କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ; କହିଲେ ଲୋକଙ୍କ ସେବା ପାଇଁ ଦଳ ଛାଡ଼ିଲି

ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ । ବରଗଡ଼ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ଦେଲେ ଇସ୍ତଫା । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଇସ୍ତଫା ପତ୍ର…

ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଜଣେ ବି ଗରିବ ଲୋକ ଯୋଗ ଦେଇନଥିଲେ; ରାହୁଲ ଗାନ୍ଧୀ

ରାୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଛତିଶଗଡରେ ପହଞ୍ଚିଛି। ଛତିଶଗଡ଼ର କୋରବାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଶ୍ରୀରାମ ମନ୍ଦିର ନିର୍ମାଣରେ ଜଣେ…

ଖୁବ୍ ଶୀଘ୍ର ବଜାରକୁ ଆସିବ ମାରୁତିର ଉଡନ୍ତା କାର୍‌, ଛାତ ଉପରୁ ଭରିବ ଉଡାଣ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ କାର୍ ନିର୍ମାତା କମ୍ପାନୀ ଏବେ ଭୂମାର୍ଗ ସହିତ ଆକାଶରେ ଉଡିବାର ପ୍ରସ୍ତୁତି ବି କରୁଛି । ଏକ ରିପୋର୍ଟରୁ ଜଣାଯାଇଛି କି ମାରୁତି ସୁଜୁକି ଏହାର ମୂଳ କମ୍ପାନୀ ସହ ମିଶି ଏକ ଇଲେକ୍‌ଟ୍ରିକ୍…

SCB କାଡିଓ ସର୍ଜରି ବିଭାଗରେ ବିରଳ ଅସ୍ତ୍ରୋପଚାର; ହୃତପିଣ୍ଡରୁ ବାହାରକଲେ ଛୁଞ୍ଚି

କଟକ: କଟକ SCB ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ହୃତପିଣ୍ଡରୁ ବାହାରିଲା ଛୁଞ୍ଚି । ଏସିବିର କାଡିଓ ଥୋରସିସ ଭାସ୍କଲ୍ଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା…

Big breaking: ଆସ୍ଥା ଜିତିଲେ ନୀତିଶ କୁମାର, ସପକ୍ଷରେ ୧୨୯ ଭୋଟ

ପାଟନା:ବିହାର ବିଧାନସଭାରେ ନୀତିଶ କୁମାର ବିଶ୍ୱାସମତ ହାସଲ କରି ନେଇଛନ୍ତି । ଏନଡିଏ ସରକାର ପକ୍ଷରେ ୧୨୯ ଭୋଟ ପଡିଥିବା ବେଳେ ବିପକ୍ଷ ଫ୍ଲୋରଟେଷ୍ଟ ସମୟରେ କକ୍ଷତ୍ୟାଗ କରିଥିଲେ । ଭୋଟିଂ ପୂର୍ବରୁ ବିରୋଧୀ, ଆରଜେଡି ଓ…

(Video) ଏହି କାରଣ ପାଇଁ ବିଶ୍ୱକପ ହାରିଲା ଟିମ ଇଣ୍ଡିଆ: ଜାଣନ୍ତୁ ପରାଜୟର ୪ଟି ବଡ଼ କାରଣ

ନୂଆଦିଲ୍ଲୀ: ଆଇସିସି ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଚତୁର୍ଥ ଥର ଚମ୍ପିଆନ୍ ହୋଇଛି ଅଷ୍ଟ୍ରେଲିଆ । ଟିମ ଇଣ୍ଡିଆକୁ ୭୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ୬ ବର୍ଷର ପୁରୁଣା ପ୍ରତିଶୋଧ ନେଇଛି । ସମ୍ପୂର୍ଣ୍ଣ…

ରୋଗୀ ଶରୀରର ବିଭିନ୍ନ ଅଂଶକୁ କାଟି କ୍ଷତାକ୍ତ କଲା ମୂଷା, ୨ ଡାକ୍ତର ନିଲମ୍ବିତ

ନୂଆଦିଲ୍ଲୀ: ତେଲେଙ୍ଗାନାର କାମାରେଡ୍ଡୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଜଣେ ୪୩ ବର୍ଷୀୟ ରୋଗୀଙ୍କୁ ମୂଷା କାଟି କ୍ଷତାକ୍ତ କରିବା ଘଟଣାରେ ଏବେ ୨ ଜଣ ଡାକ୍ତର ଓ ଜଣେ ସିନିୟର…

ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଉଦଳା: ସ୍କୁଲକୁ ଯିବା ବାଟରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ରାସ୍ତା ମଝିରେ ଶିକ୍ଷକ-ଶକ୍ଷୟତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଜାଣିବାକୁ ମିଳିଛି । ଖୁଣ୍ଟା ଥାନା…

ଏପ୍ରିଲ ୧୩ କି ୧୪ରେ ପଣା ସଂକ୍ରାନ୍ତି ? ମୁକ୍ତି ମଣ୍ଡପ ପଣ୍ଡିତ ସଭା କେଉଁଦିନ ମାରିଲେ ମୋହର

ଭୁବନେଶ୍ୱର: ମହା ବିଷୁବ ପଣା ସଂକ୍ରାନ୍ତି ପାଳନକୁ ନେଇ ହଟିଲା ସଂଶୟ । ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣାସଂକ୍ରାନ୍ତି । ଏହିଦିନ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଲେ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭା । ଅନ୍ୟ…

Alaskapox Virus; ପୁରୁଣା ଭାଇରସ ନେଉଛି ଜୀବନ: କେତେ ଭୟଙ୍କର ହେବ ସଂକ୍ରମଣ?

ନୂଆଦିଲ୍ଲୀ: କରୋନା ଏବଂ ମଙ୍କିପକ୍ସ ଭଳି ଭାଇରସ ଲୋକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଟୀକା ଉଭୟ ଭାଇରସକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥିବା ବେଳେ ଏହା ସମ୍ପୂର୍ଣ୍ଣ ସଫଳତା ପାଇ ପାରୁନାହିଁ ।…