ବର୍ଷରେ ହେବ ୨ଟି IPL! ଖେଳାଯିବ ୯୪ଟି ମ୍ୟାଚ: ଜାଣନ୍ତୁ ନୂଆ ପ୍ଲାନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଶେଷ ହୋଇ ସାରିଛି । ତେବେ ଏହି ଲିଗକୁ ନେଇ ଲୋକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । କେବଳ ଭାରତ ନୁହେଁ, ସାରା ବିଶ୍ୱରେ IPLକୁ ଲୋକେ ଖୁବ ପସନ୍ଦ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏବେବି ୪ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥ ତବଲାକଟା ଛକରେ ଟ୍ୟାଙ୍କର-ଅଟୋ ମଧ୍ୟରେ ଧକ୍କା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୪ ଜଣ ଗୁରୁତର ମଧ୍ୟ…

ପକ୍ଷୀଙ୍କ ସହ ହଜାର ହଜାର ଫୁଟ ଉଚ୍ଚରେ ଉଡିଲେ ଯୁବକ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରୁ ପୁଣି ଆସିଛି ଏକ ରୋମାଞ୍ଚକର ଭିଡିଓ । ଏହି ଭିଡିଓରେ ଜଣେ ବ୍ୟକ୍ତି ପକ୍ଷୀ ସହିତ ଉଡିବା ପାଇଁ ଚାଲେଞ୍ଜ ଦେଉଥିବାର ଦେଖିବାକୁ ମିଳୁଛି । ହଜାର ହଜାର ଫୁଟ ଉଚ୍ଚରେ ପକ୍ଷୀକୁ ଉଡିବାର ଶକ୍ତି ମିଳିଥିବା…

‘ପ୍ରୟାସ’ ତରଫରୁ ଆୟୋଜିତ ହେବ ରଜ ମହୋତ୍ସବ: ଜମିବ ନୃତ୍ୟ, ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୩ ବର୍ଷର ସଫଳତା ପରେ ଚଳିତ ବର୍ଷ ଠିକ୍ ସମାନ୍ ଢଙ୍ଗରେ ଆୟୋଜିତ ହେବାକୁ ଯାଉଛି “ପ୍ରୟାସ ରଜ ମହୋତ୍ସବ” । ଜୁନ୍ ମାସ ୧୪ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ଦିନ…

ପଡିଆରେ ଅସଲ ଯାଦୁ ଦେଖାଇଲେ ପୂର୍ବତନ ଅଧିନାୟକ ଜୋ ରୁଟ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ । କେବଳ ସେତିକି ନୁହେଁ ଏହି ମ୍ୟାଚରେ ତାଙ୍କ ୧୧୫ ରନର ପାଳି ସହିତ ଅନ୍ୟ ଏକ କାରନାମା ତାଙ୍କୁ…

କୋଷ୍ଟଗାର୍ଡରେ ୧୦ମ ପାସଙ୍କୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ

୧୦ମ ପାସଙ୍କ ପାଇଁ ଇଣ୍ଡିଆନ କୋଷ୍ଟ ଗାର୍ଡରେ ସରକାରୀ ଚାକିରି ପାଇଁ ଭଲ ସୁଯୋଗ ରହିଛି । ହେଡକ୍ୱାର୍ଟର କୋଷ୍ଟ ଗାର୍ଡ ପଶ୍ଚିମ ରିଜନ ତରଫରୁ ଜେନେରାଲ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ୍ ସି ନନ ଗେଜେଟେଡ କାଟାଗୋରୀ ପଦରେ…

ବର୍ବରତାର ଭୟଙ୍କର କାହାଣୀ: ନର୍ସ ଚାକିରି ନ ମିଳିବାରୁ କାଟି ଦେଲେ ପତ୍ନୀଙ୍କ…

କୋଲକାତା: ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବର୍ବରତାର ଏକ ଉନ୍ମୁକ୍ତ କାଣ୍ଡ । ମଣିଷ ମୁଖା ତଳେ ଲୁଚି ରହିଥିବା ଭୟଙ୍କର ସଇତାନ ଦେଖାଇଛି ତା ଅସଲ ରୂପ । ନିଜ ପତ୍ନୀକୁ ଶୋଇଥିବା ଅବସ୍ଥାରେ ଦେଇଛି ଅଜବ ପ୍ରକାର ଦଣ୍ଡ ।…

ବଢ଼ୁଛି ବୋରିସଙ୍କ ପାଇଁ ଅଡ଼ୁଆ, ହାତରୁ ଯାଇପାରେ ପ୍ରଧାନମନ୍ତ୍ରୀ ପଦ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ଯିବା ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ଏବେ ସେ ପ୍ରଧାନମନ୍ତ୍ରୀ ପଦରେ ରହିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୂଚନା ଅନୂଯାୟୀ…

କମ୍ ଖର୍ଚ୍ଚରେ ଅଧିକ ଲାଭ, ଚାଷୀ କରନ୍ତୁ ମାଛ ଚାଷ ଆରମ୍ଭ

ନୂଆଦିଲ୍ଲୀ: କୃଷିକାର୍ଯ୍ୟ, ପଶୁପାଳନ ପରେ ବଡ଼ ଆକାରରେ ଭାରତରେ ମାଛ ଚାଷ କରାଯାଏ । ଏବେବି ଅନେକ ଚାଷୀ ରହିଛନ୍ତି ଯେଉଁମାନେ ଭାବୁଛନ୍ତି ଯେ ମାଛ ଚାଷ ପାଇଁ ବଡ଼ ସ୍ଥାନର ଆବଶ୍ୟକତା ରହିଛି । ମାଛ ଛାଷ ଆପଣ ଗାଁରେ ଛୋଟ…

କମୁଛି ଯମୁନାର ଜଳସ୍ତର: ଏହି ଅଞ୍ଚଳ ପାଇଁ ପାଖେଇ ଆସୁଛି ଜଳସଙ୍କଟର ବିପତ୍ତି

ନୂଆଦିଲ୍ଲୀ: ଯମୁନା ନଦୀରେ କମିବାରେ ଲାଗିଛି ଜଳସ୍ତର । ନଦୀକୁ କମ ପାଣି ଛଡାଯାଉଥିବାରୁ ସ୍ୱାଭାବିକ ଅପେକ୍ଷା ଜଳସ୍ତର ସାମାନ୍ୟ କମ ରହିଛି । ଏହାଫଳରେ ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ଲଗାତାର…