Breaking News ତାତିରୁ ଆଶ୍ୱସ୍ତି: ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର Odisha Bhaskar Bureau May 3, 2021 ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାରଣ ଆଜି ରାଜ୍ୟର ସବୁ ସହର ୪୦ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱରରେ ଆଜି ସର୍ବାଧିକ ତାପମାତ୍ରା ୩୯.୧ ଡିଗ୍ରୀ ରହିଛି ।…
Breaking News ସ୍ଥଗିତ ହେଲା ପିପିଲି ଉପନିର୍ବାଚନ Odisha Bhaskar Bureau May 3, 2021 ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): କରୋନା କାଳରେ ପୁଣି ଥରେ ସ୍ଥଗିତ ହୋଇଛି ପିପିଲି ଉପନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ କୋଭିଡ ଲକଡାଉନ କାରଣରୁ…
Breaking News ଅର୍ଥ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି କୋଭିଡ ରିଲିଫ ସାମଗ୍ରୀରେ ଶୁଳ୍କ ଛାଡ Odisha Bhaskar Bureau May 3, 2021 ନୂଆଦିଲ୍ଲୀ,୩ ।୫: ଦେଶରେ କରୋନ ସ୍ଥିତି ବିଗିଡିବାରେ ଲାଗିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି କୋଭିଡ ସମ୍ପର୍କିତ ରିଲିଫ ସାମଗ୍ରୀ ଉପରୁ…
Breaking News କୋଭିଡ୍ ମୁକାବିଲା ପାଇଁ ଏସବିଆଇ ବ୍ୟାଙ୍କ୍ ଦେଲା ୭୧ କୋଟି ଟଙ୍କାର ସହାୟତା Odisha Bhaskar Bureau May 3, 2021 ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର): କୋଭିଡ୍ ମୁକାବିଲା ପାଇଁ ଦେଶର ସର୍ବବୃହତ୍ତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏକ ବଡ ଘୋଷଣା କରିଛି। ଭାରତରେ କୋଭିଡ-୧୯ର ଦ୍ବିତୀୟ ଲହରର ମୁକାବିଲା ପାଇଁ ୭୧ କୋଟି…
Breaking News ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର Odisha Bhaskar Bureau May 3, 2021 ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ ଲାଗୁ କରିଛନ୍ତି ସରକାର । କିନ୍ତୁ ଲକଡାଉନ ସମୟରେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ଏନେଇ ଆଜି ଲକଡାଉନ…
Breaking News ମେ ୫ରେ ଶପଥ ଗ୍ରହଣ କରିବେ ଦିଦି Odisha Bhaskar Bureau May 3, 2021 କୋଲକାତା, ୦୩ ।୦୫ (ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ମିଳିଛି ପ୍ରଚଣ୍ଡ ବହୁମତ । ଟିଏମସି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଏବଂ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଗାଦି ମଣ୍ଡନ…
Breaking News ଏହି ରାଜ୍ୟମାନଙ୍କରେ ବଢ଼ିଛି କରୋନା ସଂକ୍ରମଣ Odisha Bhaskar Bureau May 3, 2021 ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : ଆଜି କୋଭିଡ୍ ସ୍ଥିତି ସମୀକ୍ଷା ନେଇ ସ୍ୱାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ୧୨…
Breaking News କୋଭିଡ୍ ସମୟରେ ସିଟି ସ୍କାନ୍ କ୍ଷତିକାରକ ସାବ୍ୟସ୍ତ ହୋଇପାରେ: ଏମସ୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ Odisha Bhaskar Bureau May 3, 2021 ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ସମୟର ଚିକିତ୍ସାକୁ ନେଇ ଏମସି୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ନିହାତି ଭାବରେ ଆବଶ୍ୟକ…
Featured ରାଜଧାନୀରେ ବେସରକାରୀ ହସ୍ପିଟାଲରେ କୋଭିଡ ଟିକାକରଣ ସ୍ଥଗିତ Odisha Bhaskar Bureau May 3, 2021 ଭୁବନେଶ୍ୱର, ୦୩/୦୫: ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୪ବୟସ ଏବଂ ତାଠାରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଭ୍ୟାକ୍ସିନ ଅଭାବ ଥିଲେ ୧୫୦୦ ଟିକାକରଣ ମଧ୍ୟରୁ କେବଳ ୨୫୬ ଟି କେନ୍ଦ୍ରରେ…
Breaking News ସ୍ଥଗିତ ହେଲା OCS ପରୀକ୍ଷା Odisha Bhaskar Bureau May 3, 2021 କଟକ ୦୩ ।୦୫ (ଓଡ଼ିଶା ଭାସ୍କର) : ସ୍ଥଗିତ ହେଲା ଓସିଏସ୍-୨୦୨୦ ପରୀକ୍ଷା । ମେ’ ୨୨ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ରାଜ୍ୟ ସରକାର ପକ୍ଷରୁ ସ୍ଥଗିତ କରାଯାଇଛି । ରାଜ୍ୟ ଲକଡାଉନ୍ ଘୋଷଣା ଯୋଗୁ ପରୀକ୍ଷା ବାତିଲ୍…