କାମ କଲା ମୋଦୀଙ୍କ କୂଟନୀତି, ଭାରତ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ପୁଟିନ୍‌

ନୂଆଦିଲ୍ଲୀ: ଭାରତ ଓ ରୁଷ ମଧ୍ୟରେ ସଂପର୍କ ଏବେ ଚର୍ଚ୍ଚାରେ ରହିଛି । ଏହା ଏଇଥିପାଇଁ କି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ୫ ଦିନିଆ ରୁଷ ଗସ୍ତରେ ଅଛନ୍ତି । ଏହି କ୍ରମରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏପରି…

ବିଶ୍ୱର ସବୁଠୁ ମହଙ୍ଗା ଔଷଧ: ଗୋଟିଏ ଡୋଜ୍ ଟୀକାର ମୂଲ୍ୟ ୨୯ କୋଟି ଟଙ୍କା

ନୂଆଦିଲ୍ଲୀ: ଦୁନିଆରେ ଦାମୀ କାର୍, ବାଇକ ଘର ଇତ୍ୟାଦି ବିଷୟରେ ଆପଣ ଶୁଣିଥିବେ । କିନ୍ତୁ କେବେଳ ସବୁଠାରୁ ମହଙ୍ଗା ଔଷଧ ବିଷୟରେ ଜାଣିଛନ୍ତି କି? ଇଏ ଏମିତି ଏକ ମେଡିସିନ ଯାହାର ସିଙ୍ଗଲ ଡୋଜ ବି କୋଟି କୋଟି ଟଙ୍କାରେ…

Big Breaking: ଡଙ୍ଗାବୁଡି ୫ ଜଣ ନିଖୋଜ, ଜଣଙ୍କ ମୃତଦେହ ଠାବ

ଭୁବନେଶ୍ୱର: କୋରାପୁଟରେ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇଛନ୍ତି । ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଘଟିଛି ଏହି ଅଘଟଣ । ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ କରାଯାଇଛି । ଏବେ ଘଟଣାସ୍ଥଳକୁ…

ଟେଷ୍ଟ କ୍ରିକେଟରୁ ବିଦାୟ ନେଲେ ଏହି ଷ୍ଟାର ପ୍ଲେୟର: କୁନି ଫ୍ୟାନକୁ ଦେଇଗଲେ Surprise Gift

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟକୁ ସବୁ ଦିନ ପାଇଁ ବିଦାୟ ନେଇ ପାଭିଲିୟନ୍ ଫେରିଛନ୍ତି ଜଣେ ଲିଜେଣ୍ଡ କ୍ରିକେଟର । ଦଳ ପାଇଁ ସବୁ ସମୟରେ ସଙ୍କଟ ମୋଚକ ହୋଇ ଠିଆ ହୋଇଥିବା ବେଳେ ଆଜି ଦେଶର ଏହି ବଡ଼ ଦାୟିତ୍ୱରୁ ସେ ନିଜକୁ…

ବର୍ଷର ଏହିସବୁ ଦିନରେ ବନାନ୍ତୁନି ରୁଟି, ଚୁଲିକୁ ତାୱା ନେବା ବି ହୋଇଥାଏ ଅତ୍ୟନ୍ତ ଅଶୁଭ

ନୂଆ ବର୍ଷ ୨୦୨୪ ଆସିବାକୁ ଆଉ ମାତ୍ର ୪ ଦିନ ବାକି ଅଛି । ନୂଆବର୍ଷରେ ସମସ୍ତେ ନିଜ ଜୀବନରେ ସୁଖ, ସମୃଦ୍ଧି ଓ ଉନ୍ନତି ଚାହିଁଥାନ୍ତି । ତେଣୁ ଆପଣ ପୁରୁଣା ବର୍ଷରେ କରିଥିବା ଭୁଲ୍‌କୁ ନୂଆବର୍ଷରେ ଆଉ ପୁନରାବୃତ୍ତି…

ପୁଣି ମହାମାରୀ ହେଉଛି କରୋନା! ଗୋଟିଏ ଦିନରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ, ୭୦୨ ନୂଆ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ନୂଆ ଭାରିଆଣ୍ଟରେ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ଏହା…

ରାଜଧାନୀରେ ବନ୍ଦ ରହିବ ସ୍କୁଲ… ଭୀଷଣ ଥଣ୍ଡାରୁ ୧୭ ଦିନ ସ୍କୁଲ ଛୁଟି ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ବିଶେଷକରି ଉତ୍ତର ଭାରତ ଅଞ୍ଚଳରେ ଏହି ଥଣ୍ଡା ଅଧିକ ପରିମାଣରେ ଅନୁଭବ କରଯାଉଛି । ତେଣୁ ପିଲାମାନଙ୍କୁ ସ୍କୁଲ…

(video)ଏହି ରେଷ୍ଟୁରାଣ୍ଟରେ ‘କୁଛ ନେହିଁ’ ଖାଇଲେ ବି ଦେବାକୁ ପଡିବ ପଇସା, ଭାଇରାଲ ହେଉଛି ଅଜବ ମେନ୍ୟୁ

ନୂଆଦିଲ୍ଲୀ: ଯେତେବେଳେ ଆମକୁ ଘରେ ଖାଦ୍ୟ ପ୍ରସ୍ତୁତ କରିବାକୁ ଇଚ୍ଛା ହୋଇ ନ ଥାଏ କିମ୍ବା କିଛି ଅଲଗା ଖାଇବାକୁ ଇଚ୍ଛା ହୋଇଥାଏ ସେତେବେଳେ ଆମେ ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ହୋଟେଲ୍ ବା ରେଷ୍ଟୁରାଣ୍ଟ ଯାଇ…

ବଡ଼ି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ମହିଳା

ପିପିଲି: (ଓଡ଼ିଶା ଭାସ୍କର) ସ୍ୱାବିଲମ୍ବୀ ହେଉଛନ୍ତି ମହିଳା, ବଡି ଦେଉଛି ରୋଜଗାର । ଘରର ସବୁ  କାମ ସାରି ଲାଗି ପଡନ୍ତି ନିଜର ରୋଜଗାରରେ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଗାଁର ସହ ସହ ମହିଳା ଏ ଦୃଶ୍ୟ ହେଉଛି ପିପିଲି…

ରାସ୍ତା ଉପରେ ଚାଲିଲା ହାଇଭୋଲଟେଜ୍ ଡ୍ରାମା, ଲୋକମାନେ ଛିଡା ଛିଡା ପ୍ରେମୀ ଯୁଗଳଙ୍କୁ କରାଇଦେଲେ ବାହାଘର

ନୂଆଦିଲ୍ଲୀ:ଏପରି ଏକ ଘଟଣା ପାଟନା ସିଟି ବାଇପାସ୍ ଥାନା କ୍ଷେତ୍ର ବେଗମପୁର ଅଞ୍ଚଳରେ ଘଟିଯାଇଛି । ବିବାହ ଲାଗି ପ୍ରେମୀ ଯୁଗଳଙ୍କ ପରିବାର ପକ୍ଷରୁ ମନା କରାଯିବାରୁ ଲୋକମାନେ ପ୍ରେମିକାକୁ ତାର ପ୍ରେମିକ ସହ ଜବରଦସ୍ତ…