fbpx

ବଢ଼ିଲା ପ୍ରଦୀପଙ୍କ ସମସ୍ୟା: ଦାୟର ହେଲା ଆଉ ଏକ ମାମଲା

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ବେଆଇନ ଅର୍ଥ ଠୁଳ ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପିଛା ଛାଡ଼ୁନାହିଁ ବିବାଦ । ପ୍ରଦୀପଙ୍କ ନାମରେ ଆଉ ଏକ…

ନିଲମ୍ବିତ ହେଲେ ଦୁଇ ପୋଲିସ ଅଧିକାରୀ

ପୁରୀ, ୧୭ା୧ (ଓଡିଶା ଭାସ୍କର): ପୁରୀ ସଦର ଥାନା ମହିଳା ଏସଆଇ ଅତଶି ଜେନାଙ୍କୁ ନିଲମ୍ବିତ କରାଯାଇଛି । ଜୁଆ ଆଡ୍ଡାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ସେହିପରି…

ଦେଶରେ ଦିନକରେ ୧୮୧ ମୃତ, ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୭ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୮୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୨୭୪କୁ ବୃଦ୍ଧି ପାଇଛି । ଦିନକରେ ୧୫ ହଜାର ୧୪୪ ଜଣ ଆକ୍ରାନ୍ତ ହୋଇଥିବା…

ପ୍ରକାଶ ପାଇଲା ୟୁଜି ସ୍ପଟ୍ ନାମଲେଖା ମେଧା ତାଲିକା: ଜାଣନ୍ତୁ କେବେ ହେବ ନାମଲେଖା

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ରାଜ୍ୟରେ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜମାନଙ୍କରେ ପିଜି ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି । ତାଲିକାରେ ସ୍ଥାନ ପାଇଥିବା…

ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ଆଜିଠାରୁ ଚିଲିକା ଓ ଭିତରକନିକାରେ ବିଭାଗ ପକ୍ଷରୁ ନିୟୋଜିତ ଟିମ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିଲିକା ଅନ୍ତର୍ଗତ…

ଆଉ ଦୁଇଦିନ ଘନକୁହୁଡ଼ି

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନକୁହୁଡ଼ିର ପ୍ରଭାବ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛି । ଘନ କୁହୁଡ଼ି ଯୋଗୁଁ ରାଜ୍ୟର ଅନେକ…