ୱେଷ୍ଟଇଣ୍ଡିଜ ସିରିଜରେ ଦୁଇ ଜଣ ହେବେ ଅଧିନାୟକ: ବିସିସିଆଇ ନେଉଛି କଡା ପଦକ୍ଷେପ!

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପରାସ୍ତ ପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଆଗାମୀ ୱେଷ୍ଟଇଣ୍ଡିଜ ସିରିଜରେ ଏକ ବଡ ପଦକ୍ଷେପ ନେଇପାରେ ଭାରତୀୟ କ୍ରିକେଟ…

୪୪ ଟପିଲା ଭୁବନେଶ୍ୱରର ତାପମାତ୍ରା: ଆହୁରି ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: କେରଳରେ ମୌସୂମୀ ପାଦ ଥାପି ସାରିଛି । ସେପଟେ ଆସନ୍ତା ୨/୪ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୋøସୂମୀ । ଏହାପରେ ବି ଓଡିଶାରେ ଜାରି ରହିଛି ପ୍ରଚଣ୍ଡ ଖରାର ତାଣ୍ଡବ । ଆଜି ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ…

(Video) ଶେଷରେ ଭଗବାନଙ୍କ ଅବଢା ବି ଆସିଲା ନକଲି: ପୁରୀରେ ବିକ୍ରି ହେଉଛି ନକଲି ମହାପ୍ରସାଦ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା…

ବାହାନଗା ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ

ବାଲେଶ୍ୱର: କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ପୁଣିଥରେ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଆହତ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କଟକ ଏସସିବି ମେଡିକାଲରେ ଚିକିତ୍ସାରତ…

ମିଳିଗଲା ବର୍ଷ ପୁରୁଣା ପ୍ରଶ୍ନର ଉତ୍ତର, ପ୍ରଥମେ ଅଣ୍ଡା ଆସିଥିଲା ବୋଲି କହିଲା ଚାଟଜିପିଟି

ନୂଆଦିଲ୍ଲୀ:ପିଲାଦିନୁ ଆପଣ ଗୋଟିଏ ପ୍ରଶ୍ନ ବାରମ୍ବାର ଶୁଣି ଆସୁଥିବେ । ପ୍ରଶ୍ନଟି ହେଉଛି ଆଗ ଅଣ୍ଡା ନା ଆଗ କୁକୁଡା । ଏହି ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ କାହା ପାଖରେ ନ ଥିଲା । କିନ୍ତୁ ଏବେ ଏହି ପ୍ରଶ୍ନର ଉତ୍ତର…

ବିନା ପରୀକ୍ଷାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କରନ୍ତୁ ଚାକିରୀ, ଜାଣି ନିଅନ୍ତୁ ଯୋଗ୍ୟତା ଓ ଆବେଦନ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ । ପୁଣି ସେ ସରକାରୀ ବ୍ୟାଙ୍କ ହୋଇଥିଲେ ସାରା ଜୀବନ ଆରାମ । ଏଠି ଆମେ ଆଉ କେଉଁ ସରକାରୀ ବ୍ୟାଙ୍କର କଥା କହୁନୁ ଆମେ କହୁଛୁ ଦେଶର ନମ୍ବର ୧ ସରକାରୀ ବ୍ୟାଙ୍କ…

ନେହରୁ ମେମୋରିଆଲ୍ ମ୍ୟୁଜିୟମର ନା ବଦଳାଇଦେଲେ ମୋଦୀ ସରକାର, କଂଗ୍ରେସ କହିଲା ସଂକୀର୍ଣ୍ଣତା ଓ ପ୍ରତିଶୋଧର ଅନ୍ୟ ନାମ ହେଉଛନ୍ତି ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାମ ବଦଳାଇ ଦିଆଯାଇଛି । ଏବେ ଏହା ପ୍ରାଇମ୍ ମିନିଷ୍ଟର ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ଭାବରେ ପରିଚିତ ହେବ । ତେବେ ଏହି ଘଟଣା ପରେ…

ଚନ୍ଦ୍ରଯାନ ୩ କୁ ଧରି ୩୮୪,୪୦୦ କିଲୋମିଟର ଦୂର ଚନ୍ଦ୍ରପୃଷ୍ଠକୁ ଯିବ ଇସ୍ରୋର ବାହୁବଳୀ, ଲକ୍ଷ୍ୟ ପୃଥିବୀ ବାହାରେ ମହାକାଶଯାନର ସଫ୍ଟ ଲ୍ୟାଣ୍ଡିଂ…

ନୂଆଦିଲ୍ଲୀ:ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ଚନ୍ଦ୍ରୟାନ -୩ ମିଶନକୁ ଶ୍ରୀହରିକୋଟା ସତୀଶ ଧାୱନ ସ୍ଥିତ ମହାକାଶ କେନ୍ଦ୍ରରୁ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ଜିଏସଏଲ୍ଭି ଏମକେ ୩ ଜରିଆରେ ଲଞ୍ଚ କରିବ ।…

ଅନ୍ଧବିଶ୍ୱାସର ଭୟଙ୍କର ପରିଣତି: କ୍ଷୀର ପିଉ ନ ଥବାରୁ ୫ ଦିନର ଶିଶୁର ହାତକୁ ଗରମ ତେଲରେ ପୋଡିିଦେଲା ମା’

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ବାରବାଙ୍କୀରୁ ଆସିଛି ଏପରି ଏକ ଚକିତ କରିଦେବା ଭଳି ଖବର । ଯେଉଁଠି ପିଲା ଲାଗି ମା ନିଜର ଜୀବନ ବାଜି ଲଗାଇବାକୁ ବି ପଛାଇ ନ ଥାଏ ସେଠି ଏପରି ଏକ ଖବର ଶୁଣି ସମସ୍ତଙ୍କ ପାଟିରୁ ଏବେ ବାହାରୁଛି…

କ୍ରେଡିଟ୍ କାର୍ଡର ବିଲ୍ ପେମେଣ୍ଟ ଲାଗି ପାଖରେ ପଇସା ନ ଥିଲେ ଆପଣାନ୍ତୁ ଏହି ଉପାୟ, ପକେଟରୁ ସରିବନି ଗୋଟିଏ ବି ପଇସା

ନୂଆଦିଲ୍ଲୀ:ଆଜିକାଲି କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଏକ ସାଧାରଣ କଥା ହୋଇଯାଇଛି । ଅଧିକାଂଶ ଲୋକ ନିଜ ଅର୍ଥନୀତିକୁ ମ୍ୟାନେଜ୍ କରିବା ଲାଗି ଶପିଂ, ରିଚାର୍ଜ, ସବସ୍କ୍ରିପସନ୍, ବିଲ୍ ପେମେଣ୍ଟ ଆଦି କ୍ରେଡିଟ୍ କାର୍ଡ…