କରୋନାକୁ ଦେଖି ଆସିଲା ନୂଆ ଗାଇଡଲାଇନ୍: ୫୦% କର୍ମଚାରୀରେ ଚାଲିବ ଅଫିସ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ମୁମ୍ବାଇ,୧୯ ।୩: ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣରେ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଆଜି ସରକାର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତିବନ୍ଧକ ବଢାଇଛନ୍ତି । ନୂଆ ଗାଇଡଲାଇନ୍ ମୁତାବକ, ସମସ୍ତ…