ମାସ୍କ ନ ପିନ୍ଧିଲେ ୨ ଗୁଣା ଜୋରିମାନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୪ (ଓଡିଶା ଭାସ୍କର) : ଆଜି ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ସମ୍ବୋଧନ କରୁଛନ୍ତି । ଏଥିସେ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଆଉ କହିଛନ୍ତି ଯେ, ୧୪ ଦିନ ଯାଏ ମାସ୍କ ଅଭିଯାନ…

ଖୋଲା ରହିବ ବାଣୀବିହାର ହଷ୍ଟେଲ

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): କରୋନା ପାଇଁ ଶିକ୍ଷାବ୍ୟବସ୍ଥାରେ ବିଶେଷ ପ୍ରଭାବ ପଡୁଛି । ଏଭଳି ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ହେଉଥିବା ବେଳେ ବର୍ତ୍ତମାନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ…

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି କିରାଣି

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଦିଲ୍ଲୀପଙ୍କ ଘରୁ ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି…

କରୋନା ଟିକା ବଦଳରେ କୁକୁର କାମୁଡିବା ଟିକା ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ

ନୁଆଦିଲ୍ଲୀ,୯ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ବଢ଼ୁଥିବାରୁ ସାରା ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଦୈନିକ ଶହ ଶହ ଲୋକ ଟିକାକରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛନ୍ତି । ଏହା ଭିତରେ ଏକ ଆଶ୍ଚର୍ଯ୍ୟ…

ପିପିଲି ଉପନିର୍ବାଚନ : ଆସନ୍ତା ୧୨ରେ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) : ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ । ଯାହାକୁ ନେଇ ରାଜନୀତି ମାହଲ ସରଗରମ ହେବାରେ ଲାଗିଛି । ଦଳମାନେ ଷ୍ଟାର ପ୍ରଚାରକ ଧରି ନିଜ ନିଜ ଦଳ ପାଇଁ ପ୍ରଚାର ଜୋରସୋରରେ…

ଐଶ୍ୱର୍ଯ୍ୟା ରାୟଙ୍କର ସେ ହେଉଛନ୍ତି ଅବିକଳ ନକଲ,ତାଙ୍କର ବିକିନୀ ଅବତାର ଲଗାଇଲା ଦର୍ଶକଙ୍କ ମନରେ ନିଆଁ, ଜାଣନ୍ତୁ ସେ କିଏ

ବଲିଉଡରେ ପ୍ରତ୍ୟେକ ମୁହୂର୍ତ୍ତରେ କୌଣସି ନା କୌଣସି ନବାଗତ ସୁନ୍ଦରୀଙ୍କୁ ନେଇ ଚର୍ଚ୍ଚା ଜାରି ରହିଥାଏ । ବର୍ତ୍ତମାନ ସମୟରେ ଯାହାକୁ ନେଇ ବଲିଉଡରେ ନିଆଁ ଲାଗିଛି, ସେ ହେଉଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା…

ସେଲଫି ନେବା ବେଳେ ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରିଲେ ଏମପି ଜୟା ବଚ୍ଚନ

ପଶ୍ଚିମବଙ୍ଗ, ୯ା୪ (ଓଡିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଅନେକ ସମୟରେ ତାଙ୍କ ରୁକ୍ଷ ବ୍ୟବହାର ପାଇଁ ଚର୍ଚ୍ଚାରେ ଥାନ୍ତି । ତେବେ ପୁଣି ଥରେ ସେ ସେହି ଭଳି କିଛି ବିଷୟ ପାଇଁ…

ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟର କୁଳପତି ହେଲେ କମଲଜିତ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) : ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହୋଇଛନ୍ତି କମଲଜିତ ସିଂହ ଏମ୍ ଏସ୍ ଲ’ । ୪ ବର୍ଷ ପାଇଁ କୁଳପତି ଭାବେ…