(video)ହସ୍ପିଟାଲ ତଳେ ନିର୍ମାଣ ହୋଇଥିଲା ହମାସ ଆତଙ୍କର ଗୁପ୍ତ ସହର, ଏସି ଫ୍ରିଜ୍ ଠାରୁ ଆରମ୍ଭ କରି ଭରି ରହିଥିଲା ମାରଣାସ୍ତ୍ର

ନୂଆଦିଲ୍ଲୀ: ଗାଜାରେ ଅଲ୍ ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ବିରୁଦ୍ଧରେ ଲଢେଇ ସୁରକ୍ଷିତ ଆଡ୍ଡା ମନେ କରୁଥିଲେ । ହସ୍ପିଟାଲ ତଳେ ହମାସ ଆତଙ୍କର ଗୁପ୍ତ ସହର ନିର୍ମାଣ କରିଥିଲା । ସିଫା ହସ୍ପିଟାଲ ତଳୁ…

ଦ୍ରାବିଡଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ହେଡ୍ କୋଚ୍‌, ସାମ୍ନାକୁ ଆସିଲା ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ୱାର୍ଲ୍ଡ କପ୍ ୨୦୨୩ ଫାଇନାଲରେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ବିରୁଦ୍ଧରେ ପରାଜୟକୁ ଏକ ଯୁଗର ଅନ୍ତ ଭାବରେ ଦେଖାଯାଉଛି । ଏବେ ଆଲୋଚନା ହେଉଛି କି କିଛି ବରିଷ୍ଠ ଖେଳାଳୀଙ୍କ ଏହା ଶେଷ ବିଶ୍ୱକପ୍ ଥିଲା । ଏହା…

ଗଛରେ ପୋଷ୍ଟର ଲଗାଇଲେ ଗଣିବେ ୫୦ ହଜାର ଟଙ୍କାର ଫାଇନ୍: ବିଏମସି ଦେଖାଇଲା ଉଦାହରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ, ନିର୍ମଳ ଏବଂ ସଫା ରଖିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାପରେ ମଧ୍ୟ କିଛି ଅସାମାଜିକ ଲୋକ ବିଏମସିର ଏହି ନିୟମକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖାଯାଇଛି ।…

IPL-2024; ହାର୍ଦ୍ଦିକ ପାଣ୍ଡ୍ୟା ହେବେ MIର ଅଧିନାୟକ? ରୋହିତ ମଧ୍ୟ ବଦଳାଇବେ ଟିମ୍! କ’ଣ ଏହି Transfer Window

ନୂଆଦିଲ୍ଲୀ: ବିଶ୍ୱକପ ଶେଷ ହେବା ପରେ ଏବେ IPL-2024 କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଟିମ ଇଣ୍ଡିଆ ବିଶ୍ୱକପରେ ହାରିଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ତେବେ ବର୍ତ୍ତମାନ…

ଶେଷ ହେଲା ରୋହିତଙ୍କ ଟି-୨୦ କ୍ୟାରିୟର? BCCI ପକ୍ଷରୁ ମିଳିଲା ଅଶୁଭ ସଂକେତ…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ତଥା ଷ୍ଟାର ଓପନର ରୋହିତ ଶର୍ମାଙ୍କୁ ନେଇ ଏବେ କୁବ ଆଲୋଚନା ହେବାରେ ଲାଗିଛି । ବିଶ୍ୱକପ ପରାଜୟ ପରେ ତାଙ୍କ ଟି-୨୦ କ୍ୟାରିୟରକୁ ନେଇ ଅନେକ ଆଲୋଚନା-ସମାଲୋଚନା ଜାରି ରହିଛି । ତେବେ…

‘ସୁଧୁରି ଯାଅ ଭାଇ…’ ବିବାଦୀୟ ବୟାନକୁ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ଶାମୀ

ନୂଆଦିଲ୍ଲୀ: ବିଶ୍ୱକପ ହାରିବାର ଦୁଃଖରୁ ବାହାରି ପାକିସ୍ତାନକୁ କାଉଣ୍ଟର ଆଟାକ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପରେ ତାଙ୍କ ବୋଲିଂକୁ ନେଇ ହୋଇଥିବା ବିବାଦୀୟ ବୟାନ୍ ଉପରେ ସେ ଚେତାବନୀ…

ଜାନୁୟାରୀ ୧୫ରୁ ଆରମ୍ଭ ହେବ ଧନୁଯାତ୍ରା: ୧୧ ଦିନ ପାଇଁ କମ୍ପିବ ବରଗଡ଼ ସହର

ବରଗଡ଼: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମୟ । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହେବ ଦେଶର ସର୍ବବୃହତ ଖୋଲା ପେଣ୍ଡାଲ ଯାତ୍ରା । ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ…

ମାଙ୍କଡ ଦେହରେ ଲାଗିଲା ଭୂତ! ଛୋଟ ଛୁଆକୁ ଉଠାଇ ନେଇ ଖାଇଗଲା ମାଙ୍କଡ

ବାଲେଶ୍ୱର: ବର୍ତ୍ତମାନ ସାରା ଦେଶରେ ବ୍ୟାପିବାରେ ଲାଗିଛି ପଶୁପକ୍ଷୀଙ୍କ ଆତଙ୍କ । କେଉଁଠି ହାତୀ ତ କେଉଁଠି କୁମ୍ଭୀର-ସାପ ଆକ୍ରମଣରେ ଯାଉଛି ସାଧାରଣ ଲୋକଙ୍କ ଜୀବନ । ତେବେ ବାଲେଶ୍ୱର ଏସବୁ ପରେ ଏବେ ମାଙ୍କଡ଼ ମଧ୍ୟ…

Breaking News; ଆତଙ୍କୀ ଆକ୍ରମଣରେ ୨ ବୀର ଯବାନ୍ ସହିଦ୍: ଜାମ୍ମୁ କାଶ୍ମୀରରେ ଫାୟାରିଂ ଜାରି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରଜୌରୀ ବାଜୀ ମାଲ୍ ଅଞ୍ଚଳରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସେନା ଏବଂ ଆତଙ୍କବାଦୀ । ଉଭୟ ପକ୍ଷରୁ ଗୁଳି ବିନିମୟ ମଧ୍ୟରେ ଭାରତର ୨ ବୀର ଯବାନ ସହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ…

ସାପ ପାଇଁ ରାତିଦିନ ଭୁଲିଗଲାଣି ପୋଲିସ, ଛକ ଛକରେ ଲାଗିଛି ୱାଣ୍ଟେଡ୍ ପୋଷ୍ଟର

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡର ଟିଲବର୍ଗ ସହରରେ ଏକ ସାପ ଆତଙ୍କର କାରଣ ପାଲଟିଛି । ଏବେ ଏହି ସାପକୁ ସହରର ପୋଲିସ ସହ ସ୍ଥାନୀୟ ନଗରପାଳିକା କର୍ମଚାରୀ ବି ଖୋଜିବାରେ ଲାଗି ପଡିଛନ୍ତି । କେବଳ ଏତିକି ନୁହେଁ ପୋଲିସ ଏହାର…