ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି; କ୍ୟାମ୍ପ ଉପରେ ଆକ୍ରମଣ କଲା ହରିୟାଣା ପୋଲିସ, ୬ଜଣ ନିଖୋଜ

ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି, ସେମାନଙ୍କ କ୍ୟାମ୍ପ (ଶିବିର) ଉପରେ ହରିୟାଣା ପୋଲିସ ଆକ୍ରମଣ କରିଛି । ପୋଲିସର ଆକ୍ରମଣ ପରେ ୬ ଜଣ ନିଖୋଜ ଅଛନ୍ତି । ଖାଲି ହରିୟାଣା ପୋଲିସ ନୁହେଁ ବରଂ…

IND vs ENG ରାଞ୍ଚି ଟେଷ୍ଟ ପାଇଁ ଦଳରେ ବଡ଼ ପରିବର୍ତ୍ତନ: ଖତରନାକ ବୋଲର କରିବେ ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଉଭୟ ଦଳ ବଡ଼ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବେ । ଫେବୃଆରୀ ୨୩ ତାରିଖରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନିଜ ଦଳ ଘୋଷଣା କରିସାରିଛି । ଏହି…

ଆଜିଠୁ ରାଜ୍ୟରେ କମିବ ତାତି, ୨୮ ପର୍ଯ୍ୟନ୍ତ ହାଲୁକା ବର୍ଷାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି, ବଦଳିବ ପାଗ । କାରଣ ୨୮ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠୁ କମିବ ଦିନର ତାପମାତ୍ରା…

କେତେମାତ୍ରାରେ ମଦ ପିଇଲେ ଖରାପ ହୋଇ ନ ଥାଏ ଲିଭର? କ’ଣ କହୁଛନ୍ତି ଲିଭର ବିଶେଷଜ୍ଞ

ନୂଆଦିଲ୍ଲୀ:ଲିଭର ମାନବ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ଆମ ଶରୀର ଲାଗି ଏହାର ଗୋଟିଏ ନୁହେଁ ଅନେକ କାମ ରହିଛି । ଆମ ପେଟର ଉପରଭାଗ ଡାହାଣପଟକୁ ରହିଛି ଏହି ଲିଭର । ଭୁଲ୍ ଖାଦ୍ୟପେୟ କାରଣରୁ ଲିଭରକୁ…

ବାହାନା କରୁଛନ୍ତି ଶ୍ରେୟସ? ନା ମିଛ କହୁଛି BCCI: ଆୟର ସୁସ୍ଥ ଥିବା କହୁଛି NCA

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଶ୍ରେୟସ ଆୟର । ଆହତ ଜନିତ ସମସ୍ୟା ଯୋଗୁଁ ଶ୍ରେୟସ ଏହି ଦଳରୁ ବାଦ୍ ପଡ଼ିଥିବା କୁହାଯାଇଛି । କିନ୍ତୁ ବର୍ତ୍ତମାନ ବାଙ୍ଗାଲୋରର ନେସନାଲ କ୍ରିକେଟ…

‘ମୋତେ ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ କରି କହିଥିିଲେ ଆଶା ରଖୁଛି କି ଆପଣ…’, କାହିଁକି ଆଜି ଏପରି କହିଲେ CJI ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଆଜି ସୁପ୍ରିମକୋର୍ଟ ପରିସରରେ ଆୟୁଷ ସମଗ୍ର କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି ସମୟରେ ସେ କୋଭିଡ୍ ମହାମାରୀ ସମୟର ଅନୁଭବକୁ ସେୟାର କରିଛନ୍ତି । ସେ…

ଚାକିରିରେ Join କରିବା ପୂର୍ବରୁ ପଚାରନ୍ତୁ ଏହି ୫ଟି ପ୍ରଶ୍ନ: Interviewରେ ଭଲ ଭାବରେ ଜାଣି ନିଅନ୍ତୁ

ଓଡ଼ିଶା ଭାସ୍କର: ବର୍ତ୍ତମାନ ଗୋଟିଏ ଭଲ ଚାକିରି ପାଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଚାକିରି କଲେଜ ପ୍ଲେସମେଣ୍ଟରୁ ହେଉ କିମ୍ବା ଅନ୍ୟ କେଉଁ ମାଧ୍ୟମରେ, ଚାକିରିରେ ଯୋଗ ଦେବା ପୂର୍ବରୁ କିଛି କଥା…

ଦିଲ୍ଲୀରେ ଆପ୍‌-କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ, ଜାଣନ୍ତୁ କିଏ କେତେ ସିଟ୍‌ରେ ଲଢିବେ

ନୂଆଦିଲ୍ଲୀ: ଫେବୃୟାରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ଅଧିସୂଚନା ଜାରି ହୋଇପାରେ । ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଛନ୍ତି…

ଭିଭିଆଇପି ପରମ୍ପରା ଉପରେ ପୂର୍ଣ୍ଣଚ୍ଛେଦ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ମନ୍ତ୍ରୀ ଏଣିକି ଲାଲବତୀରେ ଅଟକିବେ

ଜୟପୁର: ରାଜସ୍ଥାନ ରାଜଧାନୀ ଜୟପୁର ଟ୍ରାଫିକ୍‌ରେ ଭିଆଇପିଙ୍କ ଗମନାଗମନକୁ ନେଇ ଏବେ ସାଧାରଣ ଜନତାଙ୍କୁ କୌଣସି ପ୍ରକାର ସମସ୍ୟା ଉପୁଜିବ ନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସାଧାରଣ ଜନତାଙ୍କ ହିତକୁ…

ଆଉ ବିକିବେନି ଗୁପଚୁପ୍! ସାଢେ ୫ କୋଟି ଦେଇ ସ୍ୱପ୍ନର ନୂଆ ମହଲ କିଣିଲେ ଯଶସ୍ୱୀ

ମୁମ୍ବାଇ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲ ଆଜି ନିଜ ସ୍ୱପ୍ନ ସାକାର କରିଛନ୍ତି । ଦିନେ ଗୁପଚୁପ ବିକ୍ରି କରି ଯେଣ୍ଟ ତଳେ ଜୀବନ କାଟୁଥିବା ଯଶସ୍ୱୀ ଆଜି ମୁମ୍ବାଇରେ ନିଜ ସ୍ୱପ୍ନର ମହଲ କିଣି ପାରିଛନ୍ତି…