ରାଶିଫଳ (ଶୁକ୍ରବାର,୫ ମାର୍ଚ୍ଚ ୨୦୨୧)

ମେଷ: ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ । ମାତ୍ର କିଛି ବାଦବିବାଦରେ ଫସି ପାରନ୍ତି ସତର୍କ ରହିବେ, ମାନସମ୍ମାନ, ଅର୍ଥ, ଲୋକପ୍ରିୟତା ଏବଂ ପାରିବାରିକ ସୁଖରେ କମି ରହିବ, ମନ ଅଶାନ୍ତ ରହିବ…

ବହୁଶୀଘ୍ର ବନ୍ଦ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଟେଲିକମ୍ ରେଗୁଲେଟରୀ ଅଥରିଟୀ ଅଫ୍ ଇଣ୍ଡିଆ ବା TRAI ଦେଶରେ ମୋବାଇଲ ଫୋନ୍ ନମ୍ବରିଙ୍ଗ ସ୍କିମକୁ ବଦଳାଇବାକୁ ଯୋଜାନା କରୁଛି । ରିପୋର୍ଟ ମୁତାବକ, ଶୁକ୍ରବାର ଦିନ ଦେଶରେ ୧୧ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ବ୍ୟବହାର…

ଏହି ରହସ୍ୟମୟ ସ୍ଥାନରେ ପକ୍ଷୀମାନେ କରିଥାନ୍ତି ଆତ୍ମହତ୍ୟା, ଜାଣନ୍ତୁ କେଉଁଠି ଓ କାହିଁକି

ମଣିଷ ଜନ୍ମ ହୋଇଛି ତ ମୃତ୍ୟୁ ଅବଶ୍ୟମ୍ଭାବୀ । ତେବେ ମଣିଷର ମୃତ୍ୟୁ ଅନେକ ସମୟରେ ରହସ୍ୟ ଘେରରେ ରହିଥାଏ । ଆପଣମାନେ କଣ କେବେ ଭାବିଛନ୍ତି କି ମୃତ୍ୟୁକୁ ନେଇ ଏହି ରହସ୍ୟ କେବଳ ମଣିଷଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ,…

ଧବଳେଶ୍ୱର ପୀଠରେ ଜାଗର ଯାତ୍ରାକୁ ମନା

ଆଠଗଡ ,୪ ।୩(ଓଡିଶା ଭାସ୍କର): : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଠଗଡର ଧବଳେଶ୍ୱର ପୀଠରେ ଜାଗର ଯାତ୍ରାକୁ ମନା କରିଛି ପ୍ରଶାସନ । ଧବଳେଶ୍ୱର ପୀଠରେ ଆସନ୍ତା ୧୧ ତାରିଖରୁ ଲାଗୁ ହେବ ୧୪୪ ଧାରା । ୧୨ ତାରିଖ ସକାଳ…

୧୦୦ ବର୍ଷ ପରେ ଖୋଲିବାକୁ ଯାଉଛି ଏହି ରାଶିର ଭାଗ୍ୟ, ଜାଣନ୍ତୁ କେଉଁଟି ଓ କ’ଣ ମିଳିବ ଲାଭ?

ପ୍ରାୟ ୧୦୦ ବର୍ଷ ପରେ ମାତା ଲକ୍ଷ୍ମୀ ଗୋଟିଏ ରାଶି ପାଇଁ ଧନର ବର୍ଷା କରିବାକୁ ଯାଉଛନ୍ତି । ସେହି ରାଶି ହେଉଛି ବୃଷ ରାଶି । ଏହି ରାଶିର ପ୍ରତ୍ୟେକ ମୁହୂର୍ତ୍ତ ଉଜ୍ଜ୍ୱଳ ହେବ । ସକରାତ୍ମକ ମନୋଭାବ ସହ ପ୍ରତ୍ୟେକ…

କଳାହାଣ୍ଡି: ବସ୍ ଧକ୍କାରେ ଗୋଟିଏ ପରିବାରର ୩ ମୃତ

କଳାହାଣ୍ଡି,୪ ।୩(ଓଡିଶା ଭାସ୍କର): କଳାହାଣ୍ଡି ଗୋଲାମୁଣ୍ଡା ଡଙ୍ଗରିଗୁଡାରେ ବାଇକକୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ସ୍ବାମୀ ଏବଂ ସ୍ତ୍ରୀଙ୍କ ସହିତ ସେମାନଙ୍କର ଝିିଅର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଗୋଟିଏ…