CHARIDHAM

ଏଣିକି ଆଉ ଘର ପାଖରେ ମିଳିବନି ମଟନ ଚିକେନ୍‌, ମାଂସ ଦୋକାନ ଲାଗି ଆସିଲା ନୂଆ ନିୟମ

ନୂଆଦିଲ୍ଲୀ:ଦିଲ୍ଲୀବାସୀଙ୍କୁ ଏବେ ମଟନ ଓ ଚିକେନ୍ କିଣିବା ଲାଗି କିଛି ବାଟ ଅଧିକ ଚାଲିବାକୁ ପଡିବ । ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସ(ଏମ୍‌ସିଡି) ପକ୍ଷରୁ ଲାଗି ହୋଇଥିବା ନୂଆ ନିୟମ କାରଣରୁ ଏପରି କରିବାକୁ ହେବ ।…

ପ୍ରେମରେ ଠକି ରହସ୍ୟ ଜନକ ହତ୍ୟା ମାମଲାରେ ଫସିଲେ ଅର୍ଜୁନ, ମହିଳା ହତ୍ୟାକାରୀଙ୍କ ସହ ସମ୍ପର୍କକୁ ପ୍ରଶ୍ନ ?

ମୁମ୍ୱାଇ: (ଓଡ଼ିଶା ଭାସ୍କର) ଅର୍ଜୁନ କପୁର ଏବଂ ଭୂମି ପେଡନେକରଙ୍କ ନୂଆ ଫିଲ୍ମ ଦ ଲେଡି କିଲରର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହୋଇଛି । 'ଦ ଲେଡି କିଲର'ର ଟ୍ରେଲରରେ ରକ୍ତପାତ, ଗାଳିଗୁଲଜ ସହ ଅନ୍ତରଙ୍ଗ ଦୃଶ୍ୟ…

ରାସ୍ତା କଡ଼ କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରି ନେଦରଲାଣ୍ଡ ନେଲେ ମହିଳା

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର ବାରଣାସୀରେ ରାସ୍ତା କଡ଼ରୁ ପାଇଥିବା ଏକ କୁକୁରକୁ ନିଜ ଦେଶକୁ ନେଲେ ପର୍ଯ୍ୟଟନ ଭିସାରେ ଭାରତ ଆସିଥିବା ଜଣେ ବିଦେଶୀ ମହିଳା । ଆମଷ୍ଟରଡାମର ବାସିନ୍ଦା ମେରାଲ ବୋଣ୍ଟେନବେଲ ଜୟା ନାମକ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କଲା ଇଡି

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କଲା ଇଡି ନଭେମ୍ବର ୨ତାରିଖରେ ପଚରାଉଚରା ପାଇଁ ଡକିଛି ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି  ମାମଲାରେ ପଚରାଉଚରା ପାଇଁ ନୋଟିସ୍ ଦିଆଯାଇଛି । ଏହା…

(Video) ପୁଣି ଚର୍ଚ୍ଚାରେ ଯାତ୍ରାକଳାକାର ପୀୟୁଷ ତ୍ରିପାଠୀ; ଅଭିନୟକୁ ବାସ୍ତବ ଭାବି ଯାତ୍ରା ମଝିରେ ବୋତଲ ମାଡ଼ କଲେ ଦର୍ଶକ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ବାଲିଆପାଳ ରାବଣ ପୋଡ଼ି ପଡ଼ିଆରେ ଚାଲିଥିଲା ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ । ଯାତ୍ରା ମଂଚରେ ମଂଚସ୍ଥ ହେଲା ନାଟକ ଅଧା ରାତିର ସାଥି । ରାତି ଯେତେ ବଢୁଥାଏ କଳାକାରମାନଙ୍କର ଅଭିନୟ ସେତେ…

ବିଶ୍ୱକପ୍‌ରେ ଲଜ୍ଜାଜନକ ପରାଜୟ ପରେ ଇସ୍ତଫା ଦେଲେ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ୍-ହକ୍

ଓଡ଼ିଶା ଭାସ୍କର: ବିଶ୍ୱକପରେ ପାକିସ୍ତାନ ଲଜ୍ଜାଜନକ ପ୍ରଦର୍ଶନ କରୁଥିବା ବେଳେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଯାହାତୁ ନେଇ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ-ହକ୍ ଇସ୍ତଫା ଦେଇଛନ୍ତି। ବାବର ଆଜମଙ୍କ…

ବିଶ୍ୱକପ୍ ୨୦୨୩: ଆଫଗାନିସ୍ତାନ ଖେଳାଳି ରସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଥିଲେ କି ରତନ ଟାଟା ? ଜାଣନ୍ତୁ କ’ଣ ରହିଛି ସତ…

ଓଡ଼ିଶା ଭାସ୍କର: ନିକଟରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା। ଆଫଗାନିସ୍ତାନର ବିଜୟ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥିଲା । ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଶିଳ୍ପପତି…

(video)ଜନ୍ମଦିନରେ ଆକାଶରେ ୧୦୦୦ଫୁଟ ଉଚ୍ଚତାରେ ଉଡିଲେ ଅଭିନେତ୍ରୀ, ଭିଡିଓ ସେୟାର କରି ବୟସ ଲୁଚାଇଥିବାରୁ ହେଲେ ଟ୍ରୋଲ

ମୁମ୍ବାଇ: ମଲାଇକା ଆରୋରା ଅକ୍ଟୋବର ୨୩ ତାରିଖରେ ନିଜର ୫୦ ତମ ଜନ୍ମଦିନ ମନାଇଛନ୍ତି । ଏହି ଅବସରରେ ସେ ଦୁବାଇରେ ଛୁଟୀ କାଟୁଥିବାର ନଜର ଆସିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏହାର ଝଲକ ବି ସେୟାର କରିଛନ୍ତି…

ରାସ୍ତା ସମସ୍ୟା; କୁମ୍ଭକର୍ଣ୍ଣ ନିଦ୍ରାରେ ବିଞ୍ଝାରପୁର ବ୍ଲକ ପ୍ରଶାସନ, ନାହିଁ ନଥିବା ହଇରାଣ ହେଉଛନ୍ତି ୫ରୁ ଉର୍ଦ୍ଧ୍ୱ ପଞ୍ଚାୟତବାସୀ

ଯାଜପୁର: (ଓଡ଼ିଶା ଭାସ୍କର) ଏ ହେଉଛି ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତ ଠାରୁ ସିଂହପୁର କୁ ସଂଯୋଗ କରୁଥିବା ରାସ୍ତା ଆଉ ରାସ୍ତାର ଦୁର୍ଦ୍ଦଶା ଏମିତି ଯେ ଯାହା ସଧାରଣ ଲୋକଙ୍କ ଚଳ ପ୍ରଚଳ ପାଇଁ ଯୋଗ୍ୟ ନୁହେଁ ଗାଡ଼ି…

ଐତିହାସିକ ନିଷ୍ପତ୍ତି, ପ୍ରଥମ ଥର ଏହି ମନ୍ଦିରରେ ନିଯୁକ୍ତ ହେଲେ ମହିଳା ପୂଜାରୀ

ପିଥୌରାଗଡ: ଉତ୍ତରାଖଣ୍ଡରେ ପ୍ରଥମଥର ଯୋଗେଶ୍ୱର ଶ୍ରୀକୃଷ୍ଣ ମନ୍ଦିର କମିଟି ଏକ ଐତିହାସିକ ନିଷ୍ପତ୍ତି ନେଇ ୨ ଜଣ ମହିଳାଙ୍କୁ ମନ୍ଦିରରେ ପୂଜାରୀ ଭାବରେ ନିଯୁକ୍ତ କରିଛନ୍ତି । ପିଥୌରାଗଡ ଜିଲ୍ଲାର ଚଣ୍ଡାକସ୍ଥିତ…