ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ବିୟୋଗ, ଓଡ଼ିଶା ଗଣମାଧ୍ୟମ ଜଗତ ପାଇଁ ଅପୂରଣୀୟ କ୍ଷତି
ଭୁବନେଶ୍ୱର: ଓଡ଼ିଶା ସାମ୍ବାଦିକ ଜଗତରୁ ଆସିଛି ଆଉ ଏକ ଦୁଖଃଦ ଖବର। ଜଣାଶୁଣା ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ପରଲୋକ। ୪୯ ବର୍ଷ ବୟସରେ ଆଜି ତାଙ୍କର ଅକାଳ ବିୟୋଗ ଘଟିଥିବା ଜଣାପଡିଛି। ଚିକିତ୍ସାଧୀନ…