ଭାରତରେ କିଛି ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ କରି ଦେବା ଦରକାର: ଆମେରିକାର ମୁଖ୍ୟ ମହାମାରୀବିତ୍ ଡାକ୍ତର ଆନ୍ଥୋନି ଫାଉଚି
ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ର ପ୍ରବାହ ଥମୁନଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୁପ ଧାରଣ କରିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲକଡାଉନ୍ ହିଁ କେବଳ ଏକମାତ୍ର ଉପାୟ ଯାହା ସଂକ୍ରମଣକୁ ରୋକିପାରିବ ବୋଲି…