fbpx

୨୦୨୧ ସୁଦ୍ଧା ୫ଜି: ପିଏମ୍

ନୂଆଦିଲ୍ଲୀ, ୮ା୧୨: ସ୍ୱଦେଶୀ ଜ୍ଞାନ କୌଶଳରେ ଆଧାରିତ ୫ଜି ୨୦୨୧ରେ ଭାରତରେ ଉପଲବ୍ଧ ହେବ । ଏନେଇ ଇଣ୍ଡିଆନ ମୋବାଇଲ କଂଗ୍ରେସ (ଆଇଏମସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ପ୍ରଦାନ କରିଛନ୍ତି । ଏହାଫଳରେ ଭାରତ…

କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ବିରାଟ ବାହିନୀ

କାନବେରା, ୮ା୧୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚକୁ ଜିତି ୨-୦ରେ ଆଗରେ ଅଛି । ଆଜି ସିଡନୀ ଗ୍ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ଅନ୍ତିମ ତଥା ତୃତୀୟ…

ଆଉ ୬ ଜୀବନ ନେଲା କରୋନା

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏନେଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୮୪ରେ ପହଞ୍ଚିଛି । ପୁରୀରୁ ସର୍ବାଧିକ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ା,…

କେଜରିୱାଲ ଗୃହବନ୍ଦୀ!

ନୂଆଦିଲ୍ଲୀ,୮ ।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀରେ ରଖାଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସ ଅରବିନ୍ଦଙ୍କୁ ଗୃହବନ୍ଦୀ କରିଥିବା ଆପ୍ ଅଭିଯୋଗ କରିଛି । ଏନେଇ ଆମ୍ ଆଦମୀ ପାର୍ଟି…

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ

ପୁରୀ, ୮ା୧୨ (ଓଡିଶା ଭାସ୍କର): ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଶ୍ରୀ ଜଗନ୍ନାଥଙ୍କ ଗୌରବ ଗାରିମା କ୍ଷୂର୍ଣ୍ଣ ହେବାରେ ଲାଗିଛି । ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ ହୋଇଛି । ତେବେ ପିନରେଷ୍ଟ ନାମକ ଏକ…

ଦିନକରେ ଦେଶରେ କରୋନାରେ ୩୮୫ ମୃତ

ନୂଆଦିଲ୍ଲୀ, ୮ା୧୨ (ଓଡିଶା ଭାସ୍କର): ଦେଶରେ କରୋନାରେ ଦିନକରେ ୩୮୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ହଜାର ୫୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ସଂଖ୍ୟା ୯୧ ଲକ୍ଷ ୭୮ ହଜାର ୯୪୬ ଓ ସକ୍ରିୟ ଆକ୍ରାନ୍ତ ୩…

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ବନ୍ଦ ପାଳନର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ…

ରାଶିଫଳ (ମଙ୍ଗଳବାର, ୮ ଡିସେମ୍ବର ୨୦୨୦)

ମେଷ -ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି । ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚିତ୍ । ବୃଷ -ଆଜି ଆପଣ ସବୁ ଚିନ୍ତା…

ଭାରତ ବନ୍ଦ: ଜାଣନ୍ତୁ କଣ ଖୋଲା ହେବ ଆଉ କଣ ବନ୍ଦ ରହିବ

ନୂଆଦିଲ୍ଲୀ, ୭ା୧୨: ଆସନ୍ତା କାଲି କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷି ସଙ୍ଗଠନ ତରଫରୁ ଏହି ଡାକରା ଦିଆଯାଇଛି । ଡିସେମ୍ବର ୯ରେ ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ ବସିବାକୁ…