ଷ୍ଟକ୍ ମାର୍କେଟରେ ବଡ଼ ହ୍ରାସ! 983 ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ନୂଆଦିଲ୍ଲୀ, ୩୦/୦୪: ଶୁକ୍ରବାର ସେୟାର ବଜାରରେ ଏକ ବଡ଼ ହ୍ରାସ ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୯୮୩ ପଏଣ୍ଟ ହ୍ରାସ ପାଇଛି, ଅର୍ଥାତ୍ ୧.୯୮%, ଖସି ୪୮,୭୮୨ ରେ ବନ୍ଦ ହୋଇଛି । ଏଥି ସହିତ ନିଫ୍ଟିରେ ମଧ୍ୟ…

ଦିଲ୍ଲୀ ଉପରାଜ୍ୟପାଳ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ ୩୦ ।୪ (ଓଡ଼ିଶା ଭାସ୍କର) : କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଅନିଲେ ବେଜଲ । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ତାଙ୍କର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା।…

ଜାଣନ୍ତୁ ଘରେ କେମିତି କରିବେ କରୋନା ରୋଗୀଙ୍କ ଚିକିତ୍ସା !

ନୂଆଦିଲ୍ଲୀ ୩୦ ।୪ (ଓଡ଼ିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସଂକ୍ରମଣ ବଢୁଥିବା…

ଗିରିଧର ଗମାଙ୍ଗ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୩୦ ।୪ (ଓଡ଼ିଶା ଭାସ୍କର) : କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ସେ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । ଗିରିଧର ଗମାଙ୍ଗ ଓଡ଼ିଶାରେ ୧୩ ତମ…

ଆଇପିଏଲ ୨୦୨୧, PBKS VS RCB: ଏମିତି ରିହିପାରେ ଉଭୟ ଦଳର ଚୂଡାନ୍ତ ଏକାଦଶ

ନୂଆ ଦିଲ୍ଲୀ, ୩୦/୦୪: ଆଇପିଏଲ ୨୦୨୧ର ୨୬ ତମ ମୁକାବିଲା ଶୁକ୍ରବାର ପଞ୍ଜାବ କିଙ୍ଗସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଭଲ ପ୍ରଦର୍ଶନ କରିଆସୁଛି । ବାଙ୍ଗାଲୋର…

ରିଲିଜ୍ ହେଲା ରାଧେ ଫିଲ୍ମର ଆଉ ଏକ ଗୀତ “ଦିଲ୍ ଦେ ଦିୟା”

ମୁମ୍ବାଇ, ୩୦ା୪ (ଓଡିଶା ଭାସ୍କର) : ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ "ରାଧେ' ଏବେ ରିଲିଜ୍ ଅପେକ୍ଷାରେ । ଏହି ଫିଲ୍ମର ଗୋଟିଏ ଗୀତ ରିଲିଜ୍ ହୋଇସାରିଥିବା ବେଳେ ଏବେ ଏହାର ଆଉ ଏକ ଗୀତ ରିଲିଜ୍ ହୋଇଛି । ଯାହା ଏବେ…

୧୩୨ ଏସଆଇଙ୍କ ପଦୋନ୍ନତି

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କାର୍ଯ୍ୟ କରୁଥିବା ୧୩୨ ଜଣ ଏସଆଇଙ୍କୁ ଇନ୍ସପେକ୍ଟର ଭାବେ ପଦୋନ୍ନତି ମିଳିଛି । ସମସ୍ତ ଏସଆଇଙ୍କୁ ବିଭିନ୍ନ ଜିଲ୍ଲା ଓ ପୋଲିସ ପ୍ରତିଷ୍ଠାନରେ ନୂତନ ଭାବେ ନିଯୁକ୍ତି…

ଭାରତକୁ ୩୦୦ ଅକ୍ସିଜେନ୍ କନସେନଟ୍ରେଟର୍ ଯୋଗାଇଲା ହଂକଂ

ନୂଆଦିଲ୍ଲୀ, ୩୦ା୪ (ଓଡିଶା ଭାସ୍କର) : କରୋନା ମହାମାରୀ ସହିତ ବର୍ତ୍ତମାନ ପୁରା ଦେଶ ଲଢ଼େଇ କରୁଛି । ଭାରତରେ ଏବେ ଅକ୍ସିଜେନ୍ ର ସଙ୍କଟ ଦେଖାଦେଇଥିବା ବେଳେ ଅନେକ ଲୋକ ଏହାର ଅଭାବରେ ମୃତ୍ୟୁ ମୁଖରେ ପଡୁଛନ୍ତି ।…

ସମସ୍ତ ଅଫିସ୍ ପାଇଁ ଜାରି ହେଲା କୋଭିଡ୍ ଗାଇଡଲାଇନ୍

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେବା ସହ ଅନେକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ…

ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଜବତ କଲା ରୋଜ ଭ୍ୟାଲି ଗ୍ରୁପର  ୩୦୪ କୋଟି ସମ୍ପତ୍ତି

ନୂଆ ଦିଲ୍ଲୀ, ୩୦/୦୪: ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରୋଜ ଭ୍ୟାଲି ସମୂହର କଂପାନୀ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ରୋଜ ଭ୍ୟାଲି ସମୂହର ୩୦୪ କୋଟିର ସ୍ଥାବର ଏବଂ ଅସ୍ଥାବର ସଂପତ୍ତକୁ ସିଜ କରିଛି । ମନି…