ଦିନ କେଇଟା । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ରଥଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି…