ଆଇପିଏଲ୍-୧୫: ରାଜସ୍ଥାନ- ଗୁଜରାଟ ମଧ୍ୟରେ ଫାଇନାଲ୍‌ ମୁକାବିଲ, ଜାଣନ୍ତୁ କାହାର ପଲ୍ଲା ଭାରି, କିଏ ଜିତିବ ଟାଇଟଲ୍…

ଅହମଦାବାଦ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲେରକୁ ହରାଇ ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷର ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୯ ତାରିଖ ଦିନ ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁଜରାଟ…

ପୁଣି ଫେରିଲା ତାତି: ଆହୁରି ଦୁଇଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, କଲବଲ କରିବ ଗୁଳୁଗୁଳି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟକୁ ପୁଣି ଫେରିଛି ତାତି । କିଛି ଦିନର ବ୍ୟବଧାନ ପରେ କଲବଲ କରୁଛି ଖରା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ…

ବ୍ୟାଙ୍କରେ ହେଉଥିବା ଠକେଇ ଉପରେ ଲାଗିଲା ବ୍ରେକ: ଜାଣନ୍ତୁ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ରହିଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ଠକେଇ ପ୍ରାୟ ୫୬ ପ୍ରତିଶତ ହ୍ରାସ ପାଇଛି । ଚଳିତ ମାର୍ଚ୍ଚ ୨୦୨୨ ସୁଦ୍ଧା ଆରବିଆଇ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ୧୨ ଟି ଯାକ ରାଷ୍ଟ୍ରାୟତ…

ଅସ୍ତ୍ର ଅଭାବରୁ ୟୁକ୍ରେନର ଆଉ ଏକ ସହର ଉପରେ କବଜା କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନର ଆଉ ଏକ ସହର ଉପରେ କବଜା କରି ନେଇଛି ପୁତିନ ସେନା । ଦେଶର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଲାଇମନ ସହର ଉପରେ ଋଷ ନିୟନ୍ତ୍ରଣ ପାଇଯାଇଥିବା କହିଛନ୍ତି ୟୁକ୍ରେନର ଅଧିକାରୀ । ବର୍ତ୍ତମାନ ଋଷର ସମର୍ଥିତ…

କାହିଁକି ନୋଟ କଡରେ ଥାଏ ଏହି ଛୋଟ ତେରଛା ଗାର? ଜାଣନ୍ତୁ କାରଣ

୧୦ ଟଙ୍କିଆରୁ ଆରମ୍ଭ କରି ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ତ ସମସ୍ତେ ଦେଖିଥିବେ । କିନ୍ତୁ ଏହି ନୋଟରେ ଏମିତି କିଛି ଜିନିଷ ଲୁଚି ରହିଛି, ଯାହା ହୁଏତ ଆପଣମାନେ କେବେ ଧ୍ୟାନ ଦେଇ ନଥିବେ । ବ୍ୟହାର କରିବା ସମୟରେ ଏମିତି…

ଖୁବ ଶୀଘ୍ର ଗରମରୁ ମିଳିବ ମୁକ୍ତି: କେରଳ ମୁହାଁ ମୌସୁମୀ

ନୂଆଦିଲ୍ଲୀ: ଆସନ୍ତା ୨-୩ ଦିନ ମଧ୍ୟରେ କେରଳରେ ପାଦ ଥାପି ପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ପୂର୍ବରୁ ମେ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ ।…

ହାଡ ଉପରେ ପ୍ରଭାବ ପକାଉଛି କରୋନା ଭାଇରସ: ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀକୁ ନେଇ ଲୋକଙ୍କ ମନରେ ଭୟ ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନର ରିପୋର୍ଟ ପୁଣି ଥରେ ଲୋକଙ୍କ ଭୟକୁ ଫେରାଇ ଆଣିପାରେ । ସଂକ୍ରମଣରୁ ସୁସ୍ଥ ହେବା…

ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଲେ ସଞ୍ଜୁ: ଆରମ୍ଭ ହେବ ଯୁଦ୍ଧ

ଅହମ୍ମଦାବାଦ: ଆଇପିଏଲ ୨୦୨୨ର ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୋୟଲ୍ସର ଅଧିନାୟକ ସଞ୍ଜୁ ସାମସନ । ଏହି ମ୍ୟାଚରେ ବିଜୟ ହାସଲ କରି ଫାଇନାଲକୁ…

ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଉପଲକ୍ଷେ ନିଆରା ଉପାୟରେ ପ୍ରିୟଙ୍କାଙ୍କ ସଚେତନତା

ଆସନ୍ତା କାଲି ପାଳନ ହେବ ଅଷ୍ଟମ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ବା World Menstrual Hygiene Day । ମହିଳାମାନଙ୍କୁ ସେମାନଙ୍କ ଋତୁସ୍ରାବ ସମ୍ପର୍କରେ ଅବଗତ କରାଇବା ଏବଂ ସତର୍କ କରାଇବା ହେଉଛି ଏହି ଦିବସ ପାଳନର…

KGF-3ରେ ଏଣ୍ଟ୍ରି କରି ପାରନ୍ତି ହ୍ରିତିକ ରୋଶନ: ୟଶଙ୍କ ସହ ମିଶି ବକ୍ସ ଅଫିସରେ ଲଗାଇବେ ନିଆଁ

ନୂଆଦିଲ୍ଲୀ: ବକ୍ସ ଅଫିସରେ ଦମଦାର ସଫଳତା ହାସଲ କରିଛି ସାଉଥ ସୁପରଷ୍ଟାର ୟଶଙ୍କ ସିନେମା KGF ଚାପ୍ଟର 2 । ଏହି ଫିଲ୍ମରେ ବଲିଉଡ ଜଗତର ଖଳନାୟକ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ ନଜର ଆସିଥିଲେ । ତେବେ KGF ସିରିଜର…