ପଞ୍ଜାବରେ କରୋନା ପଜିଟିଭ ହାରରେ ବୃଦ୍ଧି, ୩୧ ମେ ପର୍ଯ୍ୟନ୍ତ ବୃଦ୍ଧି ହେଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୬/୫: ଦେଶରେ ଜାରି ରହିଛି କରେନାର ଦ୍ୱିତୀୟ ଲହରୀ ।  କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅନେକ ରାଜ୍ୟକୁ କବଳିତ କରିଛି । କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ରାଜ୍ୟମାନେ ମଧ୍ୟ କଡା ପ୍ରତିବନ୍ଧକ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ- ‘ମୋତେ ମଧ୍ୟ ଗିରଫ କର’

ନୂଆଦିଲ୍ଲୀ, ୧୬/୫ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଏକ ପୋଷ୍ଟରକୁ ନେଇ ଯେଉଁ ଗିରଫଦାରୀ ହୋଇଛି , ସେହି ପୋଷ୍ଟରକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେୟାର କରିଛନ୍ତି। ପୋଷ୍ଟରର…

ବ୍ରିଟେନ ଷ୍ଟ୍ରେନ୍ ଏବଂ ଭାରତରେ ମିଳୁଥିବା କରୋନାର ଭ୍ୟାରିଏଣ୍ଟ ଉପରେ ସ୍ୱଦେଶୀ ‘କୋଭାକ୍ସିନ’ ପ୍ରଭାବଶାଳୀ ଅଟେ: ଭାରତ ବାୟୋଟେକ

ନୂଆଦିଲ୍ଲୀ, ୧୬/୫: ଭାରତ ଏବଂ ବ୍ରିଟେନରେ ଦେଖାଯାଉଥିବା କରୋନା ଷ୍ଟ୍ରେନ ବିରୁଦ୍ଧରେ କୋଭାକ୍ସିନ ପ୍ରଭାବଶାଳୀ ହେଉଥିବା ନେଇ ରବିବାର ଭାରତ ବାୟୋଟେକ ସୂଚନା ଦେଇଛି । ଏକ ଜଣାଶୁଣା ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ…

୬ ମାସ ପରେ ଖୋଲିବ କେଦାରନାଥ, ୧୧ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି ମନ୍ଦିର

ଦେହରାଦୁନ, ୧୬/୫:  ୬ ମାସର ଶୀତକାଳୀନ ଅବକାଶ ପରେ ଆସନ୍ତା କାଲି ସୋମବାର ସକାଳ ୫ ଟାରେ ବିଶ୍ୱ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର ଖୋଲାଯିବ । ତେବେ ଗତ ବର୍ଷ ଭଳି, କୋଭିଡ-୧୯ କାରଣରୁ ଏ ବର୍ଷ ମଧ୍ୟ ବିନା ଭକ୍ତରେ…

ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ କରୋନା ପରେ କେତେ ଦିନରେ ସ୍ୱାଦ ଏବଂ ଶୁଙ୍ଘିବା କ୍ଷମତା ଫେରି ଥାଏ?

ଗତ ଏକ ସପ୍ତାହ ଧରି ଦୈନିକ କରୋନା ସଂକ୍ରମଣରେ କ୍ରମାଗତ ହ୍ରାସ ଘଟିଛି, କିନ୍ତୁ ମୃତ୍ୟୁ ସଂଖ୍ୟା ଏବେବି ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ତିନି ଲକ୍ଷରୁ ଅଧିକ କରୋନା ରୋଗ ହୋଇଥିବା ଜଣାପଡିଛି, କିନ୍ତୁ ଏହି…

୫୦ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକ୍ରି କରି ବାପା ଫେରାର୍

ଭୁବନେଶ୍ୱର, ୧୬/୦୫(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧର ହାର ବଢ଼ିବାରେ ଲାଗିଛି । ପ୍ରତିଦିନ ଠକେଇ, ଚୋରି ଭଳି ଘଟଣାର ସାମନା କରୁଛନ୍ତି ସାଧାରଣ ଲୋକ । ତେବେ ଏହା ଭିତରେ ଆଜି ଆଉ ଏକ ସଙ୍ଗୀନ…

ଲକଡାଉନ୍ ସମୟରେ ସମସ୍ତ ରାସନ୍ ଦୋକାନ ଖୋଲା ରହିବା ସହିତ ସମୟ ବୃଦ୍ଧି ପାଇବ: କେନ୍ଦ୍ର

ନୂଆଦିଲ୍ଲୀ, ୧୬/୦୫(ଓଡିଶା ଭାସ୍କର) : ରବିବାର କେନ୍ଦ୍ର ପକ୍ଷରୁ ରାସନ ଦୋକାନ ଗୁଡିକ ଖୋଲା ରଖିିବା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଲକଡାଉନ୍ ସମୟରେ…

କଟ୍ରିନାଙ୍କ ପୁର୍ବରୁ ହରଲୀନଙ୍କ ସହ ରିଲେସନରେ ଥିଲେ ଭିକି କୌଶଲ

ମୁମ୍ବାଇ, ୧୬/୦୫(ଓଡିଶା ଭାସ୍କର) : ବଲିଉଡ୍ ଅଭିନେତା ଭିକି କୌଶଲଙ୍କର ଆଜି ହେଉଛି ୩୩ତମ ଜନ୍ମଦିନ । ଫିଲ୍ମରେ ତାଙ୍କ ଦମଦାର୍ ଆକ୍ଟିଂ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି ସତ ହେଲେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ…

ଭାରତର ଏମିତି ଏକ ଗାଁ ଯାହାକୁ ଛୁଇଁ ପାରିନି କରୋନା!

ଆଧୁନିକତାର ଯୁଗରେବି ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର ଥିବା ମାଲାନା ଗାଁରେ  ଆଜି ବି ଏହାର ନିଜସ୍ୱ ନିୟମ ଅଛି ।  ହିମାଚଳ ପ୍ରଦେଶ ସମେତ ସମଗ୍ର ଭାରତ ତଥା ବିଦେଶରେ କରୋନା ମହାମାରୀ ବ୍ୟାପିଥିବାବେଳେ କୁଲୁ ଜିଲ୍ଲାର…