କଙ୍କାଳର ସ୍କେଚ୍ ଜାରି କଲା ପୋଲିସ, ଦେଖନ୍ତୁ

ଭୁବନେଶ୍ୱର,୧୯ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସର କାରରୁ କଙ୍କାଳ ମିଳିବା ଘଟଣାରେ ଆସିଛିି ବଡ ଖବର । କଙ୍କାଳକୁ ଆଧାର କରି ଜାରି ହୋଇଛି ସ୍କେଚ୍, ଯାହାକୁ ସର୍ବସାଧାରଣରେ ଲଗାଯିବ । କମିଶନରେଟ…

କାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୯ ।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତ ସୂଚୀ ପ୍ରକାଶିତ ହୋଇଛି । ଆସନ୍ତାକାଲି ସନ୍ଧ୍ୟା ୬ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ଭୁବନେଶ୍ୱର ରାଜଭବନରେ କାଲି ରାତ୍ରିଯାପନ…

ସୁହାଗ ରାତିରେ ବରକୁ ମରଣାନ୍ତକ ଆକ୍ରମଣ କଲା କନ୍ୟା: ଟଙ୍କା ଓ ସୁନାଗହଣା ଧରି ପ୍ରେମିକ ସହ ହେଲା ଫେରାର୍

ବିଜନୋର, ୧୯ା୩: ବିବାହର ପ୍ରଥମ ରାତି ଯେ ଏତେ ଭୟଙ୍କର ହୋଇପାରେ ତାହାର ଏକ ନମୂନା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ବିଜନୋର ଜିଲ୍ଲାରେ ଜଣେ କନ୍ୟା ସୁହାଗ ରାତିରେ ନିଜ ସ୍ୱାମୀଙ୍କୁ ମୁଣ୍ଡରେ ଜୋରରେ ଆଘାତ…

ଫେସବୁକ୍ ୟୁଜର୍ସଙ୍କ ପାଇଁ ବଡ ଖବର! ଆଜିଠାରୁ ବଦଳିଯାଉଛି ଏହି ନିୟମ

ନୂଆଦିଲ୍ଲୀ,୧୯ ।୩: ଯଦି ଆପଣ ସ୍ମାର୍ଟଫୋନରେ ଫେସବୁକ୍ ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏକ ନୂଆ ନିଷ୍ପତ୍ତି ନେଇଛି । ଆଜିଠାରୁ ଫେସବୁକ୍…

ରାଜ୍ୟରେ ଶହେ ଟପିଲା ପଜିଟିଭ ସଂଖ୍ୟା: ଆଜି ଆଉ ୧୧୦ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୯।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮…