ଗମ୍ଭୀରଙ୍କ ସହ ଲଢେଇ ପରେ bcciକୁ ଚିଠି ଲେଖିଲେ ବିରାଟ: ବଡ ନିଷ୍ପତ୍ତି ନେଲେ କୋହଲି
ନୂଆଦିଲ୍ଲୀ: ଆଇପିଏଲରେ ବର୍ତ୍ତମାନ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଲଢେଇକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କର ଏହି ବ୍ୟବହାର ଯୋଗୁଁ କୋହଲି ଏବଂ ଗମ୍ଭୀରଙ୍କ ମ୍ୟାଚ ଫି' କାଟିବା ପାଇଁ ନିଷ୍ପତ୍ତି ନେଇଛି…