ମରାଠା ସଂରକ୍ଷଣ ମାମଲା; ଅନଶନ ଭାଙ୍ଗିଲେ ମନୋଜ ଜାରଙ୍ଗେ ପାଟିଲ

ମୁମ୍ଵାଇ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇଥିବା ମନୋଜ ଜାରଙ୍ଗେ ପାଟିଲ ଅନଶନ ଶେଷ କରିଛନ୍ତି। ମହାରାଷ୍ଟ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଏକ…

ସୁପ୍ରିମକୋର୍ଟରୁ ଇମ୍ରାନ ଖାନ୍‌ଙ୍କୁ ମିଳିଲା ବଡ ଆଶ୍ୱସ୍ତି, ସାଧାରଣ ନିର୍ବାଚନରେ ଲଢିପାରିବ ତାଙ୍କ ଦଳ

ଇସଲାମବାଦ: ୮ ଫେବୃୟାରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ଇମରାନ ଖାନ୍‌ଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ ଆଶ୍ୱସ୍ତି ମିଳିଛି । ଦେଶର ଶୀର୍ଷ ଅଦାଲତ ତାଙ୍କ ଦଳର ବହୁ ନେତାଙ୍କୁ ନିର୍ବାଚନରେ ଭାଗ ନେବାକୁ…

INDvsENG ଟେଷ୍ଟ: ପ୍ରଥମ ଇନିଂସରେ ୪୩୬ ରନରେ ସୀମିତ, ୧୯୦ ରନରେ ଆଗୁଆ ଭାରତ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ହାଇଦ୍ରାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୩୬ ରନ୍ କରିଛି। ରବୀନ୍ଦ୍ର ଜାଦେଜା, କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡ ଉପରେ…

ବିଜେପି ଆରମ୍ଭ କଲା ଅପରେସନ ଲୋଟସ୍ ୨.୦, ଆପ୍ ବିଧାୟକଙ୍କୁ ଦେଲା ୨୫ କୋଟିର ଅଫର: କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍‌)ର ମୁଖ୍ୟ ସଂଯୋଜକ ଶନିବାର ବିଜେପି ଉପରେ ଦିଲ୍ଲୀରେ ଅପରେସନ୍ ଲୋଟସ୍ ୨.୦ ଆରମ୍ଭ କରାଯିବାର ଅଭିଯୋଗ କରିଛନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି କି…

ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ବୈଠକ ଡାକିଲା ବିଜେପି

ନୂଆଦିଲ୍ଲୀ: ବିହାରରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ବିଜେପି ନିଜ ସାଂସଦ ଓ ବିଧାୟକମାନଙ୍କୁ ନେଇ ଏକ ବୈଠକ ଡାକିଛି। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଆଲୋଚନା ହେବ। ଏହି ବୈଠକରେ…

ବସୁନ୍ଧରା ରାଜେଙ୍କୁ ଭେଟିଲେ ଭଜନଲାଲ ଶର୍ମା; ଜାଣନ୍ତୁ କ’ଣ ରହିଛି ରାଜନୈତିକ କାରଣ?

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗଣତନ୍ତ୍ର ଦିବସ ସମାରୋହରୁ ମୁକ୍ତ ହେବା ପରେ ଶୁକ୍ରବାର (ଜାନୁଆରୀ ୨୬) ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ…

ଜ୍ଞାନବାପି ମସଜିଦ ମାମଲା: ASI ସର୍ଭେ କେବଳ ଏକ ରିପୋର୍ଟ, ନିଷ୍ପତ୍ତି ନୁହେଁ- ମସଜିଦ୍ କମିଟି

ନୂଆଦିଲ୍ଲୀ: ବାରଣାସୀର ଜ୍ଞାନବାପି ମସଜିଦ୍ ସର୍ଭେ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI)ର ରିପୋର୍ଟ ସାର୍ବଜନୀନ ହେବା ପରେ ମସଜିଦ କମିଟି କହିଛି ଯେ ଏହା ଏକ ରିପୋର୍ଟ, ନିଷ୍ପତ୍ତି ନୁହେଁ। ସେପଟେ…

ଯୌନ ନିର୍ଯାତନା ମାମଲାରେ ୮୩.୩ କୋଟି ଡଲାର ଦେବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାନହାନି ମାମଲାରେ ୮.୩୩ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ ଅଦାଲତ। ସେ ରାଷ୍ଟ୍ରପତି ଥିବା ବେଳେ ଲେଖକ ଏପି…

ଜାତିସଂଘ କୋର୍ଟଙ୍କ ରାୟ ପରେ ୩ ଇସ୍ରାଏଲ ବନ୍ଦୀ ମହିଳାଙ୍କ ଭିଡିଓ ଜାରି କଲା ହାମାସ

ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଶୁକ୍ରବାର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଅକ୍ଟୋବର ୭ ଆକ୍ରମଣ ପରଠାରୁ ଗାଜାରେ ୩ ଜଣ ଇସ୍ରାଏଲ ମହିଳା ବନ୍ଦୀ ଥିବା ଦେଖାଯାଇଛି। ପାଞ୍ଚ ମିନିଟ୍ର ଏହି…

ବିହାର ରାଜନୀତି ଓ ନୀତୀଶ କୁମାରଙ୍କୁ ନେଇ କ’ଣ କହିଲେ ବାବା ରାମଦେବ?

ପାଟନା: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ରାମଦେବ କହିଛନ୍ତି ଯେ ନୀତୀଶ କୁମାର ମଧ୍ୟ ଦେଶର ମୌଳିକ ଭାବନା ସହିତ…