Big Breaking: ରାମ ମନ୍ଦିର ଉଦଘାଟନ ପୂର୍ବରୁ ଉତ୍ତରପ୍ରଦେଶରେ ଧରାପଡିଲା ISIS ଆତଙ୍କବାଦୀ

ଲକ୍ଷ୍ନୌ: ଆତଙ୍କବାଦୀ ସଂଗଠନ ISISର ଜଣେ ଆତଙ୍କବାଦୀକୁ ଉତ୍ତରପ୍ରଦେଶ ଏଟିଏସ୍ ଅଲିଗଡରୁ ଗିରଫ କରିଛି । ଏହି ଆତଙ୍କବାଦୀର ନାମ ଫୈଜାନ ବକ୍ତିଆର ଥିଲା ଯାହା ମୁଣ୍ଡ ଉପରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା…

ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧରଙ୍କ ସହ ପତ୍ନୀ ହେମା ଏବଂ ପୁଅ ଶିଶିର ବି ଫେରିଲେ ।ଦିଲ୍ଲୀରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର । ପିସିସି ପ୍ରଭାରୀ ଅଜୟ…

ଟପ୍-୫ରେ ଏଣ୍ଟ୍ରି କଲେ ଅକ୍ସର ପଟେଲ: ICC T-20 Rankingରେ ଟିମ ଇଣ୍ଡିଆର ଦାଦାଗିରି

ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ତରଫରୁ ଟି-୨୦ ରାଙ୍କିଙ୍ଗ ଜାରି ହୋଇଛି । ଏହି ତାଲିକାରେ ଟିମ ଇଣ୍ଡିଆର କ୍ରିକେଟରମାନଙ୍କୁ ମିଳିଛି ବଡ଼ ଫାଇଦା । ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏବଂ ଅଲରାଉଣ୍ଡର ଅକ୍ସର…

ପ୍ରସବ ଯନ୍ତ୍ରଣା କମ୍ କରିବାକୁ ଲଗାତର ୫ ଘଣ୍ଟା ଗୀତ ଗାଇଲେ ମହିଳା, ସ୍ୱାମୀ ବଜାଇଲେ ଗୀତାର

ନୂଆଦିଲ୍ଲୀ: ମା’ ହେବା ମହିଳାଙ୍କ ଲାଗି ଏକ ବହୁତ ସୁନ୍ଦର ଅନୁଭବ । କିନ୍ତୁ ପ୍ରସବ ସମୟ ମହିଳାଙ୍କ ଲାଗି ବହୁତ ଯନ୍ତ୍ରଣାମୟ ହୋଇଥାଏ । ଏହି ସମୟର ଯନ୍ତ୍ରଣାକୁ କେବଳ ଜଣେ ମା’ ହିଁ ବର୍ଣ୍ଣନା କରିପାରିବ । ସିଏଟଲର…

ପୁଣି ଅଡୁଆରେ ମହୁଆ ମୈତ୍ର: ସରକାରୀ ବଙ୍ଗଳା ନ ଛାଡ଼ିଲେ ଜୋରଜବରଦସ୍ତ କରାଯିବ ଖାଲି

ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବ ଏବଂ…

ଅଯୋଧ୍ୟା ଯାଉଥିବା ବାଣ ବୋଝେଇ ଟ୍ରକରେ ଲାଗିଲା ନିଆଁ; ଘଣ୍ଟା ଘଣ୍ଟା ଧରି ହେଲା ବିସ୍ଫୋରଣ

ଓଡ଼ିଶା ଭାସ୍କର: ଉନ୍ନାଓ ଜିଲ୍ଲାର ଖରଗିଖେଡ଼ା ଗାଁ ନିକଟରେ ଅଘଟଣ । ବାଣ ବୋଝେଇ ଏକ ଟ୍ରକରେ ସନ୍ଦେହଜନକ ଅବସ୍ଥାରେ ନିଆଁ ଲାଗିଯାଇଛି । ଏହି କାରଣରୁ ଟ୍ରକ୍ ଟି ଜଳିବାକୁ ଲାଗିଥିଲା ଏବଂ ଘଣ୍ଟା ଘଣ୍ଟା ଧରି ବିସ୍ଫୋରଣ…

୧୯୫୦ରୁ ତମ୍ବୁ ତଳେ ରହି ଆସୁଥିବା ରାମଲଲା ଏବେ କେଉଁଠି ରହିବେ? କ’ଣ କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାସଚିବ

ଅଯୋଧ୍ୟା: ରାମ ନଗରୀ ଅଯୋଧ୍ୟାରେ ବୈଦିକ ମନ୍ତ୍ରୋଚାର ସହିତ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ବିଧିବଦ୍ଧ ଭାବରେ ଆରମ୍ଭ ହୋଇସାରିଛି । ୨୨ ଜାନୁୟାରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । କିନ୍ତୁ ଆଜି…

୫୦୦ ମିଟର ଖାଇକୁ ଖସିପଡିଲା ବୋଲେରୋ, ଘଟଣାସ୍ଥଳରେ ୫ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଏବେ ଏକ ମର୍ମନ୍ତୁଦୂ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ଗୋଟିଏ ଶବକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୪ଟି ଶବକୁ ବାହାର…

ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟ: ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ଧୂଳି ଚଟାଇଲେ ପ୍ରଜ୍ଞାନନନ୍ଦ, ବିଶ୍ୱନାଥନ ଆନନ୍ଦଙ୍କୁ ବି ପଛରେ…

ନୂଆଦିଲ୍ଲୀ:ଭାରତର ଯୁବ ଚେସ୍ ସୁପରଷ୍ଟାର ଆର୍ ପ୍ରଜ୍ଞାନନନ୍ଦଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ପର୍ଯ୍ୟାୟରେ ଚୀନ୍‌ର ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ସେ ହରାଇ…

ଆର୍ଥିକ ଦୃଷ୍ଟିରୁ LIC ହେଲା ସବୁଠାରୁ ବଡ ସରକାରୀ କମ୍ପାନୀ, SBI କୁ ପଛରେ ପକାଇଦେଲା

ନୂଆଦିଲ୍ଲୀ: ସେୟାର ବଜାରରେ ମାନ୍ଦାବସ୍ଥା ସତ୍ତ୍ୱେ ବୁଧବାର ଏଲଆଇସିର ସେୟାରରେ ଜବରଦସ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି । ପ୍ରଥମରୁ ଏହା ୨% ବୃଦ୍ଧି ସହିତ ୯୧୯.୪୫ ଟଙ୍କାରେ କାରବାର କରୁଥିବାର ଦେଖିବାକୁ ମିଳିଥିଲା । ଗତ…