ନେତୃତ୍ୱକୁ ନେଇ ବିବାଦ, IPL ଅଧାରୁ ଛାଡିବା ପରେ ଜାଡେଜାଙ୍କ ପ୍ରଥମ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ଆଇପିଏଲରେ ଖରାପ ନେତୃତ୍ୱ ଯୋଗୁଁ ବିବାଦ । ଆଉ ତାପରେ ଆଘାତ ପାଇ ଦଳରୁ ବାଦ ପଡିଥିଲେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏହା ପରଠୁ ସେ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ ।…

ବିବାଦ ଘେରରେ କ୍ୟାପଟେନ କୁଲ: ଧୋନୀଙ୍କ ନାଁରେ ଏମିତି ମାମଲା ଦାୟର

ନୂଆଦିଲ୍ଲୀ: ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ତାଙ୍କ ସରଳତା ଏବଂ ସଚ୍ଚୋଟତା ପାଇଁ ସମସ୍ତେ ଜାଣନ୍ତି । ଅନେକ ଥର ଫିଲ୍ଡରେ ଅମ୍ପାୟାରଙ୍କ ସିଗନାଲ ପୂର୍ବରୁ ସେ ନିଜ ଆଉଟକୁ ଶ୍ୱୀକାର କରି ନେଇଥିବା…

ହକିରେ ଜବରଦସ୍ତ କମବ୍ୟାକ କଲା ଭାରତ: ତଥାପି ମ୍ୟାଚ ଡ୍ର

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ବିପକ୍ଷରେ ସୁପର-୪ର ରବିନ ଲିଗ ମୁକାବିଲା ଖେଳ ଜାରି ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ଭାରତୀୟ ଟିମ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ମ୍ୟାଚରେ ବିଜୟ ହାସଲ କଲେ ଦଳ ଫାଇନାଲକୁ…

ତମାଖୁ ବର୍ଜନ ପାଇଁ ଅନୁରୋଧ କରୁଛି ବାଲୁକା କଳା

ପୁରୀ(ଓଡିଶା ଭାସ୍କର): ତମାଖୁ ବର୍ଜନ ଦିବସ ଉପଲକ୍ଷେ ପୁରୀ ସମୁଦ୍ର ବେଳାଭୂମିରେ ପ୍ରଦର୍ଶିତ ହୋଇଛି ବାଲୁକା କଳା । ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବ ସୁନ୍ଦର ବାଲୁକା କଳାରେ ଓଡିଶା…

କିଙ୍ଗ ଖାନଙ୍କ ପାଇଁ ଅଟକିଲା ଟାଇଗର-୩ର ଶୁଟିଙ୍ଗ: ଚିନ୍ତାରେ ଭାଇଜାନ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖ କାନ ଏବଂ ଦବଙ୍ଗ ଷ୍ଟାର ସାଲମାନ ଖାନ ଅନେକଫିଲ୍ମରେ ଏକାଠି ନଜର ଆସି ସାରିଛନ୍ତି । ଉଭୟ ପରସ୍ପରଙ୍କ ବିଭିନ୍ନ ଚଳଚ୍ଚିତ୍ରରେ କାମିଓ ସିନ କରିଥିବା ଅନେକ ଉଦାହରଣ ରହିଛି ।…

ସ୍କୁଲରେ ଶିକ୍ଷୟତ୍ରୀଙ୍କ ଅଜବ କାରନାମା: ଶେଷରେ ଏୟା କଲେ!!

ଅନୁଗୋଳ(ସିପୁନ ସାହୁ-ଓଡିଶା ଭାସ୍କର): ଶିଶୁଙ୍କ ପାଇଁ ବିଦ୍ୟାଳୟକୁ ଆସୁଥିବା ଅଣ୍ଡା ଉପରେ ବି ଚୋରଙ୍କ ନଜର । ପିଲାମାନେ ପାଇବା ପୂର୍ବରୁ ଗାଏବ ହୋଇଯାଉଛି ଅଣ୍ଡା । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି କଥାଟି ନିରାଟ…

IPL ୨୦୨୩ରେ କମବ୍ୟାକ କରିବେ କି ରାଇନା?: ଭାଇରାଲ ହେଉଛି ଟ୍ୱିଟ

ନୂଆଦିଲ୍ଲୀ: ୨୦୨୨ ଆଇପିଏଲରେ ଅନସୋଲ୍ଡ ରହିବା ପରେ କମେଣ୍ଟ୍ରି ଦୁନିଆରେ ପାଦ ରଖିଛନ୍ତି ସୁରେଶ ରାଇନା । କିନ୍ତୁ ଚେନ୍ନାଇକୁ ଏହି ନିଷ୍ପତ୍ତିର ଏକ ଭାରି ପରିଣାମ ଭୋଗିବାକୁ ପଡିଛି । ରାଇନାଙ୍କ ଅନୁପସ୍ଥିତି ଯୋଗୁଁ ଦଳ…

କରୋନା ପରେ ଏହି ରୋଗ ହେବ ମହାମାରୀର କାରଣ: ରିପୋର୍ଟ ଦେଲା WHO

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଗତ ଦୁଇ ବର୍ଷରୁ ସାରା ବିଶ୍ୱରେ ମହାମାରୀ ପରିସ୍ଥିତି ଲାଗି ରହିଛି । ଲକ୍ଷଲକ୍ଷ ଲୋକ ଏହି ମହାମାରୀ ସକାଶେ ପ୍ରାଣ ହରାଇ ସାରିଛନ୍ତି । ତେବେ ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା: ମହିଳା ଟିଚରଙ୍କୁ ଗୁଳି ମାରିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଥମୁନି କାଶ୍ମୀର ପଣ୍ଡିତଙ୍କ ହତ୍ୟା । ଜଣକ ପରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀ କରୁଛନ୍ତି ଟାର୍ଗେଟ । ସେହିପରି ଆଜି କୁଲଗାମ ଜିଲ୍ଲାରେ କିଛି ଆତଙ୍କବାଦୀଙ୍କ ଶିକାର ପାଲଟିଛନ୍ତିି…

୨୩ ବର୍ଷ କମ୍ ବୟସର ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଏଲନ ମସ୍କ, ସାମ୍ନାକୁ ଆସିଲା ରୋମାଣ୍ଟିକ ଫୋଟୋ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ନୂଆ ଗାର୍ଲଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିବାର କ୍ୟାମେରାରେ କଏଦ ହୋଇଛି । ସେ ଫ୍ରାନ୍ସର ସେଣ୍ଟ ଟ୍ରୋପେଜରେ ଅଷ୍ଟ୍ରେଲିଆର ଅଭିନେତ୍ରୀ ନତାଶା ବେସେଟଙ୍କ ସହ ଲଞ୍ଚ…