CHARIDHAM

ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଫିଟ ନୁହେଁ ଦିନେଶ କାର୍ତ୍ତିକ: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦଳକୁ କମବ୍ୟାକ କରିବାର ସୁଯୋଗ ପାଇଛନ୍ତି…

ଦ୍ଵିତୀୟ ଦିନ ଇଡିରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ସେପଟେ ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇର ଜେରା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ସୋମବାର ଆଠ ଘଣ୍ଟାର ପଚରା ଉଚୁରା ପରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ଇଡି ଲଗାତାର ଦ୍ଵିତୀୟ ଦିନ ରାହୁଲଙ୍କୁ ପଚରା…

ବାୟୁ ପ୍ରଦୂଷଣରେ ୫ ବର୍ଷ କମିଛି ଭାରତୀୟଙ୍କ ଆୟୁଷ, ମଦ୍ୟପାନଠୁ ବି ଅଧିକ ଚିନ୍ତାଜନକ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଦେଶରେ ମାନବ ସ୍ଵାସ୍ଥ୍ୟ ପାଇଁ ସବୁଠୁ ବଡ ବିପଦ। ଏହି କାରଣରୁ ଭାରତୀୟଙ୍କ ଆୟୁଷ ପ୍ରାୟ ୫ ବର୍ଷ ହ୍ରାସ ପାଇଛି। ଯଦି ବାର୍ଷିକ ପ୍ରଦୂଷଣର ହାର କ୍ୟୁବିଟ୍ ମିଟର ପ୍ରତି ପାଞ୍ଚ…

ଓଡିଶା ପାଳୁଛି ପହିଲି ରଜ: ଭଳିକି ଭଳି ପିଠା ବାସ୍ନାରେ ମହକୁଛି ଗାଁ ଦାଣ୍ଡ, ଦେଖନ୍ତୁ ଝଲକ

ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ । କରୋନା କଟକଣା ହଟିବା ପରେ ୨ ବର୍ଷ ପରେ ଏହି ପରମ୍ପରା ପାଳନ କରୁଛନ୍ତି ରାଜ୍ୟବାସୀ । ନାନା ପ୍ରକାରର ପିଠାପଣା, ରଜପାନ ଆଉ ତା ସାଙ୍ଗକୁ ଦୋଳି ଖେଳର…

ଘରେ ପୂଜା ପାଉଥିବା ତୁଳସୀ ଗଛରୁ ମିଳିଥାଏ ଏହିସବୁ ସଂକେତ: ଜାଣନ୍ତୁ ରହସ୍ୟ

ଓଡିଆ ଜାତିର ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ ହେଉଛି ତୁଳସୀ । ସେଥିପାଇଁ ପ୍ରତି ଘରର ଅଗଣାରେ ପବିତ୍ର ତୁଳସୀ ଗଛ ଶୋଭା ପାଇଥାଏ । ଘରେ ପୂଜା ପାଉଥିବା ତୁଳସୀ ଗଛ ଆମକୁ ଅନେକ ସଂକେତ ଦେଇଥାଏ । ତେବେ…

ମିଳିବ ଆଶ୍ୱସ୍ତି, ଆରବିଆଇର ଏହି ରିପୋର୍ଟ ଅନୁଯାୟୀ ହ୍ରାସ ପାଇବ ଦରଦାମ୍ !

ନୂଆଦିଲ୍ଲୀ: କିଛିଦିନ ହେବ ଭାରତରେ ଦରଦାମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ସାଧାରଣ ଖାଉଟି । ଏହାମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ପକ୍ଷରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ…

ମାତ୍ର ୩ ଦିନ ପାଇଁ ଅଛି ପେଟ୍ରୋଲ: ଟାଙ୍କିରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ

ଉତ୍ତରାଖଣ୍ଡ: "ହାତରେ ଅଛି ମାତ୍ର ୩ ଦିନର ପେଟ୍ରୋଲ, ଖୁବ ଶୀଘ୍ର ଭରି ନିଅନ୍ତୁ' । ଏହି ମେସେଜ ଭାଇରାଲ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ସୋମବାର ରାତିରେ ଡେରାଡୁନ, ହରିଦ୍ୱାର,…

ତୃତୀୟ ଟି୨୦ରେ ବଦଳିପାରେ ଭାରତର ପ୍ଲେଇଙ୍ଗ ୧୧: ଜାଣନ୍ତୁ କାହାର କଟିବ ପତ୍ତା

ବିଶାଖାପଟ୍ଟନମ: ଭାରତ ପାଇଁ କର ବା ମର ପରିସ୍ଥିତିରେ ଛିଡା ହୋଇଛି ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ । ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ଏବେ ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଏଥିପାଇଁ ଆଜିର…

ପାକିସ୍ତାନ ପଠାଇଥିବା ୨ ଆତଙ୍କୀ ଢେର: ଅମରନାଥ ଯାତ୍ରାରେ ବିଭ୍ରାଟ ପାଇଁ ଚାଲିଥିଲା ପ୍ଲାନ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗର ପୋଲିସକୁ ମିଳିଛି ଏକ ବଡ ସଫଳତା । ଲସ୍କର-ଇ-ତୋଇବାର ୨ ଆତଙ୍କୀଙ୍କୁ ଖୋଜି ମୃତ୍ୟୁଦଣ୍ଡ ଦେଇଛନ୍ତି ସୁରକ୍ଷାକର୍ମୀ । ଏହି ଗୁଳି ବିନିମୟରେ ଜଣେ ପୋଲିସକର୍ମୀ ମଧ୍ୟ ଆହତ ହୋଇଥିବା…

‘ମୋ ନାମ ନେଲେ ସାରା ଦିନ ଖାଇବାକୁ ମିଳିବ ନାହିଁ’: କାହିଁକି ଏମିତି କହିଥିଲେ ବୀର ବଜରଙ୍ଗୀ

ଲଙ୍କାଗଡରେ ପହଞ୍ଚିବା ପରେ ବିଭୀଷଣଙ୍କୁ ଦେଖା କରିବା ପାଇଁ ବ୍ରାହ୍ମଣ ବେଶ ଧାରଣ କରିଥିଲେ ବୀର ହନୁମାନ । ଦୁଆରେ ଭକ୍ତ ଶ୍ରେଷ୍ଠ ମହାବୀରଙ୍କୁ ଦେଖି ବିଭୀଷଣ ମଧ୍ୟ ଅତି ସମ୍ମାନର ସହ ତାଙ୍କୁ ଭିତରକୁ ପାଛୋଟି ନେଇଥିଲେ…