ଶାଳଖୁଣ୍ଟା ବାଳିକା ଆବାସିକ ବିଦ୍ୟାଳୟରେ ଅନୁଷ୍ଠିତ ହେଲା “Parents as Partners” କାର୍ଯ୍ୟକ୍ରମ

ଉଦଳା: ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭଗ ଆନୁକୂଲ୍ୟରେ ପ୍ୟାରେଣ୍ଟସ ଆଜ ପାର୍ଟନର୍ସ (ସହଭାଗିତା ଭାବରେ ପିତା ମାତା) ବୈଠକ ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ସ୍ଥିତ ଶାଳଖୁଣ୍ଟା ବାଳିକା ଆବାସିକ ବିଦ୍ୟାଳୟ…

ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ: କାଶ୍ମୀର ପ୍ରସଙ୍ଗ ନେଇ ବର୍ଷିଲା

ନୂଆଦିଲ୍ଲୀ: ଜାତିସଂଘରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ । ପାକିସ୍ତାନର କାଶ୍ମୀର ଲୋଭ ଏବଂ ଭାରତର ଅଧିକୃତ ଅଞ୍ଚଳକୁ ନେଇ ତୀବ୍ର ସମାଲୋଚନାର ସାମ୍ନା କରିଛି ପାକିସ୍ତାନ । ପାକିସ୍ତାନକୁ ନିଜର…

ସିଗାରେଟ୍ ଉପରେ ବ୍ୟାନ ଲଗାଇବେ ପ୍ରଧାନମନ୍ତ୍ରୀ! ନୂଆ ନିୟମ ଜାରି କରିବା ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଧୁମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ ଖୁବ କ୍ଷତିକାରକ । ଏହା ଜାଣିବା ପରେ ମଧ୍ୟ ଏହାର ବିକ୍ରି ଉପରେ କୌଣସି ପ୍ରଭାବ ପଡ଼ିପାରିନାହିଁ । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଲୋକ ଏହାକୁ ନିଶା ଆକାରରେ ଗ୍ରହଣ…

ଇତିହାସ ରଚିଲା ଭାରତ: କ୍ରିକେଟର ସବୁ ଫର୍ମାଟରେ No.1 ସ୍ଥାନ ହାସଲ କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ବିଜୟୀ ହୋଇ ଇତିହାସ ରଚିଛି ଭାରତୀୟ ଟିମ୍ । ବର୍ତ୍ତମାନ କ୍ରିକେଟ ଜଗତର ବାଦଶାହ ସାଜିଛି ଟିମ୍ ଇଣ୍ଡିଆ । କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ସ୍ଥାନ ହାସଲ କରି…

ଟାଇଫସ ସଂକ୍ରମଣରେ ଲାଗୁନି ବ୍ରେକ: ୧୦ ନୂଆ ପଜିଟିଭ ସହ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଉରକେଲା: ସାରା ରାଜ୍ୟରେ ବର୍ତ୍ତମାନ ‘ସ୍କ୍ରବ ଟାଇଫସ’କୁ ନେଇ ଆତଙ୍କ ବ୍ୟାପିବାରେ ଲାଗିଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ଏହି ଭାଇରସର ଏକ ହବ୍ ପାଲଟିଯାଇଛି । ପ୍ରତିଦିନ ଅଧିକ ସଂଖ୍ୟାରେ ପଜିଟିଭ ସଂଖ୍ୟା ଏବେ…

୪ ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗି ଦିଅରଙ୍କ ସହ ପଳାଇଲା ଭାଭଜ

ଓଡ଼ିଶା ଭାସ୍କର: ଦିଅର ପ୍ରେମରେ ପଡ଼ି ପାଗିଳି ହୋଇ ୪ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗିଲେ ମହିଳା। ଏଭଳି ଘଟଣା ଘଟିଛି ବିହାରର ସୁପୌଲରେ। ଅଭିଯୁକ୍ତ ମା’ ଏଭଳି କରିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ…

ସାର୍ବଜନୀନ ଗଣେଶୋତ୍ସବରେ ଯୋଗଦେଲେ ସନ୍ନି ଲିଓନି ଓ ତାଙ୍କ ସ୍ଵାମୀ ଡାନିଏଲ ୱେବର

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଆକ୍ଟରସନ୍ନି ଲିଓନି ଏବଂ ତାଙ୍କ ସ୍ୱାମୀ ଡାନିଏଲ ୱେବର ପ୍ରଭୁ ଶ୍ରୀଗଣେଶଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ମୁମ୍ବାଇର ଲାଲବାଗଚା ରାଜା ସାର୍ବଜନୀନ ଗଣେଶୋତ୍ସବ ମଣ୍ଡଳକୁ ଯାଇଥିଲେ।…

ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ: ମୋହାଲିର ପଂଜାବ କ୍ରିକେଟ ଆସୋସିଏସ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇ ଦେଇଛି ଭାରତ । ଏହା ସହିତ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଭାରତ ।ଏହି…

୨ଦିନ ପାଇଁ ସିଆଇଡି ରିମାଣ୍ଡରେ ଯିବେ ଆନ୍ଧ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ଜେଲରେ ଜେରା ହେବେ ଆନ୍ଧ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତାଙ୍କୁ ଜେରା କରିବାକୁ ସିଆଇଡିକୁ ଅନୁମତି ଦେଇଛନ୍ତି ଦୁର୍ନୀତି ନିରୋଧ ଶାଖାର କୋର୍ଟ। ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ…

ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଭୁବନେଶ୍ୱର: ଅନେକ ଓଡ଼ିଆ ଭଜନ ଗାଇଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଦୀର୍ଘ ୭…