IAS ଆଶାୟୀଙ୍କ ପାଇଁ ଭଲ ଖବର, ସୋନୁ ଯୋଗାଇବେ ମାଗଣା କୋଚିଂ; ଜାଣନ୍ତୁ କିପରି କରିବେ ଆବେଦନ
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କୋଭିଡ୍ ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇ ରିଲ୍ ଲାଇଫ୍ ରୁ ରିୟଲ୍ ଲାଇଫ୍ ବନି ଯାଇଛନ୍ତି । ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ବୃତ୍ତି ଦେବା…