CHARIDHAM

ବୋରୱେଲରୁ ଉଦ୍ଧାର ପରେ ବିଗିଡିଲା ରାହୁଲର ସ୍ୱାସ୍ଥ୍ୟବସ୍ଥା: ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଦୀର୍ଘ ସମୟରେ ଚେଷ୍ଟା ପରେ ସଫଳ ହୋଇଛି ଅପରେସନ ରାହୁଲ । ବୋରୱେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଛି ଇଣ୍ଡିଆନ ଆର୍ମି । ତେବେ ଉଦ୍ଧାର ପରେ ରାହୁଲକୁ ଚିକିତ୍ସା ପାଇଁ ମେଡିକାଲରେ…

ଭାରତ ପ୍ରସ୍ତୁତ କରୁଛି ନୂଆ ସୁପରସୋନିକ ଡ୍ରୋନ: ମିସାଇଲ ଭଳି ରହିଛି ସ୍ୱେଶାଲ ଫିଚର

ନୂଆଦିଲ୍ଲୀ: ଭାରତୀୟ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ପ୍ରସ୍ତୁତ କରୁଛି ମିସାଇଲ ଭଳି ଏକ ନୂଆ ସୁପରସୋନିକ ଡ୍ରୋନ । ଏହାର ଅନେକ ସ୍ପେଶାଲ କ୍ୱାଲିଟି ଅନ୍ୟ ଡ୍ରୋନ ତୁଳନାରେ ଏହାକୁ ଭିନ୍ନ ବନାଇଛି ।…

ପୁଣି ବଡମ୍ବା ରେଞ୍ଜରେ ମିଳିଲା ଆଉ ଏକ ହାତୀ କଙ୍କାଳ

ଭୁବନେଶ୍ୱର: ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠି ଚାଲିଛି । ବିଭିନ୍ନ ସ୍ଥାନରେ ହାତୀ ଅସୁରକ୍ଷିତ ହୋଇ ରହିଥିବା ଦେଖିବାକୁ ମିଳୁଛି । ନରସିଂହପୁର ଜଙ୍ଗଲରେ ହାତୀକୁ ଗୁଳିବଦ୍ଧ ହାତୀର ମୃତ୍ୟୁ…

ଟଙ୍କା ବ୍ୟାଗ ରଖିଥିଲେ କନ୍ୟାର ବାପା: ୩୦ ସେକେଣ୍ଟରେ ଘଟିଗଲା କିଛି ଏମିତି

ନୂଆଦିଲ୍ଲୀ: ବିବାହରେ କନ୍ୟାର ପିତା ନିଜ ପାଖରେ ଏକ ବ୍ୟାଗ ରଖିଥାନ୍ତି, ଯେଉଁଥିରେ ଦାମୀ ଜିନିଷ ସହିତ ଟଙ୍କା ମଧ୍ୟ ଥାଏ । ତେବେ ବିବାହ ଭଳି ଦିନରେ ବନ୍ଧୁ ବାନ୍ଧବଙ୍କ ଭିଡରେ କେହି ଚୋର ଏହାକୁ ଚୋରି କରି ନେଇଯିବାର…

ସଞ୍ଜୟ ଦତ୍ତଙ୍କୁ ମାରିଥିଲି ଚାପୁଡା: ପୂର୍ବତନ କମିଶନର ରାକେଶ ମାରିଆଙ୍କ ଖୁଲାସା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ଆତ୍ମକଥାରେ ପ୍ରକାଶ ପାଇଥିବା ଏକ…

ଭୁବନେଶ୍ଵର କୁମାରଙ୍କ ବୋଲିଂରେ ପ୍ରଭାବିତ ହେଲେ ଗାଭାସ୍କର, ବିଶ୍ଵ କପକୁ ନେଇ କଲେ ଭବିଷ୍ୟତବାଣୀ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭୁବନେଶ୍ଵର କୁମାର ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ଵ ନେଉଛନ୍ତି। ଭୁବନେଶ୍ଵର ପ୍ରଥମ ଦୁଇଟି ମ୍ୟାଚରେ…

ଟଙ୍କା ଦିଅ, ଶିଶୁ ପୁତ୍ରକୁ ନିଅ: ବିଲ ପାଇଁ ହଜିଗଲା ନବଜାତର ଚିହ୍ନ

ରାୟଗଡା: ରାୟଗଡାରେ ମା ଛେଉଣ୍ଡ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉଠିଛି ଝଡ । ଗାଁର ରାଇସିଂଙ୍କ ପତ୍ନୀ କିଛି ଦିନ ପୂର୍ବେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ପ୍ରାଣ ହରାଇଥିଲେ । ଶିଶୁପୁତ୍ରଙ୍କ ଅବସ୍ଥା ବି ଠିକ ନଥିଲା ।…

ସ୍ଵାଧୀନତାର ୭୫ ବର୍ଷରେ କଏଦୀ ହେବେ ମୁକ୍ତ, ଏହି ପ୍ରକ୍ରିୟାରେ ଜେଲରୁ ମୁକୁଳିବେ, ରାଜ୍ୟକୁ ଆଦେଶ

ନୂଆଦିଲ୍ଲୀ: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ରାଜ୍ୟସରକାରମାନଙ୍କୁ କିଛି ଖାସ୍ ଶ୍ରେଣୀର କଏଦୀଙ୍କ ଦଣ୍ଡକୁ କ୍ଷମା କରିବାକୁ କହିଛନ୍ତି। ୫୦ ବର୍ଷରୁ ଅଧିକ ବୟସର ମହିଳା ଏବଂ କିନ୍ନର…

ଏବେ ମାଗଣାରେ ମିଳିବ ୩ ଗ୍ୟାସ ସିଲିଣ୍ଡର: କଥା ରଖିଲେ ସରକାର

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡରର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ଖାଉଟି । ଲାଗାତାର ଭାବେ ରନ୍ଧା ଗ୍ୟାସ ଦର ବଢୁଥିବାରୁ ଗ୍ରାହକ ହଇରାଣ ହେଉଛନ୍ତି । କିନ୍ତୁ ଏହି ସମୟରେ ଗୋଟିଏ ରାଜ୍ୟ ଗ୍ରାହକମାନଙ୍କୁ ୩ଟି ଲେଖାଏଁ…

ସେନାରେ ୪ ବର୍ଷ ପାଇଁ ଚାକିରି, ବାର୍ଷିକ ୬.୯ ଲକ୍ଷ ବେତନ, ବଡ ପ୍ୟାକେଜ୍ ସହ ଦିଆଯିବ ବିଦାୟ, ଅଗ୍ନିପଥ ଯୋଜନାର ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ସେନାରେ ନିଯୁକ୍ତି ପ୍ରକ୍ରିୟାରେ ହୋଇଛି ବଡ ପରିବର୍ତ୍ତନ। ସେନାରେ ୪ ବର୍ଷ ପାଇଁ ସୈନିକଙ୍କ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଅଗ୍ନିପଥ ଯୋଜନାର ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…