CHARIDHAM

ଘରେ ରହି ମତଦାନ କରିବେ ଭୋଟର, ଏହି ରାଜ୍ୟର ନିର୍ବାଚନ କମିଶନର କରିଛନ୍ତି ସ୍ୱତନ୍ତ୍ର ପ୍ରସ୍ତୁତି

ଜୟପୁର: ରାଜସ୍ଥାନରେ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି । ସେ କହିଛନ୍ତି ରାଜ୍ୟ…

ଅକ୍ଟୋବର ୧୬ ତାରିଖରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ: ଆଜିଠୁ ମେଡିକାଲ ଟାଇମ ବଦଳିଲା

ନୂଆଦିଲ୍ଲୀ: ଆଜି ଅକ୍ଟୋବର ପହିଲାରୁ ଦେଶରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଏଥିସହିତ ବଦଳିଯାଇଛି ମେଡିକାଲ ବ୍ୟବସ୍ଥାର ସମୟ । ତେବେ ଆସନ୍ତା ୧୬ ତାରିଖରୁ ସ୍କୁଲଗୁଡ଼ିକରେ ମଧ୍ୟ ଟାଇମିଙ୍ଗ ପରିବର୍ତ୍ତନ ହେବାକୁ…

(Video) ଆକାଶରେ ଦିଶିଲା ନୀଳ ରଙ୍ଗର ସୂର୍ଯ୍ୟ: ପ୍ରକୃତିର ଖେଳ ନା ଅଲଗା ରହିଛି କାରଣ?

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରକୃତିରେ ଅନେକ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଅଦିନିଆ ବର୍ଷା, ସୁନାମୀ ସାଙ୍ଗକୁ ଖରା ଦିନେ ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେଉଛନ୍ତି । ସେହିପରି ସୂର୍ଯ୍ୟଙ୍କ ରଙ୍ଗ ମଧ୍ୟ ବଦଳି…

ଘର ବାହାରେ ଖେଳୁଥିଲା ୭ ବର୍ଷର ଶିଶୁ, ମୁଣ୍ଡକୁ ଧରି ଭିଡିନେଲା କୁକୁର

ବାନ୍ଦା: ଉତ୍ତରପ୍ରଦେଶ ବାନ୍ଦାରେ ଘର ବାହାରେ ଖେଳୁଥିବା ଏକ ୭ ବର୍ଷର ଶିଶୁକୁ ବୁଲା କୁକୁର ଝୁଣି ଦେଇଥିବାର ଖବର ସାମ୍ନାକୁ ଆସିଛି । କୁକୁର ଶିଶୁଟିର ମୁଣ୍ଡକୁ ପାଟିରେ ଧରି ଏପରି ଭାବରେ ଭିଡି ଦେଇଛି ଯେ ଶିଶୁଟି ଏବେ…

ଚିଲିକା ମଝିରେ ଅଟକିଗଲା ଡଙ୍ଗା, ଫଶି ରହିଥିବା ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଭୁୁବନେଶ୍ୱର: ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫଶିରହିଛି । ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଯାଉଥିବା ସୂଚନା ମିଳିଛି । ଏମାନେ ସମସ୍ତେ ପୁରୀ ସାତପଡାରୁ ଜହ୍ନିକୁଦ ଯାଉଥିଲେ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ…

ବିଶ୍ୱକପ ପୂର୍ବରୁ ଆଉ ଏକ ବଡ଼ ଦାବି ରଖିଲା PCB: ପାକିସ୍ତାନର ସରୁନି ଡିମାଣ୍ଡ ତାଲିକା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୪ଟି ଦିନ ବାକି ରହିଛି । କିନ୍ତୁ ସେପଟେ ଶେଷ ହେଉନି ପାକିସ୍ତାନର ଡିମାଣ୍ଡ ତାଲିକା । ଗୋଟିଏ ପରେ ଗୋଟିଏ ଡିମାଣ୍ଡ କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ ।…

ଭିକ ମାଗିବାକୁ ଫ୍ଲାଇଟରେ ସାଉଦି ଆରବ ଯାଉଥିଲେ ଭିକାରୀ: ଜଣା ପଡ଼ିବା ପରେ ଘଟିଲା ଏମିତି କିଛି

ନୂଆଦିଲ୍ଲୀ: ସାଉଦି ଆରବ ଅଭିମୁଖେ ଯାଉଥିବା ଏକ ବିମାନରେ ଏକ ଅଭାନୀୟ ଏବଂ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ଲୋକ କେବଳ ଭିକ ମାଗିବା ପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା…

ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ହାଣିଲା ଯୁବକ, ଜୀବନ ବଞ୍ଚାଇବାକୁ ଡାକ୍ତର ପକାଇଲେ ୮୫୦ ଷ୍ଟିଚ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଲିଭ ଇନ ରିଲେସନର ଏପରି ଭୟାନକ ଅନ୍ତ ଘଟିଛି ଯାହା ଜାଣିଲେ ଆପଣଙ୍କ ଛାତି ଧରି ଉଠିବ । ଏଠାରେ ଜଣେ ଯୁବକ ନିଜ ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ଏପରି ଭାବରେ ହାଣିଛି ଯେ ପୋଲିସ ଓ…

୧୫ ଅକ୍ଟୋବରରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ, ଜାଣନ୍ତୁ କେଉଁ ବାହାନରେ ଧରାପୃଷ୍ଠକୁ ଆସୁଛନ୍ତି ମା’

ଚଳିତ ବର୍ଷ ନବରାତ୍ରୀ ପର୍ବ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ନବରାତ୍ରୀର ୯ ଦିନରେ ମା’ଙ୍କ ନଅଗୋଟି ସ୍ୱରୂପର ପୂଜା ଆରାଧନା କରାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସ ଶୁକ୍ଳପକ୍ଷ…

ଦୋହଲିଗଲା ତୁର୍କୀର ରାଜଧାନୀ, ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ସଂସଦ ନିକଟରେ ଭୟଙ୍କର ବିସ୍ଫୋରଣ

ଅଙ୍କାରା: ତୁର୍କୀ ରାଜଧାନୀ ଅଙ୍କାରା ନିକଟରେ ଆଜି ଅର୍ଥାତ୍ ରବିବାର ଦ୍ୱିପ୍ରହରରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହା ସହିତ ଗୁଳିଗୋଳା ବର୍ଷଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଏହି ଆତ୍ମଘାତୀ ବିସ୍ଫୋରଣରେ…