ଅର୍ଥିକ ସଙ୍କଟ ମଧ୍ୟରେ ମିଳିଲା ଆଶ୍ବସ୍ତି, ଏଫଏଟିଏଫର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନ

ନୁଆଦିଲ୍ଲୀ: ପାକିସ୍ତାନକୁ ମିଳିଲା ଖୁସି ଖବର । ଗତ କିଛି ବର୍ଷ ଧରି ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଥିବା ବେଳେ…

ଟିଭି ପରଦା ନୁହେଁ ଏଥର ବଡ଼ ପରଦାକୁ ଫେରୁଛି ୯୦ ଦଶକର ସୁପରହିରୋ, ୩ଶହ କୋଟି ଟଙ୍କାରେ ନିର୍ମାଣ ହେବ ‘ଶକ୍ତିମାନ’

ମୁମ୍ବାଇ: ୯୦ ଦଶକର ଟିଭି ପରଦାରେ ‘ଶକ୍ତିମାନ’ ଧାରାବାହିକ ପିଲାମାନଙ୍କୁ ବହୁତ ମନୋରଞ୍ଜନ କରିଥିଲା । ଏହି ସୁପରହିଟ୍‌ ସୋ’ରେ ଅଭିନେତା ମୁକେଶ ଖାନ୍ନା ଶକ୍ତିମାନଙ୍କ ଭୂମିକାରେ ଅଭିନୟ କରିଥିଲେ । ଗତ କିଛି ଦିନ ହେବ…

ରାଜ୍ୟଗୋଷ୍ଠୀ କ୍ରୀଡା଼ରେ ଭାରତୀୟ ଦଳର ନେତୃତ୍ବ ନେବେ ନୀରଜ, ଭାରତୀୟ ଦଳରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପକ୍କା

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ନେତୃତ୍ୱ ନେବେ ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ାରେ ଐତିହାସିକ ସ୍ୱର୍ଣ୍ଣ ପଦକ…

ମଇଁଷି ଚିକିତ୍ସା ପାଇଁ ଆସିଥିଲେ ପଶୁ ଡାକ୍ତର, ନିଶା ଦେଇ ଜୋର ଜବରଦସ୍ତି ଯୁବତୀଙ୍କ ସହ ବିବାହ କରାଇଦେଲେ ଲୋକେ

ବିହାର: ମଇଁଷି ଚିକିତ୍ସା ପାଇଁ ଖବର ପାଇ ଆସିଲେ । ହେଲେ ହଠାତ୍‌ ଜବରଦସ୍ତ ବାହାଘର ହୋଇଯିବ ବୋଲି ଜାଣିନଥିଲେ । ଏମିତି ଏକ ଅଜବ ଘଟଣା ଜଣେ ପଶୁ ଡାକ୍ତରଙ୍କ ସହ ଘଟିଛି । ତାଙ୍କୁ ଚିକିତ୍ସା ପାଇଁ ଡାକି କିଛି ଲୋକେ…

ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ମାଗଣାରେ ପାଠ ପଢିବେ ୧୨ଶହ ଛାତ୍ରଛାତ୍ରୀ, ମିଳିବ ସ୍ମାର୍ଟ…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି । ଏହି…

ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆହୁରି ସକ୍ରିୟ ହେବ ମୌସୁମୀ, ୨୦ ପରେ ବଢିବ ବର୍ଷା: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତକାଲି ଓଡ଼ିଶା ଛୁଇଁବା ପରେ ଶୁକ୍ରବାର ଦିନ ଓଡ଼ିଶାର ଆଉ କେତେକ ଜିଲ୍ଲାକୁ ଛୁଇଁଛି । ମୌସୁମୀର ଉତ୍ତର ସୀମା ଏବେ ଓଡ଼ିଶାର ଭବାନୀପାଟଣାକୁ ଛୁଇଁଛି ।…

ଆଖିରେ ପଟି ବାନ୍ଧି ଆଙ୍କିଲେ ଚିତ୍ର, ପ୍ରଶଂସା କଲେ ସୋନୁ ସୁଦ୍, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କୁ କିଏ ବା ନଜାଣେ । ସୋନୁ ସୁଦ ନିଜର ସାହଯ୍ୟକାରୀ ମନୋଭାବ ପାଇଁ ଆଜି ସେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପରିଚିତ । ସୋନୁ ସୁଦଙ୍କ ଅସଂଖ୍ୟ ଫ୍ୟାନ୍ ମଧ୍ୟ ରହିଛନ୍ତି । ଏବେ…

ଆବେଶ ଆଗରେ ଫିକା ପଡିଲା ଆଫ୍ରିକା: ୮୨ ରନର ବୃହତ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦କୁ ୮୨ ରନରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ମାତ୍ର ୮୭ ରନରେ ସାଉଥ ଆଫ୍ରିକାକୁ ଅଲ ଆଉଟ କରି ସିରିଜକୁ ୨-୨ରେ ବରାବର କରିଛି ଭାରତ । ତେବେ ଏହି ମ୍ୟାଚରେ ଆବେଶ ଖାନ…

ଫ୍ୟାନ୍ସଙ୍କ ପାଇଁ ଖୁସିଖବର! ଦୟାବେନଙ୍କ ଚରିତ୍ରରେ ନଜର ଆସିପାରନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ରେ ଦୟାବେନଙ୍କ ଭୂମିକା ନିଭାଇ ଥିବା ଦୀଶା ବକାଣୀଙ୍କ ଶୋକୁ ଫେରିବା ନେଇ ସବୁ ପ୍ରତୀକ୍ଷା ଶେଷ ହେବାକୁ ଆସୁଛି । କାରଣ ଦୟାବେନଙ୍କ ରିଟର୍ଣ୍ଣ ତ’ କରୁଛନ୍ତି କିନ୍ତୁ ଦିଶା…

ଅଧିକ ଚା’ ପିଇବା ଦ୍ୱାରା ହୋଇପାରେ ଏମିତି ଅସୁବିଧା: କେମିତି କରିବେ ପ୍ରତିକାର??

ଭୁବନେଶ୍ୱର: ଚା ପିଇବାକୁ ନେଇ ବିଭିନ୍ନ ପ୍ରକାର ଲୋକ ଏହି ଦେଶରେ ଦେଖିବାକୁ ମିଳନ୍ତି । କେହି କେହି ସକାଳ ଏବଂ ସନ୍ଧ୍ୟାରେ ଜଳଖିଆ ସହିତ ଚା ପିଇବାକୁ ପସନ୍ଦ କରିଥାନ୍ତି । ସେହିପରି ଅନ୍ୟ କିଛି ଲୋକ ଦିନକୁ ଏକାଧିକ ଥର…