ଏହି ରାଶି ଲୋକଙ୍କର ବଢିବ Bank Balance: ଜାଣନ୍ତୁ ଟଙ୍କା-ପଇସାରେ କେମିତି ରହିବ ୨୦୨୪ ବର୍ଷ…

ଓଡ଼ିଶା ଭାସ୍କର: ୨୦୨୩ ମସିହା ସରିବା ପରେ ଆରମ୍ଭ ହୋଇଯାଇଛି ୨୦୨୪ ନୂଆ ବର୍ଷ । ଏହି ବର୍ଷ ଅନେକ ରାଶିଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ଅନେକ ଫାଇଦା ଆଣିଦେବ । ଜ୍ୟୋତିଶ ଗଣନା ଅନୁସାରେ, ଏହି ବର୍ଷରେ ମେଷ, ଧନୁ ଏବଂ ମକର…

ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ…

ସଡ଼କ ଦୁର୍ଘଟଣା ପାଇଁ ୧୦ ଲକ୍ଷ ଟଙ୍କା ଜରିମାନା? ଜାଣନ୍ତୁ କ’ଣ କହୁଛି IPCର ଧାରା ୧୦୬

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ଖୁବ ମାତ୍ରାରେ ବୃଦ୍ଧି ହୋଇଛି । କିନ୍ତୁ ଏବେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଦେବାକୁ ପଡ଼ିବ ମୋଟା…

ଏଣିକି ଉଚ୍ଚଶିକ୍ଷା-ବୈଷୟିକ ଶିକ୍ଷାନୁଷ୍ଠାନରେ ଆଡମିଶନ ବେଳେ ନିଶାମୁକ୍ତି ଘୋଷଣାନାମା ଦେବେ ପିଲା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଏଣିକି ଆଡମିଶନ ବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା । ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ନିଶାମୁକ୍ତି ଘୋଷଣାନାମା ଦେବା ପାଇଁ ନିର୍ଦ୍ଦେଶ ରହିଛି ।…

ସମ୍ବଲପୁର: ଗାଡ଼ି ନଯାଇ ଟୋଲ୍‌ କଟିଥିବାରୁ ଟୋଲ୍‌ପ୍ଲାଜାକୁ ଜରିମାନା କଲେ ଖାଉଟି ଅଦାଲତ

ସମ୍ବଲପୁର: (ଓଡ଼ିଶା ଭାସ୍କର) ଗାଡ଼ି ନଯାଇ ଟୋଲ୍‌ କଟିଥିବାରୁ ଟୋଲ୍‌ପ୍ଲାଜାକୁ ଜରିମାନା ହୋଇଛି । ୨ଟି ଅଲଗା ଅଲଗା ମାମଲାରେ ୨୫ ହଜାର ଲେଖାଏଁ ଜରିମାନା କଲେ ଖାଉଟି ଅଦାଲତ । ଏଭଳି ମାମଲା ଦେଖିବାକୁ ମିଳିଛି…

ଶ୍ରୀମନ୍ଦିର-ରସଗୋଲା; ଆମ ହୃଦୟ-ଆତ୍ମାକୁ ପ୍ରତିଫଳିତ କରୁଥିବା ଭାବ-ସ୍ୱାଦ

ଓଡ଼ିଶା ଭାସ୍କର: ଓଡ଼ିଶାର ସଂସ୍କୃତିର ଏକ ମଧୁର ହେଉଛି ରସଗୋଲା, ଯ଼ାହାକୁ ପିଲାଠୁ ବୁଢ଼ା ସମସ୍ତେ ଏହାକୁ ଖାଇ ଉପଭୋଗ କରନ୍ତି । ଏହାର ଉତ୍ପତିକୁ ନେଇ ରହିଛି ଅନେକ ଲୋକକଥା । ହେଲେ ଆମେ ଉପକୂଳ ସହର ପୁରୀ କଥା ଯ଼ିଏ,…

ଆଜି ନୁହେଁ, ୩୩ ବର୍ଷ ପୂର୍ବରୁ ରାମ ମନ୍ଦିରର ନିର୍ମାଣର ଭବିଷ୍ୟବାଣୀ: ଏବେ ମିଳିଲା ନିମନ୍ତ୍ରଣ ପତ୍ର

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଜାରି ରହିଛି । ବର୍ତ୍ତମାନ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ବେଳେ ଏହାକୁ ନେଇ ସାରା ଭାରତ ଉତ୍ସବମୁଖର…

ଅଯୋଧ୍ୟା ରାମ ମନ୍ଦିରକୁ ନେଇ BJPର ମାଷ୍ଟରପ୍ଲାନ: ପ୍ରତିଦିନ ୫୦ ହଜାର ଲୋକଙ୍କୁ କରାଯିବ ରାମ-ଦର୍ଶନ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି କୋଟି କୋଟି ରାମଭକ୍ତଙ୍କ ବହୁବର୍ଷର ଅପେକ୍ଷା । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ରାମ…

(Video) ଆଳତୀଷ୍ଟାଣ୍ଡ ପାଟିରେ କାମୁଡ଼ି ପ୍ରଭୁ ଶ୍ରୀରାମଙ୍କ ଆଲତୀ କରୁଛି କୁକୁର, ଭାଇରାଲ ହେଉଛି ଭିଡିଓ

ଓଡ଼ିଶା ଭାସ୍କର: ଅନେକ ସଂସ୍କୃତିର ଧର୍ମ, ପୁରାଣ, କାହାଣୀ ଓ କିମ୍ବଦନ୍ତୀରେ କୁକୁରଙ୍କ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ଧାର୍ମିକ ପରମ୍ପରାରେ ଏମାନଙ୍କର ବିବିଧ ଏବଂ ବହୁମୁଖୀ ଭୂମିକା ରହିଛି । ଏହି…

ନିର୍ଦ୍ଧାରିତ ସମୟରେ ଖେଳାଯିବନି IND vs SA ଦ୍ୱିତୀୟ ଟେଷ୍ଟ: କେପଟାଉନ୍ ମହାସଂଗ୍ରାମ ପାଇଁ ବଦଳିଲା ସମୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ କଠିନ ପରିଶ୍ରମ କରୁଛି ଭାରତୀୟ କ୍ରିକେଟ ଟିମ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଷ୍ଟାର ଅଲରାଉଣ୍ଡର ମଧ୍ୟ ଦ୍ୱିତୀୟ ମ୍ୟାଚ ପାଇଁ…