Featured ଗୁଗଲ୍ ସର୍ଚ୍ଚରେ କନ୍ନଡ ‘ସବୁଠୁ କଦର୍ଯ୍ୟ ଭାଷା’, ତେଜିଲା ବିବାଦ Odisha Bhaskar Bureau Jun 4, 2021 ବେଙ୍ଗାଲୁରୁ(ଓଡ଼ିଶା ଭାସ୍କର): ଭାରତର ସବୁଠୁ କଦର୍ଯ୍ୟ ଭାଷା କଣ? ଏହାର ଉତ୍ତରରେ ଗୁଗଲ୍ କହୁଥିଲା ‘କନ୍ନଡ଼’ । ସେଇଠୁ ଆରମ୍ଭ ହେଲା ବିବାଦ । ସାରା କର୍ଣ୍ଣାଟକରୁ ଗୁଗଲ୍ ବିରୋଧରେ ଶୁଭିଲା ଗର୍ଜନ । ବିଶ୍ୱର ଏହି ପ୍ରମୁଖ…
Breaking News ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକ ମାନଙ୍କୁ ମିଳିବ ଟିକା Odisha Bhaskar Bureau Jun 4, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଡ୍ରାଇଭ୍ ରେ ସାମ୍ବାଦିକମାନଙ୍କୁ ଦିଆଯିବ ଟିକା । ଏନେଇ ଆଜି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭ୍ ରେ ଟିକାକରଣ କରାଯିବ ବୋଲି ବିଏମସି…
Breaking News ଟ୍ରେନରେ ପ୍ରେମ ହେଲା, ପ୍ରେମିକା କଳାକନା ବୁଲାଇଦେଲା Odisha Bhaskar Bureau Jun 4, 2021 ଅଲୀଗଡ: ଉତ୍ତରପ୍ରଦେଶର ଅଲୀଗଡରୁ ଚୋରି ଏବଂ ଲୁଟର ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଘରୁ ସବୁ ସୁନା ଗହଣା ଓ ଟଙ୍କା ଲୁଟ୍ କରି ଫେରାର୍…
Breaking News ଦରବୃଦ୍ଧି ଯଦି ସମସ୍ୟା ହେଉଛି ତାହେଲେ ଖାଇବା ପିଇବା ଓ ପେଟ୍ରୋଲ୍ ଭରିବା ଛାଡିଦିଅ: ବିଜେପି ନେତା Odisha Bhaskar Bureau Jun 4, 2021 ରାୟପୁର: ଦେଶରେ ବଢ଼ୁଥିବା ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବର୍ତ୍ତମାନ ଆକାଶ ଛୁଆଁ ହେବାରେ ଲାଗିଛି । ପେଟ୍ରୋଲ୍୍ ଡିଜେଲ୍ ଠାରୁ ଆରମ୍ଭ କରି ଖାଇବା ତେଲ ସମେତ ଅନ୍ୟାନ୍ୟ ନିତ୍ୟବ୍ୟବାହାର୍ଯ୍ୟ ଜିନିଷର ମୁଲ୍ୟ ଅହେତୁକ…
Breaking News ଜୀବିତ ରହିବା ପାଇଁ ଓ ଅଧିକ ବେଗରେ ବ୍ୟାପିବାକୁ ରଙ୍ଗ ପରିବର୍ତ୍ତନ କରୁଛି ଫଙ୍ଗସ୍ Odisha Bhaskar Bureau Jun 4, 2021 ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ମହାମାରୀ ଭାବରେ ଉଭା ହୋଇଛି । ଯାହା ଦ୍ୱାରା ଏବେ ଦେଶର ଅଧିକାଂଶ ଲୋକ ସଂକ୍ରମିତ ହେଉଛନ୍ତି । କିଛି ରାଜ୍ୟରେ ଏବେ ବ୍ଲାକ୍…
Astrology ରାଶିଫଳ (ଶୁକ୍ରବାର,୦୪ ଜୁନ,୨୦୨୧) Odisha Bhaskar Bureau Jun 4, 2021 ମେଷ - ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…
Breaking News ବିଚ୍ ରାସ୍ତାରୁ ଯୁବକଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ Odisha Bhaskar Bureau Jun 3, 2021 ଭୁବନେଶ୍ୱର: ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ କରିନେଲେ ୫ ଦୁର୍ବୁତ୍ତ । ଭୁବନେଶ୍ୱର ଡେଲଟା ଛକରେ କାରରେ ଯୁବକଙ୍କୁ ଉଠାଇନେଲେ ଦୁର୍ବୁତ୍ତ । ଘଟଣା ଅନୁଯାୟୀ, ଅପହୃତ ଯୁବକ ଅନ୍ୟ ଜଣଙ୍କ ସହ ବାଇକରେ ଆସୁଥିଲେ ।…
Featured ଇଣ୍ଡୋନେସିଆରେ ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ Odisha Bhaskar Bureau Jun 3, 2021 ନୂଆଦିଲ୍ଲୀ: ଗୁରୁବାର ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପପୁଞ୍ଜ ଉପକୂଳରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୩.୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ…
Featured କର୍ଣ୍ଣାଟକରେ ଜୁନ୍ ୧୪ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି Odisha Bhaskar Bureau Jun 3, 2021 ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ରାଜ୍ୟରେ ରାଜ୍ୟରେ ଲକଡାଉନକୁ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗୁରୁବାର ଏହି ନିଷ୍ପତ୍ତି…
Featured ମହାରାଷ୍ଟ୍ରରେ ଆରମ୍ଭ ହେଲା ଅନଲକ ପ୍ରକ୍ରିୟା, କୋଲକାତାରେ ଖୋଲିଲା ରେଷ୍ଟୁରାଣ୍ଟ Odisha Bhaskar Bureau Jun 3, 2021 ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣରେ କ୍ରମାଗତ ହ୍ରାସ ହେବା ପରେ ଏବେ ରାଜ୍ୟରୁ ଲକଡାଉନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତେବେ ଏହି ଅନଲକ ପ୍ରକ୍ରିୟା ୫ ପର୍ଯ୍ୟାୟରେ…