ଶିଶୁ ଜନ୍ମ ଦେବାର ମାତ୍ର ୩ ଘଣ୍ଟା ପରେ ବିଜ୍ଞାନ ପରୀକ୍ଷା ଦେଲେ ମହିଳା
ନୂଆଦିଲ୍ଲୀ : ପ୍ରସବ ପରେ ପୁଣି ପୂର୍ବାବସ୍ଥାକୁ ଫେରିବା ପାଇଁ ଯେଉଁଠି ମହିଳା ମାନଙ୍କୁ ମାସ ମାସ ସମୟ ଲାଗିଯାଏ, ସେଇଠି ଜଣେ ମହିଳା ଶିଶୁକୁ ଜନ୍ମ ଦେବାର ମାତ୍ର ୩ ଘଣ୍ଟା ପରେ ପାରୀକ୍ଷା କେନ୍ଦ୍ରରେ ପହଞ୍ଚି ବିଜ୍ଞାନ…