ଓଡିଶାରେ ଚିନ୍ତା ବଢାଉଛି କରୋନା: ଆଜି ୮୨୧୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟରେ ଆଜି ୮ ହଜାର ୨୧୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବଧିକ ୧୨୭୧ କରୋନା ଆକ୍ରାନ୍ତ…

ରାଶିଫଳ (ମଙ୍ଗଳବାର ,୦୪ ମଇ ,୨୦୨୧)

ମେଷ - ଆଜି ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧର୍ୟ୍ୟ ରଖନ୍ତୁ ଆପଣଙ୍କ ପରିସ୍ଥିତିକୁ…

ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୩ ।୫(ଓଡିଶା ଭାସ୍କର): ବ୍ରହ୍ମପୁର ଜିଲ୍ଲା ଗୋଳନ୍ଥରା ଥାନା ଭିତରେ ଆତ୍ମହତ୍ୟା କରିଛନ୍ତି ଜଣେ ଅଭିଯୁକ୍ତ ଯୁବକ । ଅଭିଯୁକ୍ତ ଜଣକ ବେକରେ ବେଲ୍ଟ ଗୁଡାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଥାନା ପରିସର…

ରବିବାରକୁ ଛାଡି ଅନ୍ୟ ସବୁଦିନ ଟିକା

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା…

ଅନଲାଇନ ବ୍ୟାଙ୍କିଙ୍ଗ୍ କରୁଛନ୍ତି କି’? କରନ୍ତୁ ନାହିଁ ଏହି ଭୁଲ

ଅନଲାଇନ ବ୍ୟାଙ୍କିଙ୍ଗ୍ ବିଲ୍ ପେମେଣ୍ଟ୍, ଟଙ୍କା ସ୍ଥାନାନ୍ତର ଏବଂ ଅନ୍ୟାନ୍ୟ କାରବାର କରିବା ପାଇଁ ଏକ ଶୀଘ୍ର ଏବଂ ସୁବିଧାଜନକ ଉପାୟ ପ୍ରଦାନ କରେ । ତଥାପି ଏହାକୁ ନିଜ ରିସ୍ମରେ ବ୍ୟବହାର କରିବା ଉଚିତ । ଫିସିଙ୍ଗ୍,…

ମେ’ ୧୫ରୁ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌, ଏହା ପୂର୍ବରୁ କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଆସିଛି ବଡ ଖବର । ନୂଆବର୍ଷରୁ ହ୍ୱାଟ୍ସଆପର ନିଜର ପ୍ରାଇଭେସି ପଲିସିକୁ ନେଇ ଆଲୋଚନା କରୁଥିବା ବେଳେ ନୂଆ ପଲିସି ଫେବୃଆରୀ ୮ରୁ ଲାଗୁ ହେବା ନେଇ ସୂଚନା ମିଳିଥିଲା ।…

ଖୁସି ଖବର : ଓଡ଼ିଶାରେ ଆଜି ୬୪୮୮ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୪୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଇସ୍ତଫା ଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ଭାଙ୍ଗିଲା ବିଧାନସଭା

ନୂଆଦିଲ୍ଲୀ,୩ ।୫: ତାମିଲନାଡୁରେ ଏଆଇଏଡିଏମକେ ମେଣ୍ଟର ପରାଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେ. ପଲାନିସ୍ୱାମୀ । ସେ ଆଜି ନିଜର ଇସ୍ତଫାପତ୍ର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ପ୍ରଦାନ…

ଲକ ଡାଉନ ପାଇଁ  ମଦ ଦୋକାନ ଆଗରେ ଭିଡ଼

ଭୁବନେଶ୍ୱର, ୦୩/୦୫: ରାଜ୍ୟରେ କୋଭିଡ ସଂକ୍ରମଣ ବୁୃଦ୍ଧି ପାଇବାରେ ଲାଗିଛି ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି  । ତେବେ ରାଜ୍ୟ ସରକାର ଏହି କୋଭିଡର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ୧୪ ଦିନିଆ…

ଭୁବନେଶ୍ୱରରେ କମୁନି ସଂକ୍ରମଣ ! ଆଜି ୮୨୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୮୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…