ଖାଇସାରିବା ପରେ ତୁରନ୍ତ ବ୍ୟବହାର କରୁଛନ୍ତି କି ଟୁଥପିକ୍, ସାମ୍ନା କରିବାକୁ ପଡିପାରେ ଏହିସବୁ ସମସ୍ୟା
ନୂଆଦିଲ୍ଲୀ: ବହୁ ଲୋକ ଖାଦ୍ୟ ଖାଇ ସାରିବା ପରେ ଦାନ୍ତରେ ଫସି ରହିଥିବା ଖାଦ୍ୟ ପଦାର୍ଥକୁ ବାହାର କରିବା ପାଇଁ ଟୁଥପିକ୍ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଧିକ ଟୁଥପିକ୍ ବ୍ୟବହାର କରିବା ଦ୍ୱାରା…