ପୁଣି ଥରେ ଗର୍ଜିବ ବୁଲଡୋଜର, ୧୮ ହଜାର ଘର-ଦୋକାନ ଉଚ୍ଛେଦ କରିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ପୁଣି ଥରେ ଗର୍ଜି ଉଠିବ ବୁଲଡୋଜର। ଦିଲ୍ଲୀ ନଗର ନିଗମ ପୂର୍ବ ଦିଲ୍ଲୀର ପ୍ରାୟ ୧୮ ହଜାରରୁ ଅଧିକ ଦୋକାନ, ଘର ଏବଂ ନିର୍ମାଣ ଉଚ୍ଛେଦ ପାଇଁ ବୁଲଡୋରର ପ୍ରସ୍ତୁତି କରୁଛନ୍ତି। ତେଣୁ…

ଚଢ଼ାଉ ବେଳେ ପ୍ରଶାସନ ସହ ମୁହାଁମୁହିଁ ହେଲେ ଗ୍ରାମବାସୀ, ଭାଙ୍ଗିଲେ ତହସିଲ ଗାଡ଼ି

ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ । ଅଭିଯୋଗ ପରେ ଗିରଫ ହେଲେ ସ୍ଥାନୀୟ ସରପଞ୍ଚ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜଲେଶ୍ୱର ତହସିଲ ଅନ୍ତର୍ଗତ ବାଲିଆପାଳ ଗାଁରେ । ମନେରେଗା କାର୍ଯ୍ୟ…

ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଘରେ ପହଞ୍ଚିବାରୁ ଜୋରଦାର ସ୍ଵାଗତ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଶାହରୁଖ ପଠାନ ଜେଲରୁ ମୁକୁଳିବା ପରେ ତାଙ୍କୁ ଜୋରଦାର ସ୍ଵାଗତ କରାଯାଇଛି। ଏହାର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଶାହରୁଖ ପଠାନଙ୍କ ସମର୍ଥକ ଭିଡରେ ନାରା…

ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟଙ୍କ ପାଇଁ ବଢ଼ିବ ଟେନସନ! ରାଜସ୍ଥାନ କଂଗ୍ରେସରେ ଜାରି ରହିଛି ଅର୍ନ୍ତକନ୍ଦଳ

ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । ସେପଟେ କିନ୍ତୁ ରାଜ୍ୟର କଂଗ୍ରେସରେ ଅର୍ନ୍ତକନ୍ଦଳ ଥମିବାରେ ନାଁ ନେଉନାହିଁ । ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ ମଧ୍ୟରେ ଜାରି…

‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଦର୍ଶନୀ ଦେଖି ହେଲେ ବିମୋହିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଶୁକ୍ରବାର ‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀର ଲୁପ୍ତ ଉଠାଇବା ସହ ମେକ ଇନ ଇଣ୍ଡିଆର…

କୂଅରେ ଫସିଲା ଛୁଆ ହାତୀ, ଉଦ୍ଧାର କରିବାକୁ ବନ ବିଭାଗର ଉଦ୍ୟମ

ଭଞ୍ଜନଗର: ପରିତ୍ୟକ୍ତ କୂଅରେ ଫସିଲା ହାତୀ ଛୁଆ । କନ୍ଧମାଳ କରଡ଼ା ବନାଞ୍ଚଳ ବଡ଼ ବାରଦା ରେଞ୍ଜର ପଳାସପଲ୍ଲୀଠାରେ ଏକ ପରିତ୍ୟକ୍ତ କୂଅରେ ଏକ ଛୁଆ ହାତୀ ଖସିପଡ଼ିଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ…

ଭାରତୀୟ ବଜାରରେ ଲଞ୍ଚ ହେଲା Samsung Galaxy M13 ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ସାମସଙ୍ଗ ଏହାର ନୂଆ ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସୀ ଏମ ୧୩ କୁ ଭାରତରେ ଲଞ୍ଚ କରିଛି । ଏହି ନୂଆ ଫୋନ୍ ସାମସଙ୍ଗ ଏମ ୧୨ ର ଅପଗ୍ରେଡ ଭର୍ଜନ । ଗାଲାକ୍ସୀ ଏମ ୧୩ ରେ ଅକ୍ଟାକୋର ଏକ୍ସିନୋସ୍ ଚିପସେଟ୍…

ଆସାମରେ ଜାରି ରହିଛି ବନ୍ୟା ସ୍ଥିତି, ଗଲାଣି ୩୦ ଜଣକ ଜୀବନ

ଗୌହାଟୀ: ଗତ କିଛି ଦିନ ଧରି ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଛନ୍ତି । ଗୁରୁବାର ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ଆକଳନ ଅନୂଯାୟୀ ୫.୬୧ ଲକ୍ଷ…

ଷ୍ଟାଡିୟମରେ କୁକୁର ବୁଲାଇବା ପଡ଼ିଲା ମହଙ୍ଗା, ଟ୍ରାନ୍ସଫର ହେଲେ IAS ଦମ୍ପତି

ନୂଆଦିଲ୍ଲୀ: ଷ୍ଟାଡିୟମରେ କୁକୁର ବୁଲାଇବା ଆଇଏସଏସଙ୍କ ମହଙ୍ଗା ପଡ଼ିଛି । ଦିଲ୍ଲୀର ତ୍ୟାଗରାଜ୍ ଷ୍ଟାଡିୟମରେ କୁକୁର ବୁଲାଉଥିବା ଆଇଏଏସ ପତି-ପତ୍ନୀଙ୍କୁ ଗୁରୁବାର ବଦଳି କରିଦିଆଯାଇଛି । ଆଇଏଏସ ସଞ୍ଜୀବ ଖିରବାରଙ୍କୁ…

ମଝି ଚିଲିକାରେ ଅଚଳ ହେଲା ଡଙ୍ଗା: ଫସି ରହିଛନ୍ତି ୪୦ ଯାତ୍ରୀ

ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଜି ସକାଳେ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଫସି ରହିଛି । ଡଙ୍ଗାରେ ସବାର ଥିବା ପ୍ରାୟ ୩୦ ରୁ ୪୦ ଯାତ୍ରୀ…