CHARIDHAM

କାଲିଠୁ ପରିବହନ ଶ୍ରମିକ ସଙ୍ଘର ଧର୍ମଘଟ: ଦେଖାଦେବ ତେଲ ଅଭାବ ସମସ୍ୟା

ଓଡିଶା ଭାସ୍କର: ଆସନ୍ତାକାଲିଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ଫଳରେ ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରହିବ। ଏଣୁ ଏହାକୁ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଭାପତି…

Big News: ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖିବାକୁ ସମସ୍ତ ଡାକ୍ତରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡିଶା ଭାସ୍କର: ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ ଟ୍ରାଜେଡି ପରେ ତତ୍ପରତା ପ୍ରକାଶ। ଡାକ୍ତରଙ୍କ ଔଷଧର ନାଁ ସ୍ପଷ୍ଟ ଭାବେ ଲେଖିବା ଉପରେ ଗୁରୁତ୍ୱ ଦେଲେ ମାନ୍ୟବର ହାଇକୋର୍ଟ। ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ…

ଇଡି କଣ କରିବ? ଇଡି ହେଉଛି ସବୁଠୁ ବଡ଼ ଇଡିଅଟ୍‌ : କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ

କୋଲକାତା: ପଶ୍ଚିମବଙ୍ଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଏକ ଦଳ ଉପରେ ଆକ୍ରମଣ ହେବାର ଦୁଇ ଦିନ ପରେ ଅର୍ଥାତ ଆଜି ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ରୀୟ ଏଜେନ୍ସି ତଥା ଶାସକ ମମତା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଓ ମାଲଦ୍ୱୀପର ମନ୍ତବ୍ୟକୁ ନେଇ ଏଭଳି କିଛି ଲେଖିଲେ ଭାରତୀୟ ସେଲିବ୍ରେଟି

ଓଡିଶା ଭାସ୍କର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ। ସାଉଥ ଏସିଆର ମାଲଦ୍ୱୀପ ଓ ଭାରତର ଲାକ୍ଷାଦ୍ୱୀପ ମଧ୍ୟରେ ମୋଦୀ ଫରକ ଦେଖାଇ ସେ ଲାକ୍ଷାଦ୍ୱୀପକୁ ବୁଲିଯିବା ପାଇଁ ସମସ୍ତଙ୍କୁ…

ଆସନ୍ତା ୮ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ NEET ଓ JEE କୋଚିଂ, ମିଳିଲା DHSEଙ୍କ ନିର୍ଦ୍ଦେଶ

ଓଡିଶା ଭାସ୍କର: କଲେଜରେ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଦିଆଯିବ NEET ଓ JEE କୋଚିଂ। ଆସନ୍ତା ୮ ତାରିଖରୁ ସବୁ କଲେଜରେ ଦିଆଯିବ ଅନଲାଇନ କୋଚିଂ। ଏନେଇ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜକୁ DHSE ପକ୍ଷରୁ…

ସମ୍ବଲପୁର: ପୋଲିସ ଉପରକୁ ଗୁଳି ଚାଳନା କଲେ ଡକାୟତ

ଓଡିଶା ଭାସ୍କର: ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ପୋଲିସ ଉପରକୁ ଡକାୟତ ମାନେ ଗୁଳି ଚାଳନା କରିଛନ୍ତି। ଏହା ପରେ ପୋଲିସର ପାଲଟା ଗୁଳି ଚାଳନାରେ ଜଣେ ଡକାୟତ ଆହତ…

ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ପରିହାସ; ଭାରତୀୟଙ୍କ ବିରୋଧରେ ଜାହିଦ ରମିଜ ଦେଲେ ଜାତିଆଣ ମନ୍ତବ୍ୟ

ଓଡିଶା ଭାସ୍କର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ଏହା ସହ ମୋଦୀ ସେଠାରେ ବିତାଇଥିବା କିଛି ମୁହୂର୍ତ୍ତର ଫଟୋ ଓ…

ସୂର୍ଯ୍ୟଙ୍କ ପ୍ରକୃତ ରଙ୍ଗ କ’ଣ? Red, Yellow, Orange…ସଠିକ ଉତ୍ତର ଜାଣନ୍ତୁ

ଓଡିଶା ଭାସ୍କର: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସେ ହେଉଛନ୍ତି ଜୀବଜଗତର ପାଳନ କର୍ତ୍ତା। ସୂର୍ଯ୍ୟୋଦୟର ଏହି ସ୍ପର୍ଶ ପାଇବା ପାଇଁ ସମସ୍ତ ଜୀବଜନ୍ତୁ ଅପେକ୍ଷା କରିଥାନ୍ତି। ତାଙ୍କ ବିନା ଜୀବଜଗତର କୌଣସି…

ଅସଦୁଦ୍ଦିନ ଓୱେସିଙ୍କ ପ୍ରଶ୍ନ: ଡିସେମ୍ବର ୬ ରେ ବାବ୍ରି ମସଜିଦକୁ କିଏ ଭାଙ୍ଗିଥିଲା?

ଓଡିଶା ଭାସ୍କର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଲାଗି ରହିଛି ଅନେକ ଚର୍ଚ୍ଚା ଓ ଆଲୋଚନା । ସେହିପରି ଏହାକୁ ନେଇ ରାଜନୀତି ମଧ୍ୟ ବେଶ୍ ସରଗରମ ରହିଛି। ତେବେ ଏହାରି ଭିତରେ ମନ୍ଦିର…

‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ ଏଥିରେ କ’ଣ ଲେଖା ରହିଛି

ଓଡିଶା ଭାସ୍କର: ଜାନୁଆରି ୧୪ ତାରିଖରେ ମଣିପୁରରୁ ରାହୁଲ ଗାନ୍ଧୀ ଭାରତ ନ୍ୟାୟ ଯାତ୍ରା ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିବେ। ଏହା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ତେବେ ଏହାକୁ ନେଇ କଂଗ୍ରେସ…