ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ

ଓଡିଶା ଭାସ୍କର: ଆଜି ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ବ୍ରିଟିଶ ଶାସନ…

ରାମମନ୍ଦିର ପାଇଁ ଅମ୍ବାନୀ ପରିବାର କେତେ ଟଙ୍କା ଦାନ ଦେଲେ? ଜାଣନ୍ତୁ…

ଓଡିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଶ୍ୱର କୋଣ ଅନୁକୋଣରୁ ବହୁ ସାଧୁସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ତେବେ…

ହିନ୍ଦୁ ଧର୍ମରେ ସବୁଠାରୁ ପ୍ରିୟ ଭଗବାନ କିଏ? ରିସର୍ଚ୍ଚରୁ ଆସିଲା ଏଭଳି କିଛି ମଜାଦାର ତଥ୍ୟ

ନୂଆଦିଲ୍ଲୀ: ହିନ୍ଦୁଧର୍ମରେ ବିଶ୍ୱାସ କରୁଥିବା ଅଧିକାଂଶ ଲୋକ କୌଣସି ନା କୌଣସି ଦେବ ଓ ଦେବତାଙ୍କୁ ନିଜର ପ୍ରିୟ ଭଗବାନ ମାନନ୍ତି । ଲୋକମାନେ କାହାକୁ ଅଧିକ ମାନନ୍ତିି ବୋଲି ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରୁ…

କିଏ ଏହି ନରେନ୍ଦ୍ର ମୋଦି? ଜାଣନ୍ତୁ, ତାଙ୍କ ଜୀବନର କିଛି ଖାସ୍ ରହସ୍ୟ ବିଷୟରେ…

ଓଡିଶା ଭାସ୍କର: ନରେନ୍ଦ୍ର ମୋଦି ଏହା ଆଜି କେବଳ ଏକ ନାମରେ ସୀମିତ ନାହିଁ ଏହା ବର୍ତ୍ତମାନ ଏକ ବ୍ରାଣ୍ଡ ଭାବେ ପରିଚିତ। ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଠାରୁ ସେ ସବୁବେଳେ କିଛି ଭିନ୍ନ ଅନ୍ଦାଜରେ କାମ କରିଥାନ୍ତି।…

ଯଶବନ୍ତ ସିଂହଙ୍କୁ କାହିଁକି କୁହାଯାଏ ବାଜପେୟୀଙ୍କ ହନୁମାନ? ଜାଣନ୍ତୁ, ଏହା ପଛରେ ଥିଲା ଏଭଳି ରୋଚକ କାହାଣୀ

ନୂଆଦିଲ୍ଲୀ: ରାଜନୀତିରେ ରୁଚି ରଖୁଥିବା ଲୋକଙ୍କୁ ବେଶ ଭଲ ଭାବେ ଜଣା ଯେ, ଯଶବନ୍ତ ସିଂହଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ହନୁମାନ କୁହାଯାଉଥିଲା। ଯେଉଁ ସମୟରେ ଦେଶରେ ବାଜପେୟୀଙ୍କ ସରକାର…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ ସବୁ ଲାଭ ମିଳିବ

ଓଡିଶା ଭାସ୍କର: ଆଜି ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଜନ୍ମଭୂମିରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ। ତାଙ୍କ ପାଇଁ ଆଜି କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ…

Breaking News: ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ଦେହାନ୍ତ

କଟକ: ଓଡିଶାର ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ଦେହାନ୍ତ। ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ଦିନେ ନିଜର ପ୍ରିୟ ଭକ୍ତ ହନୁମାନଙ୍କୁ ବ୍ରହ୍ମାସ୍ତ୍ର ଚଳାଇଥିଲେ ପ୍ରଭୁ ରାମ, ହେଲେ କାହିଁକି?

ଓଡିଶା ଭାସ୍କର: ପୁରାଣ ଅନୁଯାୟୀ, ଭଗବାନ ରାମ ହେଉଛନ୍ତି ଶ୍ରୀ ହରି ବିଷ୍ଣୁଙ୍କ ସପ୍ତମ ଅବତାର । ଅନ୍ୟପଟେ ହନୁମାନ ଶିବଙ୍କର ଏକାଦଶ ରୁଦ୍ରାବତାର ଭାବରେ ଜନ୍ମ ହୋଇଥିଲେ । କୁହାଯାଏ ଯେ ହନୁମାନ ଭଗବାନ ରାମଙ୍କ ସୁରକ୍ଷା…

WATCH: ମୋଦୀଙ୍କୁ ରୂପାରେ ନିର୍ମିତ ଏକ ରାମ ମନ୍ଦିର ପ୍ରତିକୃତି ଉପହାର ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 

ଓଡିଶା ଭାସ୍କର: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। କାରଣ ଦେଶର ଇତିହାସରେ ଏକ ନୂଆ ଫର୍ଦ ଆଜିଠାରୁ ଯୋଡି ହୋଇଛି। ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ଶେଷ ହୋଇଛି।…

ରାବଣକୁ ୬ ମାସ ବନ୍ଦୀ କରି ରଖିଥିଲେ ଭାରତର ଏହି ରାଜା….ତାଙ୍କ ବୀରତ୍ୱର କାହାଣୀ ବହୁତ କମ୍ ଲୋକ ଜାଣନ୍ତି

ଓଡିଶା ଭାସ୍କର: ଭାରତରେ ଅନେକ ସାହସୀ ରାଜା ଅଛନ୍ତି, ଯେଉଁମାନେ ନିଜ ଶକ୍ତି ବଳରେ ହଜାରେ ବର୍ଷ ଶାସନ କରିଥିଲେ। ଯେତେବେଳେ ଆମେ ଇତିହାସର ପୃଷ୍ଠାଗୁଡ଼ିକୁ ଲେଉଟାଇ ଥାଉ, ସେତେବେଳେ ଏପରି ଜଣେ ରାଜାଙ୍କ ନାମ ଆସିଥାଏ…